Latest Odisha News

BREAKING NEWS

ଖେଳ ପରେ ଷ୍ଟାଡିୟମ ସଫା କଲେ ଜାପାନୀ ଦର୍ଶକ, ବିହ୍ୱଳ ହେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ:  ଆରମ୍ଭ ହୋଇ ଯାଇଛି ଫିଫା ବିଶ୍ୱକପ  ।  ନଭେମ୍ବର ୨୦ରେ ଆରମ୍ଭ ହୋଇଛି ଫୁଟବଲ ମହାକୁମ୍ଭ । ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଚାଲିଥିଲା ଖେଳ । ଖେଳରେ କିଏ ହାରିଲା, କିଏ ଜିତିଲା ସେ ବିଷୟରେ ଆମେ କହିବାକୁ ଚାହୁଁନୁ । ଆମେ ଏଠି ବିଶ୍ୱକପର ଏକ ଦୃଶ୍ୟ ସମ୍ପର୍କରେ କହିବାକୁ…

ୱାଲମାର୍ଟ ଷ୍ଟୋରରେ ଗୁଳିକାଣ୍ଡ, ୧୦ ମୃତ

ନ୍ୟୁୟର୍କ: ଆମେରିକା ଭର୍ଜିନିଆର ଚେସାପିକ୍ ସ୍ଥିତ ଓ୍ୱାଲମାର୍ଟ ଷ୍ଟୋରରେ ଜଣେ ଅଜ୍ଞାତ ବ୍ୟକ୍ତି ଅତର୍କିତ ଗୁଳିମାଡ କରିଛନ୍ତି । ଏହି ଗୁଳିକାଣ୍ଡରେ  ୧୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଗୁରୁତର ହୋଇଛନ୍ତି । ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାଟି…

ରାଗିଗଲେ ବିଧାୟକ, ସରକାରୀ କର୍ମଚାରୀଙ୍କ କଲର ଧରି ଟାଣିଲେ

ହାଇଦ୍ରାବାଦ:  ବିଧାୟକଙ୍କ ଆସିବାର ଥିଲା । କିନ୍ତୁ ଆସିବା ପୂର୍ବରୁ ସ୍କୁଲ ଉଦଘାଟନ କରିଦେଲେ ଅଧିକାରୀ । ବାସ୍, ରାଗିଗଲେ ବିଧାୟକ । ଆଉ ତା’ ପରେ ଯାହା ହେଲା... । ସିଧା ସରକାରୀ କର୍ମଚାରୀଙ୍କ କଲର ଧରି ଟାଣି ଆଣିଲେ ବିଧାୟକ ।   ସେତିକି ନୁହେଁ, ମୁହଁକୁ ଯାହା ଆସିଲା  ତା ଗାଳି  ଦେଇ…

ଶ୍ୱଶୂର ଘରେ ଜ୍ୱାଇଁର ଛୁରାମାଡ଼, ସ୍ତ୍ରୀ ସହ ୪ ଆହତ

ଝାରସୁଗୁଡ଼ା: ଭଲ ପାଇ ବାହା ହୋଇଥିଲା ଝିଅ । ଜ୍ୱାଇଁ ସହ ଝଗଡ଼ା ପରେ ହସଖୁସିର ସଂସାରରେ ଯେମିତି ଲାଗି ଯାଇଥିଲା କାହାର ଅଶୁଭ ନଜର । ଝଗଡ଼ା ପରେ ଝିଅ ଚାଲି ଆସିଥିଲା ବାପଘରକୁ । ଆଉ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି କୁନି ଝିଅକୁ ପାଖରେ ରଖିଥିଲା । ବେଳେ ବେଳେ ଶ୍ୱଶୁର ଘରକୁ ଆସି ସ୍ତ୍ରୀ ସହ…

ବଜ୍ରକାପ୍ତା ବିକ୍ରି ନେଇ NH କଡ଼ରେ ଚାଲିଥିଲା ଡିଲ୍, ମାଡ଼ି ବସିଲା STF

ଭୁବନେଶ୍ୱର: ଜାତୀୟ ରାଜପଥ ୧୬ କଡ଼ରୁ ଡିଲ୍ ବେଳେ ଜବତ ହେଲା ବଜ୍ରକାପ୍ତା । ବୁଧବାର ସକାଳେ ଏସଟିଏଫ୍ ଓ ବନ କର୍ମଚାରୀ ମିଳିତ ଭାବେ ଚଢ଼ାଉ କରି ଏକ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଛନ୍ତି । ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ବଜ୍ରକାପ୍ତା ବିକ୍ରି ନେଇ ଡିଲ୍ ଚାଲିଥିବା…

‘ପ୍ରତୀକ୍ଷା’ର ହିନ୍ଦୀ ରିମେକ କରିବେ ଅନୁପମ ଖେର, ବାପା ଭୂମିକାରେ ଅଭିନୟ ବି କରିବେ

ସାରା ଦେଶରେ ‘ପ୍ରତୀକ୍ଷା’ର ଚର୍ଚ୍ଚା । ଓଡ଼ିଆ ଫିଲ୍ମ ପ୍ରତୀକ୍ଷା ୫୩ ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଭାରତୀୟ ପାନୋରାମା ବିଭାଗରେ ସ୍ଥାନ ପାଇ ପ୍ରଶଂସା ସାଉଁଟିଛି । ଏବେ ପ୍ରତୀକ୍ଷା ପାଇଁ ଆଉ ଏକ ଖୁସି ଖବର । ହିନ୍ଦୀରେ ରିମେକ ହେବ ପ୍ରତୀକ୍ଷା । ବଲିଉଡର ପ୍ରଖ୍ୟାତ…

ଜୁହୁରେ ଭଡା ରହିବେ ବିରୁଷ୍କା

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଜୁହୁରେ ଭଡା ଘରେ ରହିବେ । ରିପୋର୍ଟ ମୁତାବକ ବିରୁଷ୍କା ଜୁହୁରେ ଏକ ୧୬୫୦ ସ୍କ୍ୱାୟରଫୁଟ ଘରକୁ ପ୍ରତି ମାସ ପିଛା ୨.୭୬ ଲକ୍ଷ ଟଙ୍କା ଭଡା ଦେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ଏହି ଘର…

ୟୁରିକ ଏସିଡ୍ କମାଇବାର ଘରୋଇ ଉପଚାର: ଆପଣାନ୍ତୁ ଏହି ୫ଟି ଉପାୟ

ଭୁୂବନେଶ୍ୱର:  ବ୍ୟସ୍ତ ବହୁଳ ଜୀବନରେ ଶାରୀରିକ ସୁସ୍ଥତାକୁ ଆମେ ଅନେକ ସମୟରେ ନଜରଅନ୍ଦାଜ କରିଦେଇ ଥାଉ । ପରେ ଏଇ ସାମାନ୍ୟ ତ୍ରୁଟି ପାଇଁ ବଡ ଧରଣର ଅସୁବିଧାକୁ ସାମ୍ନା କରିଥାଉ । ଅନେକ ଶାରୀରିକ ସମସ୍ୟାକୁ ଆମେ ଘରୋଇ ଉପାୟରେ ସମାଧାନ କରିପାରିବା । ହେଲେ ଆମେ ଏହାକୁ ଗୁରୁତ୍ୱ ଦେଇ ନ ଥାଉ…

ଟ୍ୱିଟର, ଆମାଜନ, ମେଟା ପରେ ଗୁଗୁଲର ପାଳି; ବିଦା ହେବେ ୧୦ ହଜାର କର୍ମଚାରୀ

ଗୋଟିଏ ପରେ ଗୋଟିଏ ବଡ ବଡ କମ୍ପାନୀ ତାର କର୍ମଚାରୀ ମାନଙ୍କୁ ବହାର କରିବାରେ ଲାଗିଛି । ଏବଂ ସେହି ତାଲିକାରେ ଏବେ ଗୁଗୁଲ ମଧ୍ୟ ସାମିଲ ହେବାକୁ ଯାଉଛି । ଗୁଗୁଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ତାର ୧୦ ହଜାର କର୍ମଚାରୀଙ୍କୁ ବାହାର କରିବା ପାଇଁ ପ୍ରସ୍ତୁତି କରୁଛି । ଟ୍ୱିଟର, ମେଟା, ଆମାଜନ…

ବାଇକ ଉପରେ ମାଡ଼ିଗଲା ବସ୍‌, ସ୍ତ୍ରୀ ମୃତ ସ୍ବାମୀ ଗୁରୁତର

ସୁବର୍ଣ୍ଣପୁର : ଦେବାଳୟ ଯିବା ବାଟରେ ଅଘଟଣ  । ଗତରକେଲା ଶିବମନ୍ଦିରକୁ ଯାଉଥିଲେ ସ୍ବାମୀ ସ୍ତ୍ରୀ ହଠାତ୍‌ ସାମ୍ମାରୁ ମାଡ଼ି ଆସିଲା ବସ୍‌ । ବସ୍‌ ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ  । ଏହି ଦୃଶ୍ୟ କଲାପଥର ଛକ ନିକଟରେ ଦେଖିବାକୁ ମିଳିଛି  । ସୂଚନା ଅନୁଯାୟୀ, ଉଭୟ ସ୍ବାମୀ ସ୍ତ୍ରୀ ନିଜ…