Latest Odisha News

BREAKING NEWS

ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ: ଧାୱନ ନେଇ ପାରନ୍ତି ଟିମ ଇଣ୍ଡିଆର ନେତୃତ୍ୱ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ କ୍ରିକେଟ ସିରିଜରେ ଭାରତୀୟ ଦଳର ନେତୃତ୍ୱ ଶିଖର ଧାୱନ ନେଇପାରନ୍ତି । ରିପୋର୍ଟ ମୁତାବକ ଅଷ୍ଟ୍ରେଲିଆରେ ୧୬ ଅକ୍ଟୋବରର ୧୩ ନଭେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ଚୟନ ହେବାକୁ ଥିବା ଖେଳାଳିମାନଙ୍କୁ ଏହି ସିରିଜରେ ବିଶ୍ରାମ…

ପୁରୀରେ କାର୍ତ୍ତିକ ହବିଷ୍ୟାଳୀମାନଙ୍କ ରହଣି ପାଇଁ କାଲିଠୁ ପଞ୍ଜିକରଣ ଆରମ୍ଭ

ପୁରୀ: ପବିତ୍ର କାର୍ତ୍ତିକ ମାସରେ ‘ରାଈଦାମୋଦର ବ୍ରତ’ ପାଇଁ ହବିଷ୍ୟାଳୀମାନଙ୍କ ଲାଗି ରହିବା ବ୍ୟବସ୍ଥା କରିବ ପୁରୀ ପ୍ରଶାସନ । ହବିଷ୍ଯାଳୀମାନଙ୍କ ରହଣି, ଜଗନ୍ନାଥ ଦର୍ଶନ, ମହାପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ସମସ୍ତ ବ୍ୟବସ୍ଥା ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯିବ ।…

ଟ୍ରକ୍-ବାଇକ୍ ଧକ୍କା, ୨ ଯୁବକ ମୃତ

ଅନୁଗୁଳ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ରାଜ୍ୟ ରାଜପଥ ୬୩ର ମାଳିବ୍ରାହ୍ମଣୀ ନିକଟରେ ଦୁର୍ଘଟଣା ହୋଇଛି । ଟ୍ରକକୁ ବାଇକ୍ ଧକ୍କା ଦେବା ଫଳରେ କୋଶଳା ଗାଁର ୨ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଅନୁଗୁଳ କୋଶଳା ଗାଁର…

କବିତା : ମତେ ମୋ ପରି

ସାଗରିକା ଦାସ ଅଦୃଶ୍ଯ ମୋ ଇଛାର ପରିଧିରେ ମୋତେ ମୋ ପରି ରହିବାକୁ ଦିଅ , ଯେମିତି ମୁଁ ମୋତେ ବୁଝାଇ ନେଇଛି ଥାପୁଡାଇ ମନକୁ ଫୁସଲେଇ ଦେଇଛି ଯାହା ନଥିଲା ମୋର , ନପାଇବାର ହିଁ ଥିଲା...... ସବୁ ପାଇଲେ ଅବା ଜୀବନ ନଷ୍ଟ ! ତୁମ ଦୁନିଆର ଝାପସା ଆଲୋକ ସଞୁଆ ପବନରେ କିଛି ମହକ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ ( ୨ )

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ ‘ଦଗ୍ଧ ଉପବନ’ ଦିନେ ମାଆଙ୍କର ଦେହ ଖରାପ ହୋଇଗଲା। ଆସ୍ଥା ଫୋନରେ ମାଆଙ୍କ ଦେହ ଖରାପ କଥା ସ୍ୱପ୍ନିଳକୁ ଜଣାଇଲା। ସ୍ୱପ୍ନିଳ ଆସି ଆସ୍ଥା ଘରେ ଅପ୍ରତ୍ୟାଶିତ ଭାବରେ ପହଞ୍ଚି ଗଲା । ଭିତର ଘରେ ଥିଲା ଆସ୍ଥା। ଶୁଣି ପାରିଲା ଦମ୍ଭିଲା ସ୍ୱରଟିଏ।"ମୁଁ…

ଏସିଆ କପ ଫାଇନାଲ: ପାକିସ୍ତାନ ସମ୍ମୁଖରେ ୧୭୧ ରନର ଟାର୍ଗେଟ, ଭାନୁକାଙ୍କ ଚମତ୍କାର ଅର୍ଦ୍ଧଶତକ

ଦୁବାଇ: ଚଳିତ ଏସିଆ କପ କ୍ରିକେଟ ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୭୧ ରନର ଟାର୍ଗେଟ ପାକିସ୍ତାନ ସମ୍ମୁଖରେ ରଖିଛି । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ୱେ ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ ବିଶେଷ କରି ଭାନୁକା ରାଜପାକ୍ଷେ ଚମତ୍କାର ଅପରାଜିତ ଅର୍ଦ୍ଧଶତକ ହାସଲ କରି ଦଳକୁ…

ପୂର୍ବାଂଚଳ ଆନ୍ତଃରାଜ୍ୟ ବ୍ୟାଡମିଂଟନ: ଇତିହାସ ରଚିଲେ ଓଡିଆ ଖେଳାଳି

ଭୁବନେଶ୍ୱର: ଓଡିଶାର ବ୍ୟାଡମିଂଟନ ଖେଳାଳିମାନେ ପୂର୍ବାଂଚଳ ଆନ୍ତଃ ରାଜ୍ୟ ବ୍ୟାଡମିଂଟନରେ ଇତିହାସ ରଚିଛନ୍ତି । ଉତରପ୍ରଦେଶର ଗୋରଖପୁର ଲାଭନିସ ଏକାଡେମୀରେ ଅନୁଷ୍ଠିତ ପ୍ରତିଯୋଗିତାରେ ସେମାନେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ଆୟୂଷ ପଟ୍ଟନାୟକ ଓ ଅବିନାଶ ମହାନ୍ତି ଯୋଡି ପୁରୁଷ ଡବଲ୍ସରେ…

ରୁଷ କବଜାରୁ ଇଜିୟମ ସହର ଛଡେଇ ନେଲ ୟୁକ୍ରେନ ସେନା

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ୨୦୦ ଦିନ ପାଖାପାଖି ପଂହଚିଲାଣି । ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଡିମିର ଜେଲେଁସ୍କି ଏବଂ ସୈନ୍ୟ ବାହିନୀର ଉଚିତ ରଣନୀତି ଯୋଗୁ ଯୁଦ୍ଧରେ ସେମାନେ ତିଷ୍ଠି ରହିଛନ୍ତି । ଖାରକିଭ ଅଂଚଳକୁ ରୁଷ କବଜାକୁ ନେବା ପରେ କିଛି ମାତ୍ରାରେ ହାଲକା ହୋଇ ଯାଇଥିଲା । ଏହାର ଫାଇଦା…

[ଦେଖନ୍ତୁ ଭିଡିଓ] ଲଜରେ ହାତ କାଟିବା ପରେ ଫ୍ୟାନରେ କାହିଁକି ଝୁଲି ପଡ଼ିଲେ ଛାତ୍ରୀ ?

ପୁରୀ: ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଆତ୍ମହତ୍ୟା ପ୍ରବଣତା । ଆଜି ପୁରୀ ବଡ଼ଶଙ୍ଖ ସ୍ଥିତ ଏକ ଲଜରୁ ଜଣେ ଛାତ୍ରୀଙ୍କ ମୃତଦେହ ମିଳିଛି । ଛାତ୍ରୀ ଜଣଙ୍କ ନିଜ ହାତ କାଟିବା ପରେ ବେକରେ ଓଢ଼ଣୀ ଲଗାଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣଙ୍କ ଭୁବନେଶ୍ୱର ଗଙ୍ଗନଗରର କଳ୍ପତରୁ…

ଦ୍ୱାରକା ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦଙ୍କ ପରଲୋକ

ଭୋପାଳ: ହିନ୍ଦୁ ଧର୍ମର ବଡ ଧର୍ମଗୁରୁ ଓ ଦ୍ୱାରକା ଏବଂ ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୯ ବର୍ଷ ହୋଇଥିଲା । ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲା ସ୍ଥିତ ଗାଟେଗାଁଓ ନିକଟସ୍ଥ ଜ୍ଞାତେଶ୍ୱର ଧାମରେ ତାଙ୍କ ନିଧନ ହୋଇଥିଲା ।…