Latest Odisha News

BREAKING NEWS

ଚମକିବ ତ୍ବଚା, ଦିଶିବ ହରିଣୀ ଆଖି ଜାଣନ୍ତୁ ଏହି ଉପାୟ…..

ଓଡ଼ିଶା ସମ୍ବାଦ ବ୍ୟୁରୋ : ତ୍ବଚାର ସୁନ୍ଦରତା ବଢ଼ାଇଥାଏ ଆଖି  । ଆପଣ ଶୀତଦିନେ ଦିଶିବେ ଆହୁରି ସୁନ୍ଦର  । ଆପଣଙ୍କ ସୁନ୍ଦରତା ବଢ଼ାଇବ ଆପଣଙ୍କ ନୀଳ ନୟନ । ଏହି ଉପାୟ ଆପଣେଇଲେ ଶୀତେ ଦିନେ ମଧ୍ୟ ଚମକିବ ଆପଣଙ୍କ ଦୁଇ ନୀଳ ନୟନ । ପ୍ରତ୍ୟେକ ନାରୀ ନିଜ ଆଖିକୁ ଅଧିକ ଆକର୍ଷଣୀୟ କରିବା ପାଇଁ…

ଅନୁବାଦ କବିତା : ଦିନ ଶେଷରେ

ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ  ପଶ୍ଚିମର ଆକାଶରେ ରକ୍ତ ଗଙ୍ଗା ବୁହାଇ ଦେଇ କୌଣସି ଦୁର୍ଦ୍ଧଶ ଡକାୟତ ପରି ରାସ୍ତାରେ ଯାଉଥିବା ମଣିଷମାନଙ୍କୁ ନାଲି ଆଖି ଦେଖାଇ ଦେଖାଇ ନିଜ ବସାକୁ ଫେରିଗଲା ସୂର୍ଯ୍ୟ । ତାର କିଛି ସମୟ ପରେ ସର ଜମିନ୍ ତଦନ୍ତ କରି ସାରି ଦିନକୁ ରାତି…

ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହେଲା ଦେବ ଦୀପାବଳୀ ନୃତ୍ୟୋତ୍ସବ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦେବ ଦୀପାବଳୀ ଉତ୍ସବ ଅବସରରେ ପୁରୀର ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଆୟୋଜିତ ହୋଇଯାଇଛି ପାରମ୍ପାରିକ ନୃତ୍ୟୋତ୍ସବ । କଳାକାରଙ୍କ ମୂକସାକ୍ଷୀ ସାଜିଥିବା ଅନ୍ନପୂର୍ଣ୍ଣା ରଙ୍ଗମଂଚରେ ଓଡିଶାର ଦୁଇ ପ୍ରତିଭାବାନ ନୃତ୍ୟଶିଳ୍ପୀ ଶାସ୍ୱତ ଯୋଶୀ ଓ କୁମାର ଭିମସେନ…

ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ ସଫଳ

ଭୁବନେଶ୍ୱର: ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଜି ଏପିଜେ ଅବଦୁଲ୍ କାଲାମ ଦ୍ୱୀପରୁ ମଧ୍ୟମ ଦୂରଗାମୀ ଅଗ୍ନି-୩ ବାଲିଷ୍ଟିକ୍ ମିସାଇଲର ବ୍ୟବହାରିକ ଉତକ୍ଷେପଣ କରାଯାଇଥିଲା । ସମସ୍ତ ମାନଦଣ୍ଡକୁ ନେଇ ଉତକ୍ଷେପଣ କରାଯାଇଥିଲା । ତେବେ ଅଗ୍ନି-୩ର ଲକ୍ଷ୍ୟଭେଦ…

ଫିଫା ବିଶ୍ୱକପରେ ଆଉ ଏକ ବିପର୍ଯ୍ୟୟ: ଜର୍ମାନୀକୁ ହରାଇଲା ଜାପାନ

ଦୋହା: ଚଳିତ ଫିଫା ବିଶ୍ୱକପରେ ଏସୀୟ ଟିମଙ୍କ ପ୍ରଦର୍ଶନ ଏ ପର୍ଯ୍ୟନ୍ତ ପ୍ରଶଂସନୀୟ ରହିଛି । ବୁଧବାର ଅନୁଷ୍ଠିତ ଗ୍ରୁପ ଇର ଏକ ମୁକାବିଲାରେ ଜାପାନ ୨-୧ ଗୋଲରେ ପୂର୍ବତନ ବିଶ୍ୱ ଚାମ୍ପିୟନ ଜର୍ମାନୀକୁ ପରାସ୍ତ କରି ବିପର୍ଯ୍ୟୟ ସୃଷ୍ଟି କରିଛି । ପୂର୍ବରୁ ଆର୍ଜେଂଟିନାକୁ ହରାଇ ସାଉଦି ଆରବ…

ପ୍ରଦୀପ ପୁରୋହିତଙ୍କ ଆକ୍ରମଣ ଅଭିଯୋଗ ପରେ ବିଜେପୁର କଥା ମନେ ପକାଇଲା ବିଜେଡି

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ କିଏ ସୃଷ୍ଟି କରୁଛି ହିଂସା ? ନିରପେକ୍ଷ, ଅବାଧ ଓ ଭୟମୁକ୍ତ ନିର୍ବାଚନରେ କିଏ ସୃଷ୍ଟି କରୁଛି ଅନ୍ତରାୟ ? ବିଜେପି-ବିଜେଡି ପରସ୍ପର ଉପରେ ଦୋଷ ଲଦାଲଦି ହୋଇଛନ୍ତି । ମଙ୍ଗଳବାର ନିର୍ବାଚନ ପ୍ରଚାର ବେଳେ ଆକ୍ରମଣ ହୋଇଥିବା ବୁଧବାର ପ୍ରେସମିଟ୍ କରି ଅଭିଯୋଗ…

ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଓଡିଶା ଜୁନିୟର ଟିମ

ଭୁବନେଶ୍ୱର: ଓଡିଶାର ଜୁନିୟର ଟିମ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଂଟରେ ଭାଗ ନେବା ପାଇଁ ମାଲେସିଆ ଗସ୍ତରେ ଯାଇଛନ୍ତି । ନ୍ୟାଶନାଲ ହକି ଡେଭଲନମେଂଟ ପ୍ରୋଗ୍ରାମ ମାଧ୍ୟମରେ ୧୪ ଓ ୧୭ ବର୍ଷରୁ କମ୍ ପୁରୁଷ ଓ ମହିଳା ଟିମ କୁଆଲାଲୁମ୍ପୁର ଯିବେ । ନଭେମ୍ବର ୨୬ରୁ ଡିସେମ୍ବର ୩ ପର୍ଯ୍ୟନ୍ତ ଏହି…

ମଡର୍ଣ୍ଣ ନାଷ୍ଟ୍ରେଡମସଙ୍କ ଭବିଷ୍ୟବାଣୀ…ଏହି ଟିମ ଜିତିବ ଫିଫା ବିଶ୍ୱକପ

ଦୋହା: କାତାରରେ ଚାଲିଥିବା ଫିଫା ବିଶ୍ୱକପ ଧିରେ ଧିରେ ତାର ରୋମାଂଚ ଭରିବା ଆରମ୍ଭ କରିଦେଇଛି । ଏପରିକି ଗ୍ରୁପ ପର୍ଯ୍ୟାୟରେ ସାଉଦି ଆରବ ୨-୧ ଗୋଲରେ ଆର୍ଜେଂଟିନା ହରାଇ ଦେଇ ବିପର୍ଯ୍ୟୟ ସୃଷ୍ଟି କରିଛି । ତେବେ ଇତି ମଧ୍ୟରେ ମଡର୍ଣ୍ଣ ନାଷ୍ଟ୍ରେଡମସ ଭାବେ ପରିଚିତ ଏଥୋସ ସେଲୋମ ୨୦୨୨ ଫିଫା…

କାମ ଆରମ୍ଭରୁ NRLର ମନମାନି, ତାତିଲେ ବସ୍ତି ବାସିନ୍ଦା

ପାରାଦୀପ: ନୁମାଲିଗଡ଼ ରିଫାଇନାରୀ ଲିମିଟେଡର ମନମାନି । ଜନସ୍ୱାର୍ଥକୁ ଅଣଦେଖା କରି ନିର୍ମାଣ କାର୍ଯ୍ୟ କରୁଛି କମ୍ପାନୀ । ପୋତି ହୋଇ ଗଲାଣି ଷଣ୍ଢକୁଦ ବସ୍ତିର ନାଳ । କମି କମି ଆସୁଛି ଭୂତଳ ଜଳସ୍ତର । ଏନ୍ଆରଏଲ୍ କମ୍ପାନୀ ନିର୍ମାଣ ଆରମ୍ଭ ବେଳେ ପାରାଦୀପ ଷଣ୍ଢକୁଦ ବସ୍ତି ବାସିନ୍ଦାଙ୍କୁ…

ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣା : ସିବିଆଇ

ମୁମ୍ବାଇ: ଦିଶା ସାଲିଆନ ମୃତ୍ୟୁ ମାମଲାରେ ଆଜି ସିବିଆଇ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୟାନ ଜାରୀ କରାଯାଇଛି । ଦିଶାଙ୍କ ମୃତ୍ୟୁ ଏକ ଦୁର୍ଘଟଣାଜନିତ । ମଦ୍ୟପାନ ଯୋଗୁ ନିଶାଗ୍ରସ୍ତ ଅବସ୍ଥାରେ ସେ ଭାରସମ୍ୟ ହରାଇ ୧୨ତମ ମହଲାରୁ ଖସି ପଡିବାରୁ ତାଙ୍କ ମୃତ୍ୟୁ ଘଟିଥିଲା ବୋଲି ସିବିଆଇ କହିଛି ।…