Latest Odisha News

BREAKING NEWS

ଶିଶୁ କବିତା : ଘରଚଟିଆ

ପ୍ରଣତି ଆଚାର୍ଯ୍ୟ ମିଶ୍ର କଚିରି ମିଚିରି ଚଟିଆ ଦେଖିବାକୁ ସେ ତ ଭାରି ଛୋଟିଆ ମୁକ୍ତ ଆକାଶର ବିହଙ୍ଗଟିଏ ସେ ଚିଂ ଚିଂଯଚିଂ ଚଟିଆ, କରିଚି ମିଚିରି ଚଟିଆ । ଘରେ ଘରେ ବସା ବାନ୍ଧଇ କଚିରି ମିଚିରି କରଇ ଧାନବିଲେ ଜଗି ବସିଛନ୍ତି ଜେଜେ ଖାଇଦେବ ଭାବି ଚଟିଆ, କିଚିରି ମିଚିରି ଚଟିଆ…

ଅନୁବାଦ ଗଳ୍ପ : ଆଉ ଜଣେ କୁନ୍ତୀ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୫୯  ମୂଳ ହିନ୍ଦୀ: ବିଷ୍ଣୁ ପ୍ରଭାକର  ପ୍ରିୟ ବନ୍ଧୁ, ଆପଣ କେବେ କଳ୍ପନା କରିପାରିବେ ଯେ ଏଇ ଚିଠି ଖଣ୍ଡିକ ଲେଖିବାଲାଗି ମନ ସ୍ଥିର କରିବା ସକାଶେ ମୋତେ ପୂର ବର୍ଷେ ସମୟ ଲାଗିଯାଇଥିଲା । ଆଉ ଯଦି ଅଚାନକ ଏ ଘଟଣା ଘନି ନ ଥାଆନ୍ତା,…

କବିତା : ଜୀବନ ଗାଥା

ସନ୍ଧ୍ୟା ଘଡ଼େଇ  ରାତି ରାତି ଉଜାଗରେ କଣ୍ ଲେଖିହୁଏ କବିତା?? ପଢ଼ିହୁଏ କାହାର ଜୀବନ ଜିଇଁବାର ନିଶା, ତୁମକୁ ପଢ଼ିପାରିନି କେବେ ବୁଝିବି କେମିତି?? ତୁମେ କୋଉ ବୁଝିଲ ଯେ ମୋତେ ? ତୁମ ମୋ ସମ୍ପର୍କ ତ ଜୀଇଁ ଥାଉ ଥାଉ ହଠାତ୍ ମରିଗଲା କେବେ। ତୁମ ବ୍ୟସ୍ତତାର କାହାଣୀ ଶୁଣି…

ନାସା ଜାରୀ କଲା ବ୍ଲାକ ହୋଲର ରହସ୍ୟମୟ ଶବ୍ଦ

ୱାଶିଂଟନ: ନାସା ବ୍ଲାକ ହୋଲର ରହସ୍ୟମୟ ଶବ୍ଦର ଭିଡିଓ ଜାରୀ କରିଛି । ଏ ପର୍ଯ୍ୟନ୍ତ ଏହି ଶବ୍ଦକୁ ସାଧାରଣ ଲୋକଙ୍କ ପାଖରେ ପଂହଚି ପାରି ନ ଥିଲା । ନାସା ବୈଜ୍ଞାନିକମାନେ ଅତ୍ୟାଧୁନିକ ସୋନିଫିକେଶନ ବ୍ୟବହାର କରି ଏହି ଶବ୍ଦକୁ ରେକର୍ଡିଂ କରିଥିଲେ । ଭି ୪୦୪ ସାଇଜିନର ସୋନିଫିକେଶନ ଏକ୍ସରେ…

ହକି ସିରିଜ: ରୋମାଂଚକ ମୁକାବିଲାରେ ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ହକି ଟେଷ୍ଟ ସିରିଜ ଆରମ୍ଭ ହୋଇଯାଇଛି । ରୋମାଂଚକ ପ୍ରଥମ ମ୍ୟାଚରେ ଭାରତ ୪-୫ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରି ଯାଇଛି । ବିଜୟ ସହ ଆୟୋଜକ ଟିମ ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ପକ୍ଷରୁ ଆକାଶଦୀପ ସିଂ ହ୍ୟାଟ୍ରିକ ଗୋଲ ସ୍କୋର କରିଥିଲେ…

ତ୍ରିଫଳାର ଉପଯୋଗୀ ନେଇ ବ୍ଲଡ କ୍ୟାନ୍ସର ରୋଗୀଙ୍କ ଉପରେ ଏମ୍ସର ଗବେଷଣା

ନୂଆଦିଲ୍ଲୀ: କ୍ୟାନ୍ସର ରୋଗକୁ ଭଲ କରିବାରେ ରାମବାଣ ଉପାୟ ହେବ କି ତ୍ରିଫଳା । ଆୟୁର୍ବେଦିକ ଓ ଏଲୋପ୍ୟାଥୀ ଲଢ଼େଇରେ ବାଜି ମାରିବ ତ୍ରିଫଳା । କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହାର କରାଯାଉଥିବା କେମୋଥେରାପୀ ଏବଂ ମେଡିସିନ ବ୍ୟବହାରରେ ଅନେକ ପାଶ୍ୱର୍୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଥାଏ…

ଦେବଦୂତ ସାଜିଲା ପୋଲିସ, ଆହତଙ୍କୁ ନିଜ ଗାଡ଼ିରେ ବସାଇ ଡାକ୍ତରଖାନା ନେଲେ

ନିଶ୍ଚନ୍ତକୋଇଲି:  ରାସ୍ତାକଡରେ ଛଟପଟ ହେଉଥିଲେ । ଆକୁଳ ଚିତ୍କାର କରୁଥିଲେ । ହେଲେ କାହା କାନରେ ବାଜୁ ନ ଥିଲା ତାଙ୍କର ସେ ବିକଳ କାନ୍ଦ । ସମସ୍ତେ ଦେଖୁଥାନ୍ତି, ହେଲେ ମୁହଁ ବୁଲାଇ ଚାଲି ଯାଉଥାନ୍ତି । ଶରୀର ଯନ୍ତ୍ରଣାଠାରୁ ଏ ଅମାନବୀୟ ବ୍ୟବହାର ତାଙ୍କୁ ଅଧିକ ଯନ୍ତ୍ରଣା ଦେଉଥିଲା  । ଏହି…

୧୨ ବର୍ଷ ପରେ ଫିଫା ବିଶ୍ୱକପରେ ବିଜୟ ହାସଲ କଲା ଅଷ୍ଟ୍ରେଲିଆ

ଦୋହା: ଫିଫା ବିଶ୍ୱକପରେ ଶନିବାର ଅଷ୍ଟ୍ରେଲିଆ ୧-୦ ଗୋଲରେ ଟ୍ୟୁନିଶିଆକୁ ପରାସ୍ତ କରିଛି । ୧୨ ବର୍ଷ ପରେ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ପ୍ରଥମ ବିଜୟ । ଏହି ସଂଘର୍ଷପୂର୍ଣ୍ଣ ମୁକବିଲାରେ ବିଜୟ ସୂଚକ ଏକମାତ୍ର ଗୋଲଟି ମ୍ୟାଚର ୨୩ତମ ମିନିଟରେ ମିଚେଲ ଡ୍ୟୁକ ସ୍କୋର କରିଥିଲେ । ବିଜୟ ସହ ଗ୍ରୁପ…

ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଅଗ୍ନିକାଣ୍ଡ

ଦୋହା: କତାରରେ ଖେଳାଯାଉଥିବା ଫିଫା ବିଶ୍ୱକପ ଅବସରରେ ଶନିବାର ଏକ ଅଘଟଣ ଘଟିଛି । ରିପୋର୍ଟ ମୁତାବକ ବିଶ୍ୱକପ ପ୍ରଶଂସକ ଭିଲେଜ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । କ୍ୱେଟଫାନ ଦ୍ୱୀପ ଉତରରେ ଥିବା ଏହି ଗ୍ରାମ ଉପରେ କଳା ଧୂଆଁ ଦେଖିବାକୁ ମିଳିଥିଲା । ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର କୌଣସି…

ଆଂଚଳିକ ପରିବହନ ପକ୍ଷରୁ ପୁରୀରେ ଯାଂଚ ହେଲା ଶହ ଶହ ଗାଡି ମୋଟର

ପୁରୀ: ଆଂଚଳିତ ପରିବହନ ବିଭାଗ ପକ୍ଷରୁ ପୁରୀରେ ସ୍ପେସିଆଲ ଡ୍ରାଇଭ କାର୍ଯ୍ୟକ୍ରମ ମାଧ୍ୟମରେ ଶହ ଶହ ଗାଡି ମୋଟର ଯାଂଚ କରାଯାଇଥିଲା । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଓ ଏସପି କନୱର ବିଶାଲ ସିଂ ଏହାର ତତ୍ୱାବଧାନ କରିଥିଲେ । ନଭେମ୍ବର ୧ରୁ ୨୫ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା…