Latest Odisha News

BREAKING NEWS

‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଅଟୋମେସନ ଯୁଗରେ ବିଭିନ୍ନ ନିଯୁକ୍ତି ଲାଗି ଦକ୍ଷତା’ ଉପରେ ଆଲୋଚନାଚକ୍ର

ଭୁବନେଶ୍ୱର: ନିଯୁକ୍ତିର ମାପକାଠି ହେଉଛି ଦକ୍ଷତା । ତେଣୁ ଛାତ୍ରଛାତ୍ରୀଙ୍କ ଜ୍ଞାନର ପରିସୀମା ବ୍ୟାପକ କରି ସେମାନଙ୍କୁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ଲାଗି ଦକ୍ଷ କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି କ୍ରମରେ…

ଶ୍ମସାନରୁ ମିଳିଲା ୨୬୦୦ ବର୍ଷ ପୁରୁଣା ପନିର, ଆଶ୍ଚର୍ଯ୍ୟକର ଦାବି କଲେ ପ୍ରତ୍ନତତ୍ତ୍ୱବିତ୍

ଓଡିଶା ସମ୍ବାଦ ବ୍ୟୁରୋ: ପ୍ରତ୍ନତତ୍ତ୍ୱବିତ୍ ଦୁନିଆର ପ୍ରତ୍ୟେକ କୋଣରୁ ଲୁଚି ରହିଥିବା ଐତିହାସିକ ତଥ୍ୟ କିମ୍ବା ଅନେକ ବସ୍ତୁର ସନ୍ଧାନ ଜାରି ରଖିଛନ୍ତି। ବେଳେ ବେଳେ ଏପରି ତଥ୍ୟ ଆବିଷ୍କାର କରନ୍ତି ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୁଅନ୍ତି। ନିକଟରେ ଇଜିପ୍ଟର ପ୍ରାଚୀନ ସହର ମିଶରରେ ଥିବା…

ଫରେନସିକ୍ ଯାଞ୍ଚ ପାଇଁ ଗଲା ଧର୍ମେନ୍ଦ୍ରଙ୍କ ଘଣ୍ଟା ଓ ଘରର ସିସିଟିଭି ହାର୍ଡଡିସ୍କ

ଭୁବନେଶ୍ୱର: ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ କରୁଛି ପୋଲିସ । କେଉଁ କାରଣ ପାଇଁ ଧର୍ମେନ୍ଦ୍ର ଏଭଳି ଚରମ ନିଷ୍ପତ୍ତି ନେଲେ ପୋଲିସ କାରଣ ଖୋଜୁଛି । ପୂର୍ବରୁ ଧର୍ମେନ୍ଦ୍ରଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠା ଯାଇଥିଲା । ଆଜି ପୋଲିସ…

ଫଳ ସହ ସୈନ୍ଧବ ଲବଣର ବ୍ୟବହାର ହୋଇପାରେ ବିପଦଜନକ

ଚାଲିଛି ମାଆଙ୍କ ନବରାତ୍ରୀ ପୂଜା। ନଅ ଦିନ ଧରି ପୂଜା ବ୍ରତ କରି ଉତ୍ସାହର ସହ ନବରାତ୍ରୀ ପାଳୁଛନ୍ତି ଭକ୍ତ। ହେଲେ ଏହି ନଅ ଦିନ ଭକ୍ତମାନେ କେବଳ ସାକାହାରୀ ଖାଦ୍ୟ କିମ୍ବା ଫଳମୂଳ ଖାଇ ରୁହନ୍ତି। କିନ୍ତୁ ଆପଣ ଯଦି ଉପବାସ କରନ୍ତି ତେବେ ଶରୀର ପ୍ରତି ଧ୍ୟାନ ରଖିବା ଜରୁରୀ। କିଛି ଲୋକେ ଫଳ…

ହିତାଧିକାରୀଙ୍କ ପାଇଁ ଖୁସି ଖବର, ବଢ଼ି ପାରେ ମାଗଣା ରାସନ ଯୋଜନାର ଅବଧି

ନୂଆଦିଲ୍ଲୀ: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଖୁସି ଖବର। ବଢ଼ି ପାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି। ମାଗଣା ରାସନ ବଣ୍ଟନ କରିବାର ବୃହତ ଯୋଜନାକୁ ଆଗାମୀ ଛଅ ମାସ (ମାର୍ଚ୍ଚ ୨୦୨୩ ସୁଦ୍ଧା) ଯାଏଁ ବୃଦ୍ଧି କରିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। କୋଭିଡ୍ ଅବଧି…

ବାଂଲାଦେଶ ନୌକା ଓଲଟିବା ଘଟଣା: ମୃତ୍ୟୁ ସଂଖ୍ୟା ୫୧କୁ ବୃଦ୍ଧି, ୩୪ ନିଖୋଜ

ଢାକା: ବାଂଲାଦେଶ ରାଜଧାନୀ ଢାକାରୁ ୪୬୮ କିଲୋମିଟର ଦୂର କରାତୋୟା ନଦୀରେ ରବିବାର ନୌକା ଓଲଟିବା ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଉତ୍ତର ପଞ୍ଚଗଡ଼ ଜିଲ୍ଲାରେ ହୋଇଥିବା ଏହି ନୌକା ଦୁର୍ଘଟଣାରେ ରବିବାର ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୋମବାର ଆହୁରୀ ୨୬ ଜଣଙ୍କର ମୃତଦେହ ଉଦ୍ଧାର…

ଦଳାଚକଟା ମାମଲାରେ ଶାହାରୁଖଙ୍କୁ ମିଳିଲା ବଡ ଆଶ୍ୱସ୍ତି

ନୂଆଦିଲ୍ଲୀ: ଭଦୋଦରା ଦଳାଚକଟା ମାମଲାରେ ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କୁ ସୁପ୍ରିମକୋର୍ଟଙ୍କ ନିକଟରୁ ବଡ ଆଶ୍ୱସ୍ତି ମିଳିଛି । ଫିଲ୍ମ ରଇସର ପ୍ରଚାର ସମୟରେ ୨୦୧୭ରେ ଶାହାରୁଖ ଭଦୋଦରା ଆସିଥିଲେ । ସେ ଆସିବା ଖବର ପ୍ରଚାର ହୋଇଥିବାରୁ ସେଠାରେ ପ୍ରବଳ ଭୀଡ ଜମିଥିଲେ । ଶାହାରୁଖଙ୍କ ଟିମ…

ହାର୍ଦ୍ଦିକ, ଦୀପକଙ୍କୁ ବିଶ୍ରାମ: ଦଳରେ ସାମିଲ ହେଲେ ଶାହାବାଜ, ଶ୍ରେୟାଶ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ କ୍ରିକେଟ ସିରିଜ ପୂର୍ବରୁ ଭାରତୀୟ ଦଳରେ ପରିବର୍ତନ କରାଯାଇଛି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦୀପକ ହୁଦାଙ୍କ ବଦଳରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦ ଓ ବ୍ୟାଟ୍ସମ୍ୟାନ ଶ୍ରେୟାଶ ଆୟାରଙ୍କୁ ଦଳରେ ସାମିଲ କରାଯାଇଛି । ହାର୍ଦ୍ଦିକଙ୍କୁ…

ରାଜ୍ୟରେ ବଢିଛି ରାଜସ୍ୱ ଅବିବୃଦ୍ଧି

ଭୁବନେଶ୍ୱର : ଭୁବନେଶ୍ୱର ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ  ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ହୋଇଛି ।  ଗତ ବର୍ଷ ଏହି ସମୟସୁଦ୍ଧା ସମୁଦାୟ ରାଜସ୍ୱ ସଂଗ୍ରହ ୩୧,୫୪୮.୪୯ କୋଟି ଟଙ୍କା ଥିବାବେଳେ  ଚଳିତ ବର୍ଷ  ଏହା ପ୍ରାୟ ୩୬,୪୫୫…