Latest Odisha News

BREAKING NEWS

ଜାମିନ୍ ପାଇଁ ଉପର କୋର୍ଟକୁ ଗଲେ ଅର୍ଚ୍ଚନା, ଜଗବନ୍ଧୁଙ୍କ ଜାମିନ୍ ଆବେଦନ ଖାରଜ

ଭୁବନେଶ୍ୱର: ଜେଲରେ ବିଚଳିତ ହୋଇ ପଡ଼ିଲେଣି ଅର୍ଚ୍ଚନା ଓ ଜଗବନ୍ଧୁ । ଛାଟିପିଟି ହେଉଛନ୍ତି ବାହାରକୁ ବାହାରିବା ଲାଗି । ଜାମିନରେ ମୁକୁଳିବା ଲାଗି ବାରମ୍ବାର କୋର୍ଟରେ ଆବେଦନ କରୁଛନ୍ତି । ଅନ୍ୟପଟେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଲିଙ୍କରେ ଇଡି ସ୍କାନରକୁ ଆସୁଛନ୍ତି ଅନେକ ବଡ଼ ବଡ଼ିଆ । ଯାହାକି…

ଟ୍ରକ୍‌କୁ ଧକ୍କା ଦେଲା କାର୍‌, ୪ ମୃତ

ଖୋର୍ଦ୍ଧା: ଜଙ୍କିଆ ଥାନା ଅନ୍ତର୍ଗତ ବଡ଼ପୋଖରୀଆ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକ୍‌ ପଛରେ କାର୍‌ଟି ପିଟିଦେବାରୁ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଛି । କାର୍‌ ମଧ୍ୟରେ ଥିବା ୨ଜଣ ପୁରୁଷ ଓ ୨ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି  ।…

ସମାଲୋଚନା

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’  ସଦାସର୍ବଦା ପାପ ଓ ପୁଣ୍ୟର ଧାରଣା ନିର୍ଦ୍ଧାରିତ । ଆମେ କିଛି ପରୋପକାର କରି ପକାଇଲେ ନିଜକୁ ଭାଗ୍ୟବାନ ମଣୁ । ଯଦି ଅମଙ୍ଗଳ ହେଲା ଭଳି କିଛି କର୍ମ କରୁ ତାକୁ ପାପ କହୁ । ମାତ୍ର ସ୍ଥୂଳ ଦୃଷ୍ଟିରେ ଯାହା ପାପ କି ପୁଣ୍ୟ, ସୂକ୍ଷ୍ମ…

ଅନୁବାଦ କବିତା : କବିତାକୁ

ମୂଳ ବଙ୍ଗଲା : ଶ୍ଯାମସୁର ରାହମାନ କେତେବେଳେ ଯେ ତୁମେ ଆସ ପାଖକୁ ଆସି ନିରୋଳାରେ ବସ ଗଭୀର ଦୃଷ୍ଟିରେ ଚାହଁ, ଗୁଣୁ ଗୁଣୁ କର, ବ୍ୟାକରଣକୁ ଦୂରେଇ ଦେଇ ଗୀତ ଗାଇଯାଅ, ହଠାତ୍ ପୁଣି ହାୱାରେ ମିଳେଇ ଯାଅ ଜାଣିପାରେ ନାହିଁ। ଭୋର୍ ସକାଳରେ ଝରକା ପାଖକୁ ଯାଇ ଜନହୀନ ଗଳିର ରୂପରେ…

ମେକ୍ସିକୋରେ ଜନ୍ମ ହେଲା ଲାଙ୍ଗୁଡ ଥିବା ଶିଶୁ କନ୍ୟା

ମେକ୍ସିକୋ ସିଟି: ମେକ୍ସିକୋ ସିଟିରେ ମେଡିକାଲ ସାଇନ୍ସର ଏକ ଦୁର୍ଲଭ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଏକ ଶିଶୁ କନ୍ୟା ଜନ୍ମ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ । ଏହି ସୁସ୍ଥ ଶିଶୁ କନ୍ୟାର ୫.୭ ସେଂଟିମିଟର ଲମ୍ବର ଏକ ଲାଙ୍ଗୁଡ ଥିଲା । ଏହାର ବ୍ୟାସ ୩ରୁ ୫ ମିିଲିମିଟର…

କିଟକୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟକୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ…

ମୃତ ମଣିଷ ଜୀବିତ ହେବେ !

ବିଜ୍ଞାନର ଦ୍ରୁତ ବିକାଶ ମନୁଷ୍ୟକୁ ବୋଧହୁଏ ଅତ୍ୟଧିକ ଆତ୍ମବିଶ୍ୱାସୀ କରିଦେଇଛି । ଏଥିପାଇଁ ପ୍ରକୃତିକୁ ଚ୍ୟାଲେଞ୍ଜ ଦେବାରେ ମଧ୍ୟ ସେମାନେ ପଛଘୁଂଚା ଦେଉ ନାହାନ୍ତି । ଏବେ ମୃତ୍ୟୁ ମଣିଷକୁ ଜୀବିତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ପ୍ରିୟଜନଙ୍କ ମୃତ୍ୟୁ ପରେ ଶବର ଅନ୍ତ୍ୟେଷ୍ଟି…

ଡିସେମ୍ବର ୨୦ ଯାଏ ପ୍ରାଥମିକ ଶିକ୍ଷକ ସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଲୋୟର ପିଏମଜିରୁ ହଟିବେ ଆନ୍ଦୋଳନରତ ପ୍ରାଥମିକ ଶିକ୍ଷକ ସଂଘ । ଡିସେମ୍ବର ୨୦ ତାରିଖ ଯାଏ ଆନ୍ଦୋଳନ ସ୍ଥଗିତ ପାଇଁ ପ୍ରାଥମିକ ଶିକ୍ଷକ ସଂଘ ନିଷ୍ପତ୍ତି ନେଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ପରେ ଆନ୍ଦୋଳନ ସ୍ଥଗିତ ନେଇ ସଂଘ ନିଷ୍ପତ୍ତି ନେଇଛି । ୨୭ ତାରିଖ…

ବିବେକ ନିର୍ମାଣ କରିବେ ଦି କଶ୍ମୀର ଫାଇଲ୍ସ ଅନରିପୋର୍ଟେଡ

ମୁମ୍ବାଇ: ଦି କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବିବାଦ ଥମିବାରେ ନାଁ ଧରୁନି । ଗୋଆରେ ଅର୍ଗାନାଇଜ ଆଇଏଫଏଫଆଇ ୨୦୨୨ର ଇଭେଂଟରେ ସାମିଲ ହୋଇଥିବା ଇସ୍ରାଏଲ ଜୁରୀ ଏହି ଫିଲ୍ମକୁ ଭଲଗାର ଓ ପ୍ରୋପାଗଣ୍ଡା ବୋଲି କହିଥିଲେ । ଯାହାକୁ ନେଇ ବିବେକ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ସେ କହିଥିଲେ…