Latest Odisha News

BREAKING NEWS

ନୀରଜ ଗ୍ୟାଙ୍ଗ ବିରୋଧରେ ହାତ ମିଳାଇଲେ ରାଜେଶ, ଗୋଲ୍ଡି,ଲରେନ୍ସ ଗ୍ରୁପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ବଡ ଧରଣର ଗ୍ୟାଙ୍ଗୱାର ହେବାକୁ ଯାଉଥିବା ପୋଲିସ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ନିକଟରେ ରାଜେଶ ବବାନିଆ ଗ୍ୟାଙ୍ଗର ୪ ବଦମାସ ଧରାପଡିବା ପରେ ସେମାନଙ୍କ ନିକଟରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । ନୀରଜ ବାବାନିଆ ଗ୍ୟାଙ୍ଗ ବିରୋଧରେ…

ଆଜମ ଖାଁ, ଅବଦୁଲ୍ଲାଙ୍କ ପତା ମିଳୁନି

ରାମପୁର:ସମାଜବାଦୀ ପାର୍ଟିର ପୂର୍ବତନ ବିଧାୟକ ଆଜମ ଖାଁ ଏବଂ ତାଙ୍କ ପୁତ୍ର ଅବଦୁଲ୍ଲା ଆଜମଙ୍କ ପତା ମିଳୁନି । ଯାହାକୁ ନେଇ ସ୍ଥାନୀୟ ପୋଲିସ ଚିନ୍ତାରେ ପଡିଛି । ହାର୍ଟ ଆଟାକର ଚିକିତ୍ସା ପାଇଁ ଦିଲ୍ଲୀ ଆସିବା ପରେ ଏବେ ଆଜମଙ୍କ ପତା ମିଳୁନି । ତାଙ୍କ ବିରୋଧରେ ଅନେକଗୁଡିଏ ମୋକଦ୍ଦମା ରୁଜୁ…

ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ଭୁବନେଶ୍ୱର : ବିଜେଡି ପ୍ରତିବର୍ଷ ଗାନ୍ଧୀ ଜୟନ୍ତୀରୁ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ ସାମାଜିକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିଥାଏ  । ଏହି ବର୍ଷ  ମଧ୍ୟ ଅନୁରୂପ କାର୍ଯ୍ୟକ୍ରମ ଅକ୍ଟୋବର ୨ରୁ ଆରମ୍ଭ ହେବ ବୋଲି ବିଜୁ ଜନତା ଦଳ ପକ୍ଷରୁ ସୂଚନା ମିଳିଛି। ଦୁଇ ଦଶନ୍ଧିରୁ…

ନବରାତ୍ରୀରେ ଟ୍ରେନରେ ମିଳିବ ବ୍ରତ ଥାଳି

ନୂଆଦିଲ୍ଲୀ: ନବ ରାତ୍ରୀ ପାଇଁ ରେଳ ମନ୍ତ୍ରଣାଳୟ ଭକ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ମେନ୍ୟୁ ପ୍ରସ୍ତୁତ କରିଛି । ଏହା ଅନୁସାରେ ନବରାତ୍ରୀ ପାଳନ କରୁଥିବା ଭକ୍ତଙ୍କ ପାଇଁ ବ୍ରତ ଥାଳି ଉପଲବ୍ଧ ହେବ । ରେଳବାଇ ପକ୍ଷରୁ ଏ ନେଇ ଟ୍ୱିଟ କରି ଯାତ୍ରୀମାନଙ୍କୁ ସୂଚନା ଦିଆଯାଇଛି । ୨୬ ସେପ୍ଟମ୍ବରରୁ ୫…

ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବିଡିଓ

ବଲାଙ୍ଗିର: ଭିଜିଲାନ୍ସ, ଜାଲରେ ଗୁଡ଼ଭେଲା ବିଡିଓ । ଗୁଡ଼ବେଲା ଭିଡିଓ ବିନୋଦ କୁମାର ନାଏକ ଭିଜିଲାନ୍ସ ହାତରେ ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଜଣେ କଣ୍ଟ୍ରାକ୍ଟରଙ୍କ ଠାରୁ ବିଡିଓ ବିନୋଦ ଲକ୍ଷେ ୮୦ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡ଼ିଛନ୍ତି । ଲାଞ୍ଚ ଟଙ୍କା ଜବତ କରିବା ସହ ଭିଜିଲାନ୍ସ…

କେରଳ ଚାଲାଣ ବେଳେ ଚଢ଼ାଉ, ୧୩୦ କେଜି ଚନ୍ଦନ କାଠ ଜବତ

କୋରାପୁଟ: ଚନ୍ଦନ କାଠ କେରଳ ଚାଲାଣ ବେଳେ ଚଢ଼ାଉ । କୋରାପୁଟ ଜିଲ୍ଲା ନନ୍ଦପୁର ବନାଞ୍ଚଳ ଓ ଆନ୍ଧ୍ର ଆରକୁ ବନାଞ୍ଚଳରୁ ସୁଦୂର କେରଳକୁ ଦାମୀ ଚନ୍ଦନ କାଠ ଚାଲାଣ ବେଳେ ଧରା ପଡ଼ିଛି । କୋରାପୁଟରୁ ଏକ କାମାଣ୍ଡରରେ ରାୟପୁରକୁ ନେଇ କେରଳ ଯିବାକୁ ଯୋଜନା କରିଥିଲେ ମାଫିଆ । ବିଶ୍ୱସ୍ତ ସୂତ୍ରରୁ…

ନଦୀ ବନ୍ଧ ଓ ରାସ୍ତା ମରାମତି ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ

ଯାଜପୁର : ମଦୀବନ୍ଧ ଥାଇ ଲୋକଙ୍କ କାମରେ ଆସୁନି । ବର୍ଷ ବର୍ଷ ଧରି ମରାମତି ହୋଇପାରୁନି ନଦୀ ବନ୍ଧ ଓ ରାସ୍ତା । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବନ୍ଧ ଏବେ ଗମନାଗମନ ପାଇଁ ଅନୁପଯୁକ୍ତ ପାଲଟିଛି । ବର୍ଷା ହେଲାମାତ୍ରେ ବନ୍ଧଟି କାଦୁଅରେ ପରିଣତ ହୋଇଯାଉଥିବାରୁ ଦୈନିକ ଏଠୋର ଦୁଘର୍ଟଣା…

ଆସନ୍ତୁ ଜାଣିବା କେବେ ଉଲକାପିଣ୍ଡ ଡିର୍ମୋଫୋସକୁ ଧକ୍କା ଦେବ ନାସାର ଡାର୍ଟ

ୱାଶିଂଟନ: ପୃଥିବୀ ପୃଷ୍ଠରେ ଯେପରି ମହାକାଶରୁ ଖସୁଥିବା ଉଲକାପିଣ୍ଡ ମାଡ ନ ହେବେ ସେଥିପାଇଁ ନାସା ଉଦ୍ୟମ ଆରମ୍ଭ କରିଛି । ନାସାର ଡାର୍ଟ ମିଶନ ଆମକୁ ଆଗାମୀ ବିପଦରୁ ରକ୍ଷା କରିବ ବୋଲି ଆଶା କରାଯାଉଛି । ବର୍ତମାନ ପୃଥିବୀଠାରୁ ୬୮ ଲକ୍ଷ କିଲୋମିଟର ଦୂରରେ ଥିବା ଉଲକା ପିଣ୍ଡ ଡିର୍ମୋଫୋସକୁ…

ଆମ ଦୁନିଆ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଛନ୍ତି ଏଲିୟନ !

ନୂଆଦିଲ୍ଲୀ: ଏଲିୟନ ବା ପରଗ୍ରହୀ ନେଇ ବିଭିନ୍ନ ଖବର ପ୍ରକାଶ ପାଇଥାଏ । ତେବେ ସତରେ ଏହି ବ୍ରହ୍ମାଣ୍ଡରେ ଏଲିୟନଙ୍କ ସ୍ଥିତି ଅଛି କି ନାହିଁ ପ୍ରଶ୍ନ ଆମ ମୁଣ୍ଡକୁ ବାରମ୍ବାର ଆସିଥାଏ । ବୈଜ୍ଞାନିକମାନେ ମଧ୍ୟ ଏହି ରହସ୍ୟ ଉପରୁ ବାରମ୍ବାର ପରଦା ଉଠାଇବାକୁ ଉଦ୍ୟମ ଜାରୀ ରଖିଛନ୍ତି । ଇତି…

ଲିଭରକୁ ସୁସ୍ଥ ରଖିବ ଏହି ଖାଦ୍ୟ

ଯକୃତ ବା ଲିଭର ହେଉଛି ଆମ ଶରୀରର ଏପରି ଏକ ଆଭ୍ୟନ୍ତରୀଣ ଅଙ୍ଗ, ଯାହା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହାସହ ଓଜନ ହ୍ରାସ କରିବା ଏବଂ ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହା ଆମ ଭିତରେ ଥିବା ବର୍ଜ୍ୟବସ୍ତୁ ବାହାର କରିବା ପାଇଁ କାର୍ଯ୍ୟ କରେ। ତେଣୁ ଆମେ ଲିଭରର…