Latest Odisha News

BREAKING NEWS

‘ଲାଇଗର’ ପାଇଁ ଫଣ୍ଡିଂକୁ ନେଇ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ଇଡିର ଜେରା

ହାଇଦ୍ରାବାଦ: ଫିଲ୍ମ ‘ଲାଇଗର’ ପାଇଁ ବିଦେଶରୁ ଆସିଛି କି ଟଙ୍କା ? ବିଦେଶରୁ ଆସିଥିବା ଅର୍ଥର ଉତ୍ସକୁ ନେଇ ଖୋଳତାଡ଼ ଆରମ୍ଭ କରିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିନେତା ବିଜୟ ଦେବରକୋଣ୍ଡାଙ୍କୁ ପଚରାଉଚରା କରିଛି । ସୂଚନା ଅନୁସାରେ, ବିଦେଶ ଫଣ୍ଡିରେ ଆଇନ୍ ଉଲ୍ଲଂଘନ ଅଭିଯୋଗରେ ଇଡି…

ଅଜଣା ଭାଇରସରେ ଆକ୍ରାନ୍ତ ହେଲେ ଇଂଲଣ୍ଡ କ୍ରିକେଟ ଖେଳାଳି

ଇସଲାମବାଦ: ପାକିସ୍ତାନ ଗସ୍ତରେ ଯାଇଥିବା ଇଂଲଣ୍ଡ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଅଜଣା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ଗୁରୁବାର ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ । ଅଧିନାୟକ ବେନ ଷ୍ଟୋକ୍ସଙ୍କ ସମେତ ୧୪ଜଣ ସଦସ୍ୟଙ୍କୁ ହୋଟେଲରେ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି । ଜୋ…

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅକ୍ଷୟ ପରିଜାଙ୍କୁ, ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ନୟାପଲ୍ଲୀ ଥାନାରେ…

ବର୍ଷା ଯୋଗୁ ତୃତୀୟ ଦିନିକିଆ ବାତିଲ, ୧-୦ରେ ସିରିଜ ଜିତିଲା ନ୍ୟୁଜିଲାଣ୍ଡ

କ୍ରାଇଷ୍ଟଚର୍ଚ୍ଚ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳା ଯାଇଥିବା ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି । ଫଳରେ ନ୍ୟୁଜିଲାଣ୍ଡ ୧-୦ ଗୋଲରେ ସିରିଜ ବିଜୟୀ ହୋଇଛି । ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରି ୪୭.୩ ଓଭରରେ ୨୧୯ ରନ କରି ଅଲଆଉଟ ହୋଇ ଯାଇଥିଲା ।…

କିଏ ହେବେ ଗଣତନ୍ତ୍ର ଦିବସରେ ଆମନ୍ତ୍ରିତ ଅତିଥି ? କେମିତି କରାଯାଏ ଚୟନ ?

ନୂଆଦିଲ୍ଲୀ:୨ ବର୍ଷର କୋଭିଡ କଟକଣା ପରେ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ । ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ମିସରର ରାଷ୍ଟ୍ରପତି ଅବଦେହ ଫତେହ ଅଲ ସିସି । ଭାରତର ଆମନ୍ତ୍ରଣକୁ ସେ ସ୍ୱୀକାର କରିଛନ୍ତି । ପ୍ରଥମେ ସେ ମିଶରର ପ୍ରତିରକ୍ଷା ମନ୍ତ୍ରୀ…

ପିଜ୍ଜା,ବର୍ଗର ଖାଉଛନ୍ତି କି ! ତେବେ ହୋଇଯାଆନ୍ତୁ ସାବଧାନ… କାରଣ ହାେଇପାରେ କ୍ୟାନ୍ସର

ଓଡ଼ିଶା ସମ୍ବାଦ ବ୍ୟୁରୋ : ଅନେକ ସମୟରେ ଆମେ ଘର ଖାଦ୍ୟ ନ ଖାଇ ବାହାର ଖାଦ୍ୟ ଖାଇଥାଆନ୍ତି  । ବିଶେଷ କରି ଯୁବପିଢ଼ି ମାନେ ଫାଷ୍ଟଫୁଡ ଖାଇବାକୁ ଅଧିକ ପସନ୍ଦ କରିଥାଆନ୍ତି  । ସେହିପରି କିଛି ବୟସ୍କ ଲୋକ ମଧ୍ୟ ଫାଷ୍ଟଫୁଡ ଖାଦ୍ୟ ପ୍ରତି ଆକୃଷ୍ଟ ହୋଇଥାନ୍ତି । ତେବେ ଫାଷ୍ଟଫୁଡ ଖାଦ୍ୟ ମଧ୍ୟରୁ…

ପରଲୋକରେ ସାହିତ୍ୟିକା ଗୀତା ହୋତା

ଭୁବନେଶ୍ବର : ବିଶିଷ୍ଟ ସାହିତ୍ୟିକା ତଥା ଲୋକପ୍ରିୟ ସାହିତ୍ୟ ପତ୍ରିକା ‘ଅମୃତାୟନ’ର ସମ୍ପାଦିକା ଗୀତା ହୋତାଙ୍କର ପରଲୋକ ଘଟିଛି। ତାଙ୍କର ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା।…

୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି

ନବରଙ୍ଗପୁର: ବାରହା ମାରି ଫସିଥିଲେ, ଏବେ ପୁଣି ଫସିବେ । ୧୦ ବର୍ଷ ତଳେ ଜବତ ଦେଶୀ ବନ୍ଧୁକ ପାଇଁ ୫ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ମୈଦଲପୁର ସାପ୍ତାହିକ ହାଟରେ । ଦେଶୀ ବନ୍ଧୁକ ସଜାଡ଼ିବା ବେଳେ ବାରୁଦ ଫୁଟିବାରୁ ୫ ଜଣ ଆହତ ହୋଇ ମେଦଲପୁର…

ଆମିରଖାନଙ୍କ ଜ୍ବାଇଁକୁ ନେଇ ପ୍ରଶଂସକଙ୍କ ମନରେ ଉଙ୍କିମାରୁଛି ଅନେକ ପ୍ରଶ୍ନ ?

ନୂଆଦିଲ୍ଲୀ : ବଲିଉଡ ଅଭିନେତା ଆମିର ଖାନଙ୍କ ଝିଅ ବିବାହକୁ ନେଇ ସୋଶିଆଲ ମିଡିଆରେ ଚାଲିଛି ଚର୍ଚ୍ଚା  । ନିକଟରେ ଅଭିନେତ୍ରୀ ଇରା ଖାନ୍ ଏବଂ ବୟଫ୍ରେଣ୍ଡ ନୁପୂର ଶିଖରଙ୍କ ସହ ନିର୍ବନ୍ଧ ହୋଇଥିଲା  । ଖୁବ୍ ଶୀଘ୍ର ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି  । ତେବେ ଇରାଙ୍କ…

ପ୍ରଥମ ଓଡ଼ିଆ ଭାବେ GST ଗୁଇନ୍ଦା ମୁଖ୍ୟ ହେଲେ IRS ସୁର୍ଜିତ ଭୁଜବଳ

ଭୁବନେଶ୍ୱର: ଓଡ଼ିଶା ପୁଅ ହେଲେ ଜିଏସଟି ଗୁଇନ୍ଦା ମୁଖ୍ୟ । କେନ୍ଦ୍ର ସରକାରଙ୍କ ଅଧିନ ଜିଏସଟି ଗୁଇନ୍ଦା ମୁଖ୍ୟ ଭାବେ ଆଇଆରଏସ୍ ଅଧିକାରୀ ସୁର୍ଜିତ ଭୁଜବଳଙ୍କୁ ନିଯୁକ୍ତି ମିଳିଛି । ସୁର୍ଜିତ ହେଉଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଆରକେ ଭୁଜବଳଙ୍କ ପୁଅ ଏବଂ ଅବସରପ୍ରାପ୍ତ ଆଇଜିପି କୁଳମଣି…