Latest Odisha News

BREAKING NEWS

ଉତର କୋରିଆ-ଦକ୍ଷିଣ କୋରିଆ ବିବାଦ ଚରମ ସୀମାରେ, ଜାପାନରେ ଜାରୀ ହେଲା ଆଲର୍ଟ

ଟୋକିଓ: ରୁଷ-ୟୁକ୍ରେନ ପରେ ଏବେ ଉତର କୋରିଆ ଓ ଦକ୍ଷିଣ କୋରିଆ ବିବାଦ ତୀବ୍ର ରୂପ ନେଇଛି । ଏପରିକି ଏହି ଅଶାନ୍ତି ଯୁଦ୍ଧର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦେଖି ଜାପାନ ମଧ୍ୟ ତାର କେତେକ ଅଂଚଳରେ ଆଲର୍ଟ ଜାରୀ କରିଛି । ୨ ଦିନ ତଳେ ଉତର କୋରିଆ ବିବାଦୀୟ ଅଂଚଳ ନିକଟରେ ୨୩…

ଧନୁଯାତ୍ରାରେ କଂସ ଭୂମିକା ପାଇଁ ଆବେଦନ କରିଛନ୍ତି ୬୦ଜଣ କଳାକାର

ବରଗଡ଼ : ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼। କଂସ ହେବାକୁ ଆବେଦନ କରିଛନ୍ତି ୬୦ ଜଣ କଳାକାର। କୋଭିଡ ଯୋଗୁଁ ୨ ବର୍ଷ ଧରି ଧନୁଯାତ୍ରା ବନ୍ଦ ରହିଥିବା ବେଳେ ଚଳିତ ବର୍ଷ ଧନୁଯାତ୍ରା ହେବା ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ଦର୍ଶକ। ଏହି ଧନୁଯାତ୍ରାରେ ମୁଖ୍ୟ ଆର୍କଷଣ କଂସର…

ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୨ କର୍ମଚାରୀ

ଲକ୍ଷ୍ନୌ: ହୋଟେଲର ଷ୍ଟୋରରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲେ ୨ କର୍ମଚାରୀ । ଉତ୍ତରପ୍ରଦେଶର ମଥୁରାର ବୃନ୍ଦାବନ ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଏହି ଅଗ୍ନିକାଣ୍ଡ ଘଟିଛି। ଆଜି ସକାଳୁ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଏହି ଅଗ୍ନିକାଣ୍ଡରେ ହୋଟେଲର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ…

ରାଜଭବନରୁ ୩ଟି ଚନ୍ଦନ ଗଛ ଚୋରି  

ଭୁବନେଶ୍ବର : ରାଜଭବନ ପରିସରରୁ ୩ଟି ବୃହତ ଚନ୍ଦନ ଗଛ ଚୋରି ହୋଇଯାଇଛି। ଏହି ଗଛର ମୂଲ୍ୟ ୫୦ ଲକ୍ଷ ଟଙ୍କାରୁ ଅଧିକ ହେବ। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଚୋରୀ କିପରି ହେଲା ତାହା ଏବେ ସନ୍ଦେହ ଘେରରେ। ଏନେଇ ରାଜଭବନର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଅନୁଯାୟୀ…

ଅନୁବାଦ କବିତା : ବିରହ

ମୂଳ ରଚନା: ବୁଦ୍ଧଦେବ ବସୁ  ଭ୍ରମର, ଏ ଭ୍ରମର ଏତେ ଗୁଣୁ ଗୁଣୁ କାହିଁକି କରୁଛ ! ଘର ଭିତରେ ସଙ୍ଗୀତର ନିଆଁ ଲଗେଇ ଦେଉଛ ଭଗବାନ କରନ୍ତୁ ତୋ ଅଳି ନହେଉ ବ୍ୟର୍ଥ । ଭ୍ରମର, ଏ ଭ୍ରମର ତୁ ଟିକେ ତୋ ରାଗିଣୀ ବନ୍ଦ କର ମୋ ଛାତି ଭିତରେ ବାଜି ଉଠୁଛି ଆଉ ଜଣଙ୍କର ସ୍ଵର, ତୋ ପରି ସେ ବି…

ମୋହ

ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’ ମୋହର ଅନ୍ୟ ନାମ ଅଜ୍ଞତା । ସଂସାରରେ ଅନେକ ଲୋକ ମୋହରେ ଅନ୍ଧପୁଟୁଳି ବାନ୍ଧିଦିଅନ୍ତି । ଯେପରି ବିଜୁଳିକୁ ଛୁଇଁବା ଦ୍ବାରା ଆଘାତ ଲାଗେ ବା ଦୂରକୁ ଫିଙ୍ଗି ଦିଏ । ସେହିପରି ମୋହ ହେତୁ କ୍ରୋଧ ତାକୁ ହତ୍ୟା କରେ ଏବଂ ଅନ୍ୟଟି ନିରାଶା…

କବିତା : ଆଖି ମୋ ସାକ୍ଷୀ

ରାଜ କିଶୋର ନାୟକ  ମୋ ମନ ଆକାଶେ ବନ୍ଧ୍ୟା ତାରା ତୁମେ ଉଜୁଡା ନୀଡର ପକ୍ଷୀ ଫଟା ବଇଁଶୀର ବେସୁରା ରାଗିଣୀ ସାକ୍ଷୀ ମୋ ଦୁଇଟି ଆଖି ।। ଦଦରା ନାଆରେ ଦରୋଟି ନାଉରୀ ତୁମେ ମୋତେ କରିଦେଲ ଉନ୍ମାଦନା ଥିଲା ମନ ଶରୀରରେ ବିଜନତା ଭରିଦେଲ । କଳ କଳ ମନ ଝରଣା ଶୁଖାଇବାକୁ ସାଥି କଲ…

ପୁରୀରେ ଉଦଘାଟିତ ହେଲା ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ

ପୁରୀ: ପୁରୀର ଗାନ୍ଧୀ ସ୍ମୃତି ପୀଠରେ ଆଜି ଶହୀଦ ଜୟୀ ରାଜଗୁରୁଙ୍କ ଜୟନ୍ତୀ ପାଳନ କରାଯାଇଛି । ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେଶନ ଓଡିଶା ଚ୍ୟାପ୍ଟରର ଉଦଘାଟନ କରାଯାଇଥିଲା । ଶହୀଦ ଜୟୀ ରାଜଗୁରୁ ଫାଉଣ୍ଡେସନ ନୂଆଦିଲ୍ଲୀ ଓ ସର୍ବୋଦୟ ମେଳା କମିଟି ପୁରୀର ମିଳିତ ସହଯୋଗରେ ଏହାକୁ…

ୟୁକ୍ରେନକୁ ସହଯୋଗ କରି ପାକିସ୍ତାନ ସାଜିଛି ରୁଷର ଶତ୍ରୁ

ମସ୍କୋ: ୟୁକ୍ରେନକୁ ସହଯୋଗ କରିବା ନେଇ ପାକିସ୍ତାନ ଉପରେ ରୁଷ ଅସନ୍ତୁଷ୍ଟ ଅଛି । ଏ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ଏପରିକି ୟୁକ୍ରେନକୁ ପରମାଣୁ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ପାକିସ୍ତାନ ସହଯୋଗ କରୁଛି ବୋଲି ରୁଷର ସାଂସଦ ଇଗୋର ମୋରାଜୋଭ ମରାତ୍ମକ ଅଭିଯୋଗ ଆଣିଛନ୍ତି ।…

କୋହଲି ଭାଙ୍ଗିଲେ ରେକର୍ଡ, ଶୀର୍ଷରେ ସୂର୍ଯ୍ୟକୁମାର

ଆଡିଲେଡ: ଆଜି ଟି୨୦ ବିଶ୍ୱକପରେ ଭାରତ ପାଇଁ ସବୁ କିଛି ଭଲ ହୋଇଛି କହିଲେ ଭୁଲ ହେବନି । ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଥିବା ବେଳେ ବିରାଟ କୋହଲି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି୨୦ର‌୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି…