Latest Odisha News

BREAKING NEWS

‘ଡିଆଇଡି ସୁପର ମମ୍‌ସ୍‌’ ର ବିଜେତା ହେଲେ ଦିନ ମଜୁରିଆ ବର୍ଷା ବୁମ୍ରା

ମୁମ୍ବାଇ: ପିଲାଠାରୁ ବୃଦ୍ଧ, ସମସ୍ତଙ୍କ ପ୍ରିୟ ଜି ଟିଭିର ଡ୍ୟାନ୍ସ ରିଆଲିଟି ଶୋ' ଡିଆଇଡି। ନିକଟରେ ଜି ଟିଭିରେ ପ୍ରସାରିତ ହେଉଥିବା ଶୋ 'DID ସୁପର ମମ୍‌ସ୍ ସିଜିନ୍‌-୩‌' ଶେଷ ହୋଇଛି। ଆଉ ଏହି ଶୋ'ର ବିଜେତା ମଧ୍ୟ ଘୋଷଣା ହୋଇସାରିଛି। ରବିବାର ଅର୍ଥାତ୍‌ ଗତକାଲି ଡିଆଇଡି ସୁପର ମମ୍‌ସ୍‌…

୫୬ ବର୍ଷ ବୟସରେ ଶାହରୁଖଙ୍କ ସାର୍ଟଲେସ୍ ଲୁକ୍ ଦେଖି ଦିୱାନା ହେଲେ ଫ୍ୟାନ୍ସ

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ଗତ କିଛି ଦିନ ହେବ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଯବାନ' କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ସେ ଫିଲ୍ମ 'ପଠାନ'କୁ ନେଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ସେ ସୋସିଆଲ ମିଡିଆରେ ଏକ ଲୁକ୍ ସେୟାର କରିଛନ୍ତି, ଯାହାକୁ ଦେଖି ଶାହରୁଖଙ୍କ ଫ୍ୟାନ୍ସ ତାଜୁବ…

‘ଖତରୋ କେ ଖିଲାଡି-୧୨’ର ୱିନର ହେଲେ ତୁଷାର କାଲିଆ, ହାତେଇଲେ ଦାମୀ କାର

ମୁମ୍ବାଇ: ଦୀର୍ଘ ପ୍ରତିକ୍ଷାର ଘଟିଲା ଅନ୍ତ। 'ଖତରୋ କେ ଖିଲାଡି-୧୨'ର ୱିନର ହେଲେ କୋରିଓଗ୍ରାଫର ତୁଷାର କାଲିଆ। ଟେଲି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ରିଆଲିଟି ଷ୍ଟଣ୍ଟ ଶୋ'ର ଗ୍ରାଣ୍ଡ ଫିନାଲିରେ 'ଖତରୋ କେ ଖିଲାଡି-୧୨'ର ଟ୍ରୋଫି ହାତେଇଲେ ତୁଷାର। ଏହି ଫିନାଲିରେ ରୋହିତଙ୍କ ଅପକମିଂ ଫିଲ୍ମ…

ଘାଟିରେ ଓଲଟିଲା ଯାତ୍ରୀବାହୀ ବସ୍; ୭ ମୃତ, ୧୦ ଗୁରୁତର

ସିମଲା: ହିମାଚଳ ପ୍ରଦେଶ କୁଲ୍ଲୁ ଜିଲ୍ଲାସ୍ଥିତ ବଞ୍ଜାର ଘାଟି ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରବିବାର ରାତି ଘାଟିରେ ଓଲଟିଲା ଏକ ଯାତ୍ରୀବାହୀ ବସ। ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୧୦ ଜଣ ଗୁରୁତର ଅଛନ୍ତି। ୫ ଜଣଙ୍କୁ କୁଲ୍ଲୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

କବିତା : ଆବାହନୀ

ଗଦାଧର ସାହୁ କାଶତଣ୍ଡୀ ହସେ ନଇ ପଠାପରେ ପିଠରେ ହସଇ ମାଆ । ଭରିଯିବ ଖୁସି ସକଳ ଅନ୍ତରେ ହସିବ ଧରିତ୍ରୀ ମାଆ । ଜହ୍ନ ଆଲୁଅରେ ଆହୁରି ହସିବ କାଶତଣ୍ଡୀ ଖିଲିଖିଲି । ପିଠ ଉଛୁଳିବ ଘଣ୍ଟ ସଙ୍ଖ ନାଦେ ହରିବୋଲ ହୁଳହୁଳି । ସର୍ବେ ଆନନ୍ଦିତ ନର ନାରୀବୃନ୍ଦ ବନ୍ଦିବେ ମାଆ…

ରାଜସ୍ଥାନରେ ହାଇ ପଲଟିକାଲ ଡ୍ରାମା: ଇସ୍ତଫା ଦେଲେ ଗେହଲଟ ଗୋଷ୍ଠୀର ୯୨ ବିଧାୟକ !

ଜୟପୁର: ରାଜସ୍ଥାନ କଂଗ୍ରେସରେ ଆଜି ହାଇ ପଲଟିକାଲ ଡ୍ରାମା ଦେଖିବାକୁ ମିିଳିଛି । ରିପୋର୍ଟ ମୁତାବକ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟଙ୍କୁ ସମର୍ଥନ କରି ଆଜି ୯୨ ବିଧାୟକ ବାଚସ୍ପତି ସିପି ଯୋଶୀଙ୍କୁ ଭେଟି ଇସ୍ତଫା ଦେଇଥିବା ଜଣାପଡିଛି । ଫଳରେ ଦଳ ଏକ ଅଜବ ପରିସ୍ଥିତିର ସମ୍ମୁଖୀନ ହୋଇଛି । ଗେହଲେଟ…

ଇରାନରେ ଚୁଟି ଖୋଲି ବିରୋଧ କରିଥିବା ମହିଳା ପୋଲିସ ଗୁଳିରେ ମୃତ

ତେହେରାନ: ଇରାନରେ ହିଜାବ ବିରୋଧୀ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପ୍ରଶାସନ କଠୋର ପନ୍ଥା ଆପଣାଇବାକୁ ପଛାଉ ନାହାନ୍ତି । ଚୁଟି ମୁକୁଳା କରି ଏହି ଆନ୍ଦୋଳନରେ ଚର୍ଚ୍ଚିତ ହୋଇଥିବା ୨୦ ବର୍ଷୀୟା ହଦୀସ ନଜଫିଙ୍କୁ ପୋଲିସ ଗୁଳି କରି ହତ୍ୟା କରିଛି ।…

ବିଜ୍ଞାପନ ପ୍ରଚାର କରି ପ୍ରଶଂସକଙ୍କ ଭାବନା ସହ ଖେଳିଲେ ଧୋନୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟପ୍ରେମୀଙ୍କ ନିକଟରେ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ଧୋନୀ ବି ତାଙ୍କ ଅଧିନାୟକ ଦକ୍ଷତା ଏବଂ ପ୍ରଦର୍ଶନ ବଳରେ ଏଥିନେଇ କେବେ ନିରାଶ କରି ନାହାନ୍ତି । ତେବେ ରବିବାର ଧୋନୀ ଏକ ବଡ ଘୋଷଣା କରିବେ ବୋଲି ସୋସିଆଲ ମିଡିଆରେ ଆଗୁଆ ସୂଚନା…

ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଖାରଜ କଲା ସିପିସି

ବେଜିଂ: ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ ଗୃହବନ୍ଦୀ ଖବରକୁ ଆଜି ଖଣ୍ଡନ କରିଛି । ଏଥିସହ ଆସନ୍ତା ମାସରେ ହେବାକୁ ଥିବା ପାର୍ଟିର ୨୦ତମ କଂଗ୍ରେସ ରାଷ୍ଟ୍ରପତି ଜିନପିଙ୍ଗଙ୍କ ଦ୍ୱାରା ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ହେବ । ୫ ବର୍ଷରେ ଥରେ ହେଉଥିବା ଏହା ସମ୍ମିଳନୀରେ ୨୩୦୦ ପ୍ରତିନିଧି…

ସୋସିଆଲ ମିଡିଆରେ ଚରିତ୍ର ସଂହାର

ଭୁବନେଶ୍ୱର :  ପୁଣି ଚର୍ଚ୍ଚାରେ ଦୁଇ ଆଥ୍‌ଲେଟ୍‌ ଭଉଣୀ ଦୂତୀ ଚାନ୍ଦ ଓ ସରସ୍ୱତୀ ଚାନ୍ଦଙ୍କ କଳି। ଫେସବୁକରେ  ପରସ୍ପର ବିରୋଧରେ ପୋଷ୍ଟ କରି ବର୍ଷିଛନ୍ତି ଧାବିକା ଦୂତୀ ଚାନ୍ଦ ଓ ଭଉଣୀ ସରସ୍ୱତୀ ଚାନ୍ଦ। ପରସ୍ପରର ଚରିତ୍ର ସଂହାର କରିଛନ୍ତି ଦୁଇ ଭଉଣୀ। ଜଣେ ଯୁବତୀଙ୍କ ସହ ଭଉଣୀ ସରସ୍ୱତୀ…