Latest Odisha News

BREAKING NEWS

କୋହଲି ଭାଙ୍ଗିଲେ ରେକର୍ଡ, ଶୀର୍ଷରେ ସୂର୍ଯ୍ୟକୁମାର

ଆଡିଲେଡ: ଆଜି ଟି୨୦ ବିଶ୍ୱକପରେ ଭାରତ ପାଇଁ ସବୁ କିଛି ଭଲ ହୋଇଛି କହିଲେ ଭୁଲ ହେବନି । ବାଂଲାଦେଶକୁ ହରାଇ ସେମିଫାଇନାଲର ନିକଟତର ହୋଇଥିବା ବେଳେ ବିରାଟ କୋହଲି ଏକ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେହିପରି ଟି୨୦ର‌୍ୟାଙ୍କିଙ୍ଗରେ ସୂର୍ଯ୍ୟକୁମାର ଯାଦବ ଶୀର୍ଷ ସ୍ଥାନ ହାସଲ କରିଛନ୍ତି…

ଚିହ୍ନି ପାରିବେ କି ଏହି ଫଟୋ କାହାର ?

ନୂଆଦିଲ୍ଲୀ: ନିକଟରେ ଆମର ଏକ ଅତି ପ୍ରିୟ ଜୀବର କ୍ଲୋଜ ଅପ ଫଟୋ ସମ୍ମୁଖକୁ ଆସିଛି । ଏହି ଫଟୋ ହରର ଫିଲ୍ମର ଦୃଶ୍ୟ ପରି ଲାଗୁଛି । ତେବେ ଏଥିପାଇଁ ଲିଥୁୟାନିୟାର ଫଟୋଗ୍ରାଫର ୟୁଜିନିୟସ କ୍ୱାଲିୟାଉସ୍କାନଙ୍କୁ ୨୦୨୨ ନିକନ ସ୍ମଲ ୱାର୍ଲ୍ଡ ଫଟୋ ମାଇକ୍ରୋଗ୍ରାଫି ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ…

ପୁଣି ଚମକିଲେ କିଙ୍ଗ କୋହଲି, ବାଂଲାଦେଶକୁ ହରାଇ ସେମିର ନିକଟତର ହେଲା ଭାରତ

ଆଡିଲେଡ: ଏଠାରେ ଅନୁଷ୍ଠିତ ଏକ ରୋମାଂଚକ ମୁକାବିଲାରେ ଭାରତ ୫ ରନରେ ବାଂଲାଦେଶକୁ ପରାସ୍ତ କରିଛି । ଏଥିସହ ଭାରତ ସେମିର ନିକଟତର ହୋଇଛି । କିଛି ଅବିଶ୍ୱସନୀୟ ଘଟଣା ନ ଘଟିଲେ ଭାରତ ସେମିରେ ପ୍ରବେଶ କରିବ । ବର୍ଷା ଯୋଗୁ ଏହି ମ୍ୟାଚରେ ଡକ୍ୱୱର୍ଥ ଲୁଇସ ନିୟମ ଲାଗୁ କରାଯାଇଥିଲା । ଭାରତ…

କ୍ରୋମ ପରିବହନକୁ ନେଇ ବିବାଦ, ଆନ୍ଦୋଳନକୁ ଓହ୍ଲାଇଲା ଟ୍ରକ୍ ମାଲିକ ସଂଘ

ଯାଜପୁର: କାଳିଆପାଣି ଖଣି ଅଞ୍ଚଳରେ କ୍ରୋମ ପରିବହନକୁ ନେଇ ବିବାଦ ଦେଖା ଦେଇଛି । ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ଅଞ୍ଚଳର ଟ୍ରକ୍ ମାଲିକ ସଂଘ । କ୍ରୋମ ପରିବହନରେ ଅନିୟମିତତା ଓ କ୍ରୋମ ପରିବହନ ନେଇ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଥିବା ଅଭିଯୋଗ…

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛାତ୍ରଙ୍କ ଜୀବନ

କେନ୍ଦ୍ରାପଡ଼ା : ବିଦ୍ୟୁତ ତାର ଲାଗି ଛାତ୍ରଙ୍କ ମୃତ୍ୟୁ ଘଟିଛି । ଏଭଳି ଛାତି ଥରା ଘଟଣା ମାର୍ଶାଘାଇ ବଜାର ଜୁଣ ଛକରେ ଦେଖିବାକୁ ମିଳିଥିଲା। ମୃତ ଯୁବକ ଜଣକ ହେଲେ ମାର୍ଶାଘାଇ ଥାନା ଅନ୍ତର୍ଗତ କରମକୂଳ ଗାଁର ଦେବୀ ପ୍ରସାଦ ଦାସ ( ଓରଫ ଚିକୁ)  । ଦେବୀ ମାର୍ଶାଘାଇ ସ୍ଥିତ ଏକ ଘରୋଇ ଗାଇଡ଼…

ନେଦରଲାଣ୍ଡ ନିକଟରୁ ହାରି ବିଶ୍ୱକପରୁ ବିଦାୟ ନେଲା ଜିମ୍ବାୱେ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ୱକପ କ୍ରିକେଟରେ ନେଦରଲାଣ୍ଡ ନିକଟରୁ ହାରି ଜିମ୍ବାୱେ ଟୁର୍ଣ୍ଣାମେଂଟରୁ ବାଦ ପଡିଛି । ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୯.୨ ଓଭରରେ ୧୧୭ ରନ କରି ଅଲଆଉଟ ହୋଇ ଯାଇଥିଲା । ସିକନ୍ଦର ରାଜା ୪୦ ରନ କରିଥିଲେ । ୯ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ…

ଅଁଳା ନବମୀ

ଆଜି ଅଁଳା ନବମୀ । ଔଷଧୀୟ ଗୁଣରେ ପରିପୂର୍ଣ୍ଣ ଅଁଳା ଗଛକୁ ପୂଜା କରିବାର ବିଧି ରହିଛି। ପୁରାଣ ବର୍ଣ୍ଣିତ କଥା ଅନୁସାରେ ଏକଦା ମାତା ଲଷ୍ମୀ କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ପୃଥିବୀ ଭ୍ରମଣରେ ଆସିଥିଲେ। ପୃଥିବୀ ପୃଷ୍ଠରେ ଅବତରଣ କଲାପରେ ମାତା ଲକ୍ଷ୍ମୀଙ୍କର ଭଗବାନ ବିଷ୍ଣୁ ଓ…

ଚଟୁମାରୀ ଡକାୟତି ଓ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ, ଚୋରି ସୁନା ଜବତ

ଯାଜପୁର : ଚଟୁମାରୀ ଗାଁରେ ହୋଇଥିବା ଡକାୟତି ଓ ହତ୍ୟା ମାମଲାରେ ୩ଜଣଙ୍କୁ ଗିରଫ କରିଛି ପୋଲିସ । ଗତ ମାସ ୨୬ତାରିଖ ବିଳମ୍ବିତ ରାତିରେ ବରୀ ଥାନା ଅନ୍ତର୍ଗତ ଭଅଁରା ପଞ୍ଚାୟତ ଚଟୁମାରୀ ଗାଁରେ ଡକାୟତି ହୋଇଥିଲା । ସେହି ସମୟରେ ଡ଼କାୟତ ମାନଙ୍କ ଆକ୍ରମଣରେ ବିଶ୍ୱରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।…

ରାଜଧାନୀରୁ ଲକ୍ଷେ ଟଙ୍କାର ହେରୋଇନ୍ ଜବତ, ଇଞ୍ଜିନିୟରିଂ ଛାତ୍ରଙ୍କ ସହ ୭ ଗିରଫ

ଭୁବନେଶ୍ୱର: ନିଶା କବଳରେ ରାଜଧାନୀର ଯୁବପିଢ଼ି । ଚନ୍ଦ୍ରଶେଖରପୁର ଅଞ୍ଚଳରୁ ପୋଲିସ ଜଣେ ବି.ଟେକ୍ ଛାତ୍ରଙ୍କ ସହ ୭ ଜଣଙ୍କୁ ହେରୋଇନ୍ ସେବନ ଅଭିଯୋଗରେ ଗିରଫ କରିଛି । ସୂଚନା ଅନୁସାରେ, ଗିରଫଙ୍କୁ ଏକ ଘରୋଇ ହସ୍ପିଟାଲ୍ ନିକଟରେ ଥିବା ନିଛାଟିଆ ସ୍ଥାନରୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ…

ଇଟା ଭାଟିରେ ଜଳିଗଲା ପୁଅର ଗୋଡ଼, ଅନ୍ଧୁଣି ମା’କୁ ପୋଷିବ କିଏ ?

କାମାକ୍ଷାନଗର : ଅନ୍ଧୁଣି ମା‘ର ସାହାରା ଥିଲା ୧୪ ବର୍ଷର ପୁଅ। ମା’ ମୁହଁରେ ଆହାର ମୁଠାଏ ଦେବାକୁ ଯାଇ ମୃତ୍ୟୁ ମୁଖରେ ପଡ଼ିଛି ପୁଅ । ଇଟା ଭାଟିରେ କାମ କରିବାକୁ ଯାଇଥିଲା ନାବାଳକ ପୁଅ । ମାତ୍ର ସାମାନ୍ୟ ଅସାବଧାନତା ଯୋଗୁଁ ପୁଅର ଦୁଇଟି ଯାକ ଗୋଡ଼ ଜଳିଗଲା । ଗୁରୁତର ଅବସ୍ଥାରେ…