Latest Odisha News

BREAKING NEWS

ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଛୁଆ ଚୋରି ପରେ ସତର୍କ କଲା ପୋଲିସ

ଭୁବନେଶ୍ୱର: ହସ୍ପିଟାଲରୁ ଛୁଆ ଚୋରି । ଗୁରୁବାର ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଏକ ୭ ମାସର ଶିଶୁପୁତ୍ର ଚୋରି ପରେ ପୋଲିସ ସତର୍କ କରାଇଛି । ଶିଶୁ ଚୋରି କରିବା ଏକ ଅମାନବୀୟ ଘଟଣା ବୋଲି କହିଛି ପୋଲିସ । ଏଥିସହ ଶିଶୁ ଚୋରି କରିବା ଭଳି ହୀନ ମାନସିକତା ଠାରୁ ଦୂରେଇ ରହିବାକୁ ପୋଲିସ…

‘ବିଗ ବସ ସିଜିନ-୧୬’ ରେ ଅଭିନେତା କରଣଙ୍କ ଏଣ୍ଟ୍ରିକୁ ନେଇ ହଟିଲା ରହସ୍ୟ

ମୁମ୍ବାଇ: ସଲମାନ ଖାନଙ୍କ ରିୟାଲିଟି ଶୋ 'ବିଗ ବସ ସିଜିନ-୧୬' ପାଇଁ ସମସ୍ତେ ଉତ୍ସୁକ ଥିବା ବେଳେ ଚଳିତ ସିଜିନରେ କେଉଁମାନଙ୍କୁ ଶୋ'ରେ ଏଣ୍ଟ୍ରି ମିଳୁଛି ତାହା ଜାଣିବା ପାଇଁ ଦର୍ଶକ ବେଶ ଆଗ୍ରହୀ ଅଛନ୍ତି। ଗତ କିଛି ଦିନ ହେବ ଅଭିନେତା କରଣ ପଟେଲ 'ବିଗ ବସ ସିଜନ-୧୬'ରେ ଆସିପାରନ୍ତି ବୋଲି…

କିଏ ହେବେ ‘ଖତ୍ରୋ କେ ଖିଲାଡ଼ି ସିଜନ-୧୨’ର ବିଜେତା ?

ନୂଆଦିଲ୍ଲୀ: ପ୍ରସିଦ୍ଧ ଫିଲ୍ମ ନିର୍ମାତା ରୋହିତ ଶେଟ୍ଟିଙ୍କ ପପୁଲାର ଷ୍ଟଣ୍ଟ୍ ରିଆଲିଟି ଶୋ' ଖତ୍ରୋ କେ ଖିଲାଡ଼ି ସିଜନ-୧୨ ସରିବାକୁ ଯାଉଛି। ଫାଇନାଲ ଏପିସୋଡ ପରେ ହେବ ଗ୍ରାଣ୍ଡ ଫିନାଲେ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଟିଭିର ଏହି ଲୋକପ୍ରିୟ ରିଆଲିଟି ଶୋ'ରେ ଅନେକ ଛୋଟ ପରଦା ଅଭିନେତା,…

‘ମି ଠୁ’ ପରେ ତନୁଶ୍ରୀଙ୍କ ନୂଆ ଅଭିଯୋଗ, କହିଲେ ହତ୍ୟା କରିବା ପାଇଁ ଚାଲିଥିଲା ଷଡ଼ଯନ୍ତ୍ର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚା ଘେରକୁ ଆସିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି, 'ମି ଠୁ' ଖୁଲାସା ହେବା ପରେ ତାଙ୍କୁ ବାରମ୍ବାର ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଇଥିଲା। ସୂଚନା ଥାଉକି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା ମି ଠୁ ଅଭିଯାନ…

ମାଛ ମାରି ଫେରୁଥିବା ବେଳେ ସମୁଦ୍ରରେ ଓଲଟିଲା ଡଙ୍ଗା

ପାରାଦୀପ: ମହାନଦୀ ମୁହାଣରେ ଅଘଟଣ । ଅଶାନ୍ତ ମୁହାଣରେ ଢେଉ ମାଡ଼ରେ ଓଲଟିଲା ମାଛଧରା ଡଙ୍ଗା । ଅଳ୍ପକେ ବର୍ତ୍ତିଲେ ୫ ମତ୍ସ୍ୟଜୀବୀ । ଅନ୍ୟ ଡଙ୍ଗା ସାହାଯ୍ୟରେ ୫ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଡଙ୍ଗା ସହିତ ଲକ୍ଷାଧିକ ଟଙ୍କାର ଜାଲ ଓ ମାଛ ଭାସି ଯାଇଛି ସମୁଦ୍ରରେ । ଗତକାଲି…

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ…

ଖେଳିବା, ବୁଲିବା ବୟସରେ ବଢ଼ୁଛି ମୁଣ୍ଡ, ଚିକିତ୍ସା ପାଇଁ ଦରକାର ଟଙ୍କା

ସୋନପୁର: ୪ ବର୍ଷର ଗୁଣ୍ଡୁ । ହେଲେ ବୟସ ଓ ଶରୀର ତୁଳନାରେ ଅସ୍ୱାଭାବିକ ଭାବେ ବଢ଼ି ଚାଲିଛି ମୁଣ୍ଡ । ସାଙ୍ଗସାଥୀଙ୍କ ସହ ଖେଳିବା ବୟସରେ ଗୁଣ୍ଡୁ ମାଆ କୋଳରେ । ଗୁଣ୍ଡୁର ମୁଣ୍ଡରେ ପାଣି ଜମୁଥିବାରୁ ଅସହ୍ୟ ଯନ୍ତ୍ରଣା ହେଉଛି । ସୋନପୁର ପୌରପରିଷଦ ତରିଆପଡ଼ାରୁ ରୁବି ବେରିଆ ଓ ପଲସ୍ତି…

ହିଟଲର ମରି ନ ଥିଲେ, ଜର୍ମାନୀରୁ ଲୁଚି କରି ପଳାଇ ଯାଇଥିଲେ ଆର୍ଜେଂଟିନା !

ବୁଏନ୍ସ ଏରିସ: ଜର୍ମାନୀର ଏକଚ୍ଛତ୍ରବାଦ ଶାସକ ଆଡଲ୍ଫ ହିଟଲର ଯୁଦ୍ଧ ସମୟରେ ମରି ନ ଥିଲେ । ସେ ଏକ ନାଜି ଜାହଜରେ ଜର୍ମାନୀରୁ ଲୁଚି କରି ଆର୍ଜେଂଟିନା ପଳାଇ ଆସିଥିଲେ ବୋଲି ଗବେଷକମାନେ କହିଛନ୍ତି । ଏହା କହିବା ପଛର କାରଣ ହେଲା ନିକଟରେ ଆର୍ଜେଂଟିନାରେ ଏକ ନାଜି ବୁଡାଜାହଜ ମିଳିଛି । ଏହା ୨୬୦…

ବଜାରରେ ବଢିପାରେ ଚାଉଳ ଦର !

ଓଡ଼ିଶା ସମ୍ବାଦ ବ୍ୟୁରୋ: ଘରୋଇ ବଜାରରେ ଚାଉଳର ମୂଲ୍ୟ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଚଳିତ ଖରିଫ ଋତୁରେ ଫସଲ କମ୍ ଉତ୍ପାଦନ ହୋଇଛି। ଏହାସହିତ ଅଣ ବାସୁମତି ଚାଉଳ ରପ୍ତାନିରେ ୧୧ ପ୍ରତିଶତ ଅଭିବୃଦ୍ଧି ହୋଇଛି। ଏହି କାରଣରୁ ଚାଉଳର ମୂଲ୍ୟ ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି।…

ଟି୨୦ରେ ବାବର-ରିଜୱାନଙ୍କ ବିଶ୍ୱରେକର୍ଡ

ଲାହୋର: ଆନ୍ତର୍ଜାତୀୟ ଟି୨୦ କ୍ରିକେଟରେ ପାକିସ୍ତାନର ଦୁଇ ଓପନର ବାବର ଆଜମ ଓ ମହମ୍ମଦ ରିଜୱାନ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ଟି୨୦ ମୁକାବିଲାରେ ଉଭୟ ଓପନିଂ ପାର୍ଟନରଶିପରେ ୧୧୭ ବଲରେ ଅପରାଜିତ ୨୦୩ ରନ ସଂଗ୍ରହ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୦ରୁ ଊର୍ଦ୍ଧ୍ୱ…