Latest Odisha News

BREAKING NEWS

ଫିଟ ହେଲେ ବୁମରାହ, ହର୍ଷଲ

ବାଙ୍ଗାଲୋର: ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । ଟି୨୦ ବିଶ୍ୱକପ ପୂର୍ବରୁ ଦୁଇ ଆଘାତପ୍ରାପ୍ତ ବୋଲି ଯଶପ୍ରୀତ ବୁମରାହ ଓ ହର୍ଷଲ ପଟେଲ ଫିଟ ହୋଇଛନ୍ତି । ମିଡିଆ ରିପୋର୍ଟ ଅନୁସାରେ ସେମାନେ ଫିଟନେସ ଟେଷ୍ଟ କ୍ଲିୟର କରିଛନ୍ତି । ବାଙ୍ଗାଲୋରରେ ଏନସିଏରେ ସେମାନେ ବୋଲିଂ ଅଭ୍ୟାସ ମଧ୍ୟ…

ଆପର ବଢ଼ିଲା ଅଡୁଆ: ଲୋ ଫ୍ଲୋର ବସ କିଣା ଦୁର୍ନୀତିର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ସରକାର ଅଡୁଆ ବଢ଼ିବାରେ ଲାଗିଛି । ଏକ ହଜାର ଲୋ ଫ୍ଲୋର ବସ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଅସିବା ପରେ ଏବେ ଉପ ରାଜ୍ୟପାଳ ଭିକେ ସକ୍ସେନା ଏହାକୁ ସିବିଆଇ ତଦନ୍ତ ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜୁନରେ ଏଲଜି ଅଫିସକୁ ଆସିଥିବା ଅଭିଯୋଗ…

ମାଟି ଅତଡ଼ା ଖସି ଶ୍ରମିକଙ୍କ ମୃତ୍ୟୁ

ଅନୁଗୁଳ: ମାଟି ଅତଡା ଖସିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଧଉରାଖମଣ ନିକଟରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ ଛେଣ୍ଡିପଦା ବ୍ଲକରେ ନାଗାର୍ଜୁନ କମ୍ପାନୀ ପକ୍ଷରୁ ମେଗା ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ଛେଣ୍ଡିପଦାରୁ…

କବିତା : ନିବେଦନ

ଗଦାଧର ସାହୁ  ହେ ପ୍ରଭୁ ! ମୋ ଗର୍ବ ମୋ ଅହଂକାର ଅତି ଦାନର ବଡିମା, ତୁମର ଗୋଟିଏ ପାଦ ତଳକୁ ନିଅଣ୍ଟ । ଥରେ ତୁମେ ଚାପିଥିଲ ତୁମ ପାଦ ବଳି ରାଜା ମଥା ପରେ, ଲଭିଥିଲେ ଶାନ୍ତି, ମୁକ୍ତି ମୋକ୍ଷ ପ୍ରାପ୍ତି ସେ ପାଦ ସ୍ପର୍ଶରେ । ଏବେ ତୁମେ ଆଉଥରେ ଚାପିଦିଅ ସେହି ପାଦ ସକଳ…

ଅନୁବାଦ ଗଳ୍ପ : ନଦୀ ଓ ସେତୁ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୯  ମୂଳ ହିନ୍ଦୀ : ମହୀପ ସିଂହ  ଲାହୋର ଷ୍ଟେସନରୁ ଯେତେବେଳେ ଟ୍ରେନ୍ ଛାଡ଼ିଲା, ମୋ ମନ ଭାରାକ୍ରାନ୍ତ ହୋଇଉଠିଲା । ଏବେ ଆମେ ଯେଉଁ ସ୍ଥାନ ଆଡ଼କୁ ଅଗ୍ରସର ହେଉଥିଲୁ, ସେଠାରେ ଆଜକୁ ଚଉଦବର୍ଷ ପୂର୍ବେ ଏକ ଅଭାବନୀୟ ସଂହାରଲୀଳ ସଂଘଟିତ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଉପନ୍ୟାସ 'ଦଗ୍ଧ ଉପବନ' ଚିଠି ଚିଠି ଡାକିବାର ଶବ୍ଦ ଶୁଣାଗଲା ! ଦୁଆର ମୁହଁକୁ ଯାଇ ଦେଖେତ ପୋଷ୍ଟମ୍ୟାନ ଅଙ୍କଲ ହାତରେ ଗୋଟିଏ ନୀଳ ରଙ୍ଗର ଅନ୍ତର୍ଦେଶୀୟ ପତ୍ରଟେ ବଢ଼ାଇ ଦେଇ କହିଲେ, ମାଆ ତୋର ଚିଠି । ଖୁସିରେ ଚିଠିଟି ଖୋଲି ପକେଇଲା ଆସ୍ଥା । ତାର ଲେଖା ଲେଖି…

ଭାଗ୍ୟ ହେଲା ବଇରୀ; ପଡ଼ୋଶୀ ଆକ୍ରମଣରେ ବାପପୁଅ ପଙ୍ଗୁ, ମାଗୁଛନ୍ତି ସାହାଯ୍ୟ

ପାରାଦୀପ: ଭାଗ୍ୟ ଯେବେ ବଇରୀ ହୁଏ ସବୁକିଛି ଓଲଟ ପାଲଟ ହୋଇଯାଏ । ଏମିତି ହିଁ ଏହି ବାପପୁଅଙ୍କ ପାଇଁ ନିୟତି ନିଷ୍ଠୁର ହୋଇ ପଡ଼ିଛି । ଅଭାବୀ ପରିବାରର ଦୁଇ ଦୁଇଜଣ ରୋଜଗାରିଆ ମଣିଷ ଆଜି ପଙ୍ଗୁ ପ୍ରାୟ । ଯେଉଁ ହାତ ଗୋଡ଼ ଦିନେ ଅହରହ ପରିଶ୍ରମ କରି ପରିବାର ପୋଷୁଥିଲା ଆଜି ଶଯ୍ୟାରେ ପଡ଼ି ଜୀବନ…

ହ୍ୟାକ ହେଲା ପୁରୀ ଜିଲ୍ଲାପାଳଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ

ପୁରୀ: ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଫିସିଆଲ ଟ୍ୱିଟର ଆକାଂଉଟ ହ୍ୟାକ ହୋଇଛି । ଚୀନର କୌଣସି ଏକ ହ୍ୟାକର ଏହା କରିଥିବା ପ୍ରାରମ୍ଭିକ ସୂଚନାରୁ ମିଳିଛି । ଆକାଂଉଟ ହ୍ୟାକ ହେବା ପରେ ଜିଲ୍ଲାପାଳ ସଙ୍ଗେ ସଙ୍ଗେ ତଦନ୍ତ ପାଇଁ ଆଇଟି ସେଲକୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାହ୍ନରେ ଏହା ହ୍ୟାକ…

ଆସନ୍ତା ୪ ବର୍ଷ ପାଇଁ ପୁନର୍ବାର ଏନସିପି ମୂଖ୍ୟ ଭାବେ ନିର୍ବାଚିତ ହେଲେ ଶରଦ ପାୱାର

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ଚାଣକ୍ୟ ଭାବେ ବିବେଚନା କରାଯାଉଥିବା ଶରଦ ପାୱାରଙ୍କୁ ପୁନର୍ବାର ନ୍ୟାଶନାଲ କଂଗ୍ରେସ ପାର୍ଟି(ଏନସିପି)ର ସଭାପତି ଭାବେ ନିର୍ବାଚିତ କରାଯାଇଛି । ୮୧ ବର୍ଷୀୟ ପାୱାର ପୁନର୍ବାର ଏନସିପିର କ୍ଷମତା କେନ୍ଦ୍ର ସାଜିଛନ୍ତି । ସେ ୪ବର୍ଷ ପାଇଁ ଏହି ଦାୟିତ୍ୱରେ…

ପ୍ରଶଂସକଙ୍କ ପାଇଁ କୋହଲି ଶେୟାର କଲେ ପିଲା ବେଳର ଫଟୋ: ଖାଓ, ପିଓ ଐଶ କରୋ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ । କୋହଲିଙ୍କ ଏହି ଶତକକୁ…