Latest Odisha News

BREAKING NEWS

ଲିଭରକୁ ସୁସ୍ଥ ରଖିବ ଏହି ଖାଦ୍ୟ

ଯକୃତ ବା ଲିଭର ହେଉଛି ଆମ ଶରୀରର ଏପରି ଏକ ଆଭ୍ୟନ୍ତରୀଣ ଅଙ୍ଗ, ଯାହା ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ। ଏହାସହ ଓଜନ ହ୍ରାସ କରିବା ଏବଂ ଆମକୁ ସୁସ୍ଥ ରଖିବାରେ ମଧ୍ୟ ସାହାଯ୍ୟ କରେ। ଏହା ଆମ ଭିତରେ ଥିବା ବର୍ଜ୍ୟବସ୍ତୁ ବାହାର କରିବା ପାଇଁ କାର୍ଯ୍ୟ କରେ। ତେଣୁ ଆମେ ଲିଭରର…

HSRP ନେଇ ଆସିଲା ବଡ଼ ଖବର, ନ ଲଗାଇଥିଲେ ବି ମିଳିବ ଛାଡ଼

ଭୁବନେଶ୍ୱର: ଅବଧି ସରି ସରି ଆସୁଥିବା ବେଳେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଲଗାଇବା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ପାଇଁ ବୁକିଂ ତ ହେଉଛି କିନ୍ତୁ ଡେଟ୍ ମିଳୁନି । ଏଭଳି ସ୍ଥିତିରେ ରାଜ୍ୟ ପରିବହନ…

କେବଳ ପୂଜାରେ ନୁହେଁ ଦୈନନ୍ଦିନ ଜୀବନରେ ମଧ୍ୟ ବ୍ୟବହାର କରନ୍ତୁ କର୍ପୁର

କର୍ପୁର ଏକ ଉଦ୍‌ବାଇ, ଦହନଶୀଳ ବାନସ୍ପତିକ ଦ୍ରବ୍ୟ। କର୍ପୁର ଗଛର ଛାଳିରୁ ଉତ୍ପନ୍ନ। ଏହାର ସୁଗନ୍ଧ ପାଇଁ ଏହା ଅତି ଲୋକପ୍ରିୟ। ସାଧାରଣତଃ ପୂଜା ପାଠରେ କର୍ପୁର ବ୍ୟବହାର କରାଯାଏ। ଏହାସହ କର୍ପୁର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହାର ବ୍ୟବହାର ଆର୍ୟୁବେଦରେ ମଧ୍ୟ କରାଯାଇଛି। କର୍ପୁର କେଶ…

ଭୁବନେଶ୍ୱର ଓ କଟକରେ ମେଟ୍ରୋ ଟ୍ରେନ୍ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର: ଟ୍ୱିନସିଟିରେ ବଢ଼ୁଛି ଜନସଂଖ୍ୟା । ଭୁବନେଶ୍ୱର-କଟକ ଦ୍ୱୈତ ନଗରୀରେ ଦୌଡ଼ି ପାରିବ ମେଟ୍ରୋ । ମେଟ୍ରୋ ରେଲ ନୀତି- ୨୦୧୭ ଅନୁସାରେ, ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ଥିବା ସହରରେ ମେଟ୍ରୋ ରେଳ ସିଷ୍ଟମ ଯୋଜନା ହୋଇ ପାରିବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି…

ଆଇଏଏସ ଅଧିକାରୀ ସେୟାର କଲେ ମାର୍କ ସିଟ୍, ଦଶମ ଗଣିତରେ ୩୬ ଓ ଇଂରାଜୀରେ ରଖିଥିଲେ ୩୫ ମାର୍କ

ଓଡିଶା ସମ୍ବାଦ ବ୍ୟୁରୋ: ଅଧିକାଂଶ ସମୟରେ ସଫଳ ହେବା ପାଇଁ ପରୀକ୍ଷା ମାର୍କ, କିମ୍ବା ଗ୍ରେଡର ଆବଶ୍ୟକତା ପଡ଼େ ନାହିଁ। ନିଜର ଉପସ୍ଥିତି ବୁଦ୍ଧି, ପରିଶ୍ରମ ଏବଂ ଲକ୍ଷ୍ୟ ହିଁ ଆପଣଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇ ଥାଏ। ଆମେ କେଉଁ ବୃତ୍ତି କରିବା କିମ୍ବା କେଉଁ ଲାଇନରେ କ୍ୟାରିଅର ତିଆରି…

ଆଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି

ଲକ୍ଷ୍ନୌ: ଅଧାର କାର୍ଡ ଦେଖାଇଲେ ଖାଇ ପାରିବେ ବାହାଘର ଭୋଜି। ଏପରି ଘଟଣା କେବେ ଶୁଣିଛନ୍ତି କି?  ସାମାଜିକ ବିବାହ କରିବାକୁ ଗଲେ ପ୍ରଥମେ ଭାଇ, ବନ୍ଧୁ, କୁଟୁମ୍ବ ଏବଂ ପରିଚିତ ଗାଁ ଲୋକଙ୍କୁ ଭୋଜି ଦେବାକୁ ପଡ଼େ। ଲୋକ ବାହାଘରରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି। ବିବାହରେ କେବଳ ଯେ…

ଭକ୍ତଙ୍କ ବିଶ୍ୱାସ ଓ ଭରସାର ପୀଠ ସୋନପୁରର ମାଆ ସୁରେଶ୍ୱରୀ ମନ୍ଦିର

ସୋନପୁର: ସୋନପୁର ଗଡ଼ଜାତର ଇଷ୍ଟଦେବୀ ମାଆ ସୁରେଶ୍ୱରୀ । ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳର ଇଷ୍ଟଦେବୀ ଭାବେ ମାଆ ପୂଜା ପାଇ ଆସୁଛନ୍ତି । ଗଡ଼ଜାତର ବିଭିନ୍ନ ପର୍ବ ପର୍ବାଣୀ ଯାନିଯାତ୍ରା ଭିତରେ ମାଆ ସୁରେଶ୍ବରୀ ପରୁହାଁ ଦେବୀ ଭାବେ ସର୍ବାଗ୍ରେ ପୂଜିତା ।…

ଜ୍ୟାକଲିନଙ୍କୁ ଆଶ୍ୱସ୍ତି, ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ଅନ୍ତରୀଣ ଜାମିନ୍

ମୁମ୍ବାଇ: ସିଂହଳ ସୁନ୍ଦରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାମାନ୍ୟ ଆଶ୍ୱସ୍ତି। ମହାଠକ କନମ୍ୟାନ୍ ସୁକେଶ ଚନ୍ଦ୍ରଶେଖରଙ୍କ ସହ ୨୦୦ କୋଟି ଟଙ୍କାର ବେଆଇନ ନେଣ-ଦେଣ ମାମଲାରେ ସମ୍ପୃକ୍ତ ଥିବା ଅଭିନେତ୍ରୀ ଜ୍ୟାକଲିନଙ୍କୁ ଆଜି ଅନ୍ତରୀଣ ଜାମିନ ମଞ୍ଜୁର କରାଯାଇଛି। ୫୦, ୦୦୦ ଟଙ୍କାର ବଣ୍ଡ…

ଝୁଲା ପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କଲା ପ୍ରଶାସନ, ସ୍ଥାନୀୟ ଲୋକଙ୍କ ବିରୋଧ

ରାୟଗଡ଼ା: ଜୀବନ ଝୁଲୁଥିଲା ଏବେ ତାଲା ଝୁଲିଲା । ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀ ଉପରେ ଥିବା ଝୁଲାପୋଲକୁ ସର୍ବସାଧାରଣଙ୍କ ପାଇଁ ନିଷିଦ୍ଧ କରିଛି ଜିଲ୍ଲା ପ୍ରଶାସନ । ବିଗତ ୨ ବର୍ଷ ମଧ୍ୟରେ ଏହି ଝୁଲାପୋଲ ଓ ନାଗାବଳୀ ନଦୀରେ ୨୦ରୁ ଅଧିକ ପର୍ଯ୍ୟଟକଙ୍କ ଜୀବନ ଯିବା ପରେ ଏଭଳି ନିଷ୍ପତ୍ତି…

ଦମ୍ପତିଙ୍କୁ ଦଳି ଦେଲା ଦନ୍ତା, ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ

କାମାକ୍ଷାନଗର: ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ପଙ୍ଗାତିରା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଚାନ୍ଦପୁର ଗାଁରେ । କାଉଁଶିନାଳୀ ସାହିର ରମେଶ ବେହେରା ଓ ତାଙ୍କ ସ୍ତ୍ରୀ ତାରା ବେହେରା ଭୋର୍ ସମୟରେ ଶୌଚ ପାଇଁ ଘର ପାଖ…