Latest Odisha News

BREAKING NEWS

ଆର ପାରିରେ ଛେଲେ ଶୋ ଫିଲ୍ମର ଶିଶୁ କଳାକାର ରାହୁଲ

ମୁମ୍ବାଇ: ଓସ୍କାର ପୁରସ୍କାର ପାଇଁ ଯାଇଥିବା ଭାରତୀୟ ଫିଲ୍ମ ଛେଲେ ଶୋର ଶିଶୁ କଳାକାର ରାହୁଲ କୋଲୀ ଆଉ ନାହାନ୍ତି । ୧୫ ବର୍ଷୀୟ ରାହୁଲ ଦୀର୍ଘ ଦିନ ଧରି କର୍କଟ ରୋଗରେ ଆକ୍ରାନ୍ତ ଥିଲେ । ଫିଲ୍ମ ଶୁଟିଂ ବେଳେ ତାଙ୍କୁ କ୍ୟାନସର ହୋଇଥିବା ଜଣା ପଡିଥିଲା । ଫିଲ୍ମ ରିଲିଜ ହେବା ପୂର୍ବରୁ ତାଙ୍କ…

ନୂଆ ନିୟମ ଜାରି କଲା ବିଏମସି, ନମାନିଲେ ଦେବେ ଜୋରିମାନା

ଭୁବନେଶ୍ୱର: ଭୁବନେଶ୍ୱରକୁ ସ୍ବଚ୍ଛ ରଖିବା ନିମନ୍ତେ ଭୁବନେଶ୍ବର ମହାନଗର ନିଗମ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛି। ଘର ବାହାରେ ୫ ମିଟର ପର୍ଯ୍ୟନ୍ତ ସଫା ନରଖିଲେ ଜୋରିମାନା ଦେବାକୁ ହେବ ବୋଲି ପୂର୍ବରୁ କହିଥିଲା ବିଏମସି। ଏବେ ଏହି ଧାରାରେ ଏଣିକି ଘର ବାହାରେ ଦୁଇଟି ଡଷ୍ଟବିନ୍ ବା…

ପାକିସ୍ତାନରେ ଆତଙ୍କବାଦୀଙ୍କ ରାସ୍ତା ଅବରୋଧ, ଜେଲରେ ଥିବା ସାଥୀଙ୍କୁ ମୁକ୍ତ କରିବାକୁ ଦାବି

ଇସଲାମାବାଦ: ଏବେ ବି ଆତଙ୍କବାଦୀଙ୍କ କବଜାରେ ଅଛନ୍ତି ପାକିସ୍ତାନ ମନ୍ତ୍ରୀ ଓ ପର୍ଯ୍ୟଟକ। ଆତଙ୍କବାଦୀମାନେ ରାସ୍ତାରୁ ମନ୍ତ୍ରୀ ଓ ପର୍ଯ୍ୟଟକଙ୍କୁ ଉଠାଇ ନେବା ସହ ଜେଲରେ ବନ୍ଦି ଥିବା ସାଥୀ ଆତଙ୍କବାଦୀଙ୍କୁ ମୁକ୍ତ କରିବାକୁ ଦାବି କରିଥିଲେ। ସେପଟେ ମନ୍ତ୍ରୀ ଏବଂ ପର୍ଯ୍ୟଟକଙ୍କୁ ଛଡେଇ…

ସନେଟ : ଦାଦନ ଦାନବ

ମାନସ ରଞ୍ଜନ ନାୟକ ଘର୍ଘର ନାଦରେ ଅଗ୍ରସର ପ୍ରଗତିର ନନ୍ଦୀଘୋଷ ପତିତ ଉଦ୍ଧାର ପ୍ରାୟେ ମୋକ୍ଷପାଏ ଭୋକଶୋଷ ଭକତ ସାନ୍ନିଧ୍ୟରେ ଜଗା ବଡଦାଣ୍ଡେ ଧୂଳିଧୂସର ଭିଟାମାଟି ବଦଳରେ ଦାଦନର ଚାବୁକ୍ ପ୍ରହାର । ବିଜ୍ଞାନର ଆସ୍ଫର୍ଦ୍ଧାରେ ଫଳପ୍ରଦ ଚନ୍ଦ୍ରମା ବିଜୟ ଉଦର ଜ୍ବାଳାରେ ମୁଣ୍ଡ…

ସୁର ଦାଶ, ଦେବାନନ୍ଦ, ରବି ନାରାୟଣଙ୍କୁ ବିଜେଡିର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ

ପୁରୀ: ବିଜୁ ଜନତା ଦଳ ପକ୍ଷରୁ ଆଜି ପୁରୀ ସହରର ସମସ୍ତ ୱାର୍ଡର ଦଳୀୟ କାର୍ଯ୍ୟକ୍ରମକୁ ତଦାରଖ କରିବା ପାଇଁ ୩ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ହେଲେ ସୁରେନ୍ଦ୍ର ନାଥ ଦାଶ, ଦେବାନନ୍ଦ ଦାସ ମହାପାତ୍ର ଓ ରବି ନାରାୟଣ ସାମନ୍ତରାୟ । ଜିଲ୍ଲା ବିଜେଡି ସଭାପତି…

ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଗାଙ୍ଗୁଲିଙ୍କ ଭବିଷ୍ୟତ ନେଇ ହେବ ଆଲୋଚନା

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଅଧ୍ୟକ୍ଷ ନେଇ ଆଲୋଚନା ଜୋର ଧରିଛି । ରିପୋର୍ଟ ମୁତାବକ ବର୍ତମାନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ । ତାଙ୍କ ସ୍ଥାନରେ ପୂର୍ବତନ ମହାନ ଖେଳାଳି ରୋଜର ବିନ୍ନୀଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇପାରେ । ବିସିସିଆଇର…

ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଓ ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଲାଗି ରହିବ ବର୍ଷା ଓ ବଜ୍ରପାତ । ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଏବଂ ତତସଂଲଗ୍ନ ଉତ୍ତର ଶ୍ରୀଲଙ୍କା ଉପକୂଳ ଉପରେ ଘୂର୍ଣ୍ଣିବଳୟ ରହିଛି । ପ୍ରଭାବରେ ରାଜ୍ୟରେ ୧୩ ତାରିଖ ଯାଏ ବଜ୍ରପାତ ଓ ଘଡ଼ଘଡ଼ି ଲାଗି ରହିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର…

ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ

ସୁବର୍ଣ୍ଣପୁର : ହରଡଖୋଲ ଗାଁ ମହାଖଳା ପୂଜା ଅବସରରେ ମେଣ୍ଢା ଲଢେଇ ଆୟୋଜିତ ହୋଇଥିଲା   । ଯେଉଁଥିରେ ଭାଗ ନେଇଥିଲେ ଆଖପାଖ ଗାଁ ଗୁଡିକର ପ୍ରାୟ ଦୁଇଶହ ମେଣ୍ଢା ।ମ୍ୟାଚ ମଇଦାନରେ ଫବସି ଗାଁର ମେଣ୍ଢା କୁ ସାମାନା କରିଥିଲା ବାଲଜୁରୀ ଗାଁର ମେଣ୍ଢା । ମେଣ୍ଢା ଲଢେଇକୁ ନେଇ ଦେଖଣାହାରୀଙ୍କ ଭିତରେ…

ଏସିଆ କପ ମହିଳା କ୍ରିକେଟ: ଥାଇଲାଣ୍ଡ ବିପକ୍ଷରେ ଭାରତର ବୃହତ ବିଜୟ

ସିଲହଟ: ଚଳିତ ଏସିଆ କପ ମହିଳା କ୍ରିକେଟରେ ଭାରତର ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ରାଉଣ୍ଡ ରବିନ ଷ୍ଟେଜର ଅନ୍ତିମ ମ୍ୟାଚରେ ଥାଇଲାଣ୍ଡ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ସେମିଫାଇନାଲରେ ପ୍ରବେଶ କରି ସାରିଥିବା ଭାରତ ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ଥାଇଲାଣ୍ଡ…

ବର୍ଜ୍ୟ ପାଇଁ ବିଏମସି କଠୋର, ଏଣେତେଣେ ଫିଙ୍ଗିଲେ ଗଣିବେ ତଣ୍ଡ

ଭୁବନେଶ୍ୱର: ରାଜଧାନୀକୁ ସ୍ୱଚ୍ଛ ସହ ସରସ ସୁନ୍ଦର କରିବାକୁ ଅଣ୍ଟା ଭିଡ଼ିଛି ଭୁବନେଶ୍ୱର ମହାନଗର ନିଗମ । ବିଏମସିର ପ୍ରତି ୱାର୍ଡରେ ଅଳିଆ ଗାଡ଼ି ବୁଲୁଥିବା ବେଳେ ହାଟ, ମାର୍କେଟର ସ୍ୱଚ୍ଛତା ପରଖିଛନ୍ତି ଅଧିକାରୀ । ୟୁନିଟ୍-୧ ହାଟରେ ଥିବା ବିଭିନ୍ନ ଦୋକାନ ବିଏମସିର ଗାଇଡଲାଇନ୍ ମାନୁ…