Latest Odisha News

BREAKING NEWS

ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ଧାରଣା ଦେଲେ ଛାତ୍ରଛାତ୍ରୀ

କାମାକ୍ଷାନଗର: ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ କୁନ୍ଦନଦେଇପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକ ସାମ୍ନାରେ ଧାରଣାରେ ବସିଛନ୍ତି ଶତାଧିକ ଛାତ୍ରଛାତ୍ରୀ…

ଅର୍ଚ୍ଚନା ନାଗ ‘ହନିଟ୍ରାପ’ରେ ବିଜେଡି-ବିଜେପି ନେତା, ହଲଚଲ ହେଲା ରାଜନୀତି

ଭୁବନେଶ୍ୱର: ବୋଧହୁଏ ଓଡିଶାରେ ପ୍ରଥମ! ଜଣେ ପାଖାପାଖି ୩୦ ବର୍ଷୀୟ ଯୁବତୀର ଜାଲରେ ଫସିଛନ୍ତି ନେତା, ବାବୁ ଏବଂ ବ୍ୟବସାୟୀ। ଆଉ ଯୁବତୀଙ୍କ ମାୟାଜାଲ ଏତେ ଅଡୁଆ କରିଛି ଯେ ପୁଲିସ ମଧ୍ୟ ପାଟି ଚୁପ କରି ନିଜ କାମ କରୁଛି। ନା କୋଭିଡ ଅଛି ନା ଅଶାନ୍ତ ହେଲା ଭଳି ପରିସ୍ଥିତି କିନ୍ତୁ…

ମଦ ବାର ଖୋଲିବାକୁ ବିରୋଧ କଲେ ଗ୍ରାମବାସୀ

ଯାଜପୁର : ମଦ ବାର ଖୋଲିବା ନେଇ ଦେଖିବାକୁ ମିଳିଛି ହଟ୍ଟଗୋଳ । ବରି ବ୍ଳକ ବାଲିଆ ଗାଁରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଞ୍ଚାୟତବାସୀ । ଏ ନେଇ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ବରି ବ୍ଳକ ବାଲିଆ ପଂଚାୟତରେ ସାମଲ ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟରେ ପ୍ରସ୍ତାବିତ…

ଆସନ୍ତୁ ଜାଣିବା କେତେ ଉପକାରୀ ଓଟର ଲୁହ

ନୂଆଦିଲ୍ଲୀ: ମରୂଭୂମିରେ ଜାହଜ କୁହାଯାଉଥବା ଓଟ ଆମ ପାଇଁ କେତେ ଉପକାରୀ ତାହା ଆପଣମାନେ ଜାଣିବା ଉଚିତ । ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଉଥିବା ଏହି ପଶୁ ଏବେ ଆମ ପାଇଁ ମୂଲ୍ୟବାନ ସାଜିଛି । ଓଟର କ୍ଷୀର କେତେ ଉପକାରୀ ଓ ମୂଲ୍ୟବାନ ତାହା ଆପଣମାନେ ଜାଣନ୍ତି କି ? ଆମେରିକା, ୟୁରୋପ ଏବଂ…

ଉବର କ୍ୟାବରେ ୧୫ ମିନିଟ୍ ଯାତ୍ରା ପାଇଁ ୩୨ ଲକ୍ଷ ଟଙ୍କାର ବିଲ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପ୍ ଆଧାରିତ କ୍ୟାବ ସେବାରେ ବେଳେ ବେଳେ ଭୁଲ ବିଲ୍ ଆସିଯାଏ। ଏପରି ମାମଲା ସୋସିଆଲ ମିଡିଆରେ ପ୍ରାୟତଃ ସାମ୍ନାକୁ ଆସିଥାଏ। ନିକଟରେ ସମାନ ମାମଲାର ଏକ ଉଦାହରଣ ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତିଙ୍କୁ ୧୫ ମିନିଟ୍ ଯାତ୍ରା କରିବା ମହଙ୍ଗା ପଡିଥିଲା। ବ୍ୟକ୍ତିଙ୍କ ୧୫…

ଦେଶରେ ପ୍ରଥମ: ବାପା ବସିଥିବା ପ୍ରଧାନ ବିଚାରପତି ଆସନରେ ବସିବେ ପୁୁଅ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଚନ୍ଦ୍ରଚୂଡ ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଉଦୟ ଉମେଶ ଲଲିତ ଜଷ୍ଟିସ୍ ଧନଞ୍ଜୟ ଓ୍ୱାଇ ଚନ୍ଦ୍ରଚୂଡଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇଛନ୍ତି। ଜଷ୍ଟିସ ଚନ୍ଦ୍ରଚୂଡ…

ଦୁଷ୍କର୍ମ ମାମଲାରେ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ କଏଦୀଙ୍କ ମୃତ୍ୟୁ । ୨୦୧୭ ମସିହାରେ ଏକ ଦୁଷ୍କର୍ମ ମାମଲାରେ ସଜା କାଟୁଥିଲେ ମୟୂରଭଞ୍ଜ ରାଇରଙ୍ଗପୁରର ବିଶୋଇ ଥାନା ଅନ୍ତର୍ଗତ ବିଜାତଳା ବ୍ଲକ କୁମ୍ଭାରସାହି ଗ୍ରାମର ଚୈତନ୍ୟ ବେହେରା (୬୫) । ଗତକାଲି ତାଙ୍କର ମୃତ୍ୟୁ ଘଟିଛି। କିଛି ଦିନ…

ଶରଧାବାଲିରେ ୫୫ତମ କୁମାର ଉତ୍ସବ

ପୁରୀ : ଶରଧାବାଲିରେ ୫୫ତମ କୁମାର ଉତ୍ସବ ପାଳିତ । ପରମ୍ପରା ଅନୁଯାୟୀ ପୁରୀରେ ଦୀର୍ଘ ୫୫ବର୍ଷ ଧରି ଏହି କୁମାର ଉତ୍ସବ ପାଳିତ ହୋଇଆସୁଛି  । ପୁରୀବାସୀ, ସଂସ୍କୃତି ପ୍ରେମୀ, ଭକ୍ତ ଓ ଦର୍ଶନାର୍ଥିଙ୍କୁ ପରମ୍ପରା ସହିତ ଯୋଡି ରଖିବାର କୁମାର ଉତ୍ସବ ହେଉଛି ଏକ ଅଭିନବ ପ୍ରୟାସ । ୧୦ ତାରିଖରୁ  …

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲା, ମମତାଙ୍କ ଦଳର ଆଉ ଜଣେ ବିଧାୟକ ଗିରଫ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଆଉ ଜଣେ ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟ ଗିରଫ। ଇଡି ଏହି ବିଧାୟକଙ୍କୁ ଗିରଫ କରିଛି। ଏହାପୂର୍ବରୁ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ଜେଲରେ ରହିଛନ୍ତି। ମାଣିକ…

ଆଜି ବି ଅଛନ୍ତି ରେଖା ଓ ଅମିତାଭ ବଚ୍ଚନଙ୍କ ଦିୱାନା, ଜାଣନ୍ତୁ ଏହି ଯୋଡିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ଅମିତାଭ ବଚ୍ଚନ ଏବଂ ରେଖାଙ୍କ ପ୍ରେମ କାହାଣୀ ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି। ସେମାନଙ୍କର ପ୍ରେମ କାହାଣୀ ଏବେ ମଧ୍ୟ ଲୋକମାନଙ୍କ ପାଇଁ ଏକ ଆଲୋଚନାର ବିଷୟ ପାଲଟିଥାଏ। ଯଦିଓ ଅମିତାଭ ବଚ୍ଚନ ଜୟା ବଚ୍ଚନଙ୍କୁ ବିବାହ କରିଛନ୍ତି, କିନ୍ତୁ ତାଙ୍କର ପ୍ୟାର କା ପଞ୍ଚନାମା କେବଳ…