Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭାରତର କେଉଁ ବଡ ସହର ମାଆ ଦୁର୍ଗାଙ୍କ ନାମରେ ନାମିତ

ନୂଆଦିଲ୍ଲୀ: ଏବେ ସାରା ଭାରତ ଉତ୍ସବ ମୁଖରିତ କାରଣ ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରୀରେ ୯ ଦିନ ଧରି ମାଆ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ବଡ ବଡ ସହର ପ୍ରକୃତରେ ମାଆଙ୍କ ନାମରେ ନାମିତ । ସେଗୁଡିକ ହେଲା- ମୁମ୍ବାଇ:…

ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ , ୨୫ ରୁ ଅଧିକ କର୍ମଚାରୀ ଗୁରୁତର

ବାଲେଶ୍ୱର : ବାଲେଶ୍ୱରରେ ଅଘଟଣ । ବାଲେଶ୍ୱର ଖନ୍ତାପଡା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ୨୫ ରୁ ଅଧିକ କର୍ମଚାରୀ ଗୁରୁତର   । ସୂଚନାଅନୁସାରେ  ସମସ୍ତ ଗୁରୁତରଙ୍କୁ ଖନ୍ତପଡା ଓ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି  ।

ଜାତୀୟ ସ୍ତରରେ ଏମ୍ସ ଭୁବନେଶ୍ୱର ଆବାସିକ ଡାକ୍ତରୀ ଛାତ୍ରଙ୍କ କୃତିତ୍ୱ

ଭୁବନେଶ୍ୱର :  ଚଳିତ ମାସ ଏମ୍ସ ଭୁ‌ବନେଶ୍ବର ଜାତୀୟ ସ୍ତରରେ ଚମତ୍କାର ଭାବେ ସଫଳତା ପାଇଛନ୍ତି । ଏମ୍ସ ଭୁ‌ବନେଶ୍ବର ୬ଜଣ ଆବାସିକ ଡାକ୍ତରୀ ଛାତ୍ର ତିନି ଭିନ୍ନ ଭିନ୍ନ ଜାତୀୟ ଶୈକ୍ଷିକ କାର୍ଯ୍ୟକ୍ରମର ସଂପୃକ୍ତ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ଭୁ‌ବନେଶ୍ବର ଏମ୍ସ ପାଇଁ ଗୌରବ…

୫୦୦ ଟଙ୍କାରେ ନେଇପାରିବେ ଜେଲର ମଉଜ

ହଲଦିୱାନୀ: ଜ୍ୟୋତିଷ ଶାସ୍ତ୍ରରେ ବନ୍ଧନ ଯୋଗ ଥିବା ବ୍ୟକ୍ତି କିଛି ଦିନ ଜେଲରେ ରହି ଏଥିରୁ ମୁକ୍ତି ପାଇବା ପାଇଁ ଚାହିଁଥାଏ । ସେହିପରି ଜେଲ ଭିତରର ଦୁନିଆ କିପରି ତାହା ମଧ୍ୟ ଜାଣିବାକୁ ଅନେକଙ୍କ ମନରେ ଉତ୍କଣ୍ଠା ରହିଥାଏ । ଉତରାଖଣ୍ଡର ହଲଦୀୱାନୀ ଜେଲ ମାଧ୍ୟମରେ ଏବେ ସମସ୍ୟାର ସମାଧାନ…

ଦେଶର ଗରିବ ଲୋକଙ୍କ ପାଇଁ ଖୁସି ଖବର , ବର୍ଷ ଶେଷ ଯାଏଁ ମିଳିବ ମାଗଣା ରାସନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ତିନି ମାସ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର  । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ,ଏହି ବର୍ଷ ଶେଷ ଯାଏଁ ଏହି ଯୋଜନାକୁ ବଢାଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ…

ଉତ୍ତମ ସ୍ୱାସ୍ଥ୍ୟସେବା ପାଇଁ ରାୟଗଡ଼ା ଜିଲ୍ଲା ଚିକିତ୍ସାଳୟକୁ ମିଳିଲା NQAS ସାର୍ଟିଫିକେଟ୍

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜାତୀୟସ୍ତରର ପ୍ରମାଣପତ୍ର ମିଳିଛି । ଚିକିତ୍ସାଳୟର ଗୁଣାବତ୍ତା ମାନ ରଖିବା କ୍ଷେତ୍ରରେ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ରାୟଗଡ଼ା ଜିଲ୍ଲା ସଦରମହକୁମାର ମୁଖ୍ୟ ଚିକିତ୍ସାଳୟକୁ ଜାତୀୟ ଗୁଣାବତ୍ତା…

ହିଜାବ ଆନ୍ଦୋଳନ: ଷ୍ଟେଜରେ ଚୁଟି କାଟି ସମର୍ଥନ ଜଣାଇଲେ ଟର୍କୀଶ ଗାୟିକା ମେଲେକ

ତେହେରାନ:ଇରାନରେ ହିଜାବକୁ ବିରୋଧ କରି ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ସମର୍ଥନ କରୁଥିବା ମହିଳାମାନଙ୍କୁ ଇରାନ ସରକାର ଗୁଳି କରି ମାରିବା ଘଟଣା ପରେ ବିଶ୍ୱରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଫଳରେ ଆନ୍ଦୋଳନ କମିବା ବଦଳରେ ବଢ଼ୁଛି । ଟର୍କୀଶ ଗାୟିକା ମେଲେକ ମୋସୋ ଏହି…

[ଦେଖନ୍ତୁ ଭିଡିଓ] ଅନିୟମିତତା ଧରିଲେ ବୋଲି ଯାଜପୁର CDMOଙ୍କୁ କଳାହାଣ୍ଡିକୁ ବଦଳି !

ଯାଜପୁର: ସରକାର ସ୍ୱଚ୍ଛତା କଥା କହୁଛନ୍ତି । ବିଭିନ୍ନ ବିଭାଗରେ ସ୍ୱଚ୍ଛତା ପାଇଁ 5T ଲାଗୁ ହୋଇଛି । କିନ୍ତୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମୁଖିଆ ଅନିୟମିତତାକୁ ଧରିବା ପରେ ଉପାନ୍ତକୁ ବଦଳି ହୋଇଛନ୍ତି । ଯାହାକୁ ନେଇ ଯାଜପୁର ଜିଲ୍ଲାରେ ପ୍ରକାଶ ପାଇଛି ଅସନ୍ତୋଷ । ଯାଜପୁର ଜିଲ୍ଲା ମୁଖ୍ୟ…

ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଲା ୬୨ ଷ୍ଟିଲ ଚାମଚ

ମୁଜାଫରନଗର: ମୁଜାଫରନଗରରେ ଏବେ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଡାକ୍ତରଖାନାରେ ଯନ୍ତ୍ରଣା ପାଇଁ ଚିକତ୍ସିତ ହେଉଥିବା ଜଣେ ବ୍ୟକ୍ତିଙ୍କ ପେଟରୁ ୬୨ ଷ୍ଟିଲ ଚାମଚ ବାହାରିଛି । ଅପରେଶନ ପରେ ଯୁବକଙ୍କ ଅବସ୍ଥା ଉଦବେଗଜନକ ରହିଛି । ରିପୋର୍ଟ ମୁତାବକ ମନ୍ସରପୁରର ବୋପାଡା ଗ୍ରାମର ୩୨…

ଶହୀଦ ଭଗତ ସିଂଙ୍କ ଜୟନ୍ତୀରେ ଆପର ରକ୍ତଦାନ ଶିବିର

ଭୁବନେଶ୍ୱର : ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ କରିବା ଅବସରରେ ଆମ୍ ଆଦମୀ ପାର୍ଟି ଓଡିଶା ତରଫରୁ ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଏକ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆପ୍ ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ରକ୍ତଦାନ ଶିବିରର…