Latest Odisha News

BREAKING NEWS

ଟି୨୦ ବିଶ୍ୱକପ କ୍ରିକେଟ: କୋହଲି, ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା

ମୁମ୍ବାଇ: ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପାଇଁ ଭାରତୀୟ ଦଳର ଘୋଷଣା ହୋଇଯାଇଛି । ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଅଗ୍ନିପରୀକ୍ଷା ସଦୃଶ । ତେବେ ଆସନ୍ତୁ ନଜର ପକାଇବା ଟିମ ଇଣ୍ଡିଆର ପଜିଟିଭ ଏବଂ ନେଗେଟିଭ ଦିଗ ପ୍ରତି ।…

ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ଅସାମାଜିକଙ୍କ ଆଡ୍ଡାସ୍ଥଳୀ, ବିପଦରେ ବସୁଛନ୍ତି କୁନି ଛୁଆ

କାମକ୍ଷାନଗର: ଅଧା ଛପର ନଥିବା ଚାଳ ଘର । ଚାଳ ଛପର ଅଧା ଉଡ଼ି ଯାଇଥିବା ବେଳେ କାନ୍ଥରେ ବି ବଳ ନାହିଁ । କେତେବେଳେ ଭୁଶୁଡ଼ି ପଡ଼ିବ କହିବା ମୁସ୍କିଲ୍ । ତଥାପି ଏଭଳି ବିପଦସଂକୁଳ ଅବସ୍ଥାରେ ଅଙ୍ଗନୱାଡ଼ି ପିଲାଙ୍କୁ ପଢ଼ା ଯାଉଛି । ଆଉ ୟେ ହେଉଛି ପିଲାଙ୍କ ପାଇଁ ୭ ଲକ୍ଷ ଟଙ୍କାରେ ନିର୍ମାଣ…

ଇଂଲଣ୍ଡରୁ କୋହିନୂର ହୀରା ଫେରାଇ ଆଣିବା ଲାଗି ଜୋର୍ ଧରିଲା ଦାବି

ପୁରୀ: ଫେରିବ କି କୋହିନୂର ହୀରା ? ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ମସ୍ତକରେ ଶୋଭା ପାଇବ କି ଦୁର୍ମୂଲ୍ୟ କୋହିନୂର ହୀରା ? ସଫଳ ହେବ କି ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ? ବ୍ରିଟେନ୍ ରାଣୀଙ୍କ ଦେହାନ୍ତ ପରେ ଏବେ ଏଭଳି ଅନେକ ଅସମାହିତ ପ୍ରଶ୍ନ ଉଙ୍କି ମାରୁଛି ଅଗଣିତ ଜଗନ୍ନାଥ…

ତାମିଲ ଫିଲ୍ମରେ ଡେବ୍ୟୁ କରିବେ ସଞ୍ଜୟ

ମାଡ୍ରାସ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଲୋକେଶ କନଗରାଜ ତାଙ୍କର ଆଗାମୀ ଫିଲ୍ମ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଥାଲାପତି ବିଜୟ ଅଭିନୀତ ଏହି ଫିଲ୍ମରେ ସଞ୍ଜୟ ଦତ ଗ୍ୟାଙ୍ଗଷ୍ଟାର ଭୂମିକା କରୁଛନ୍ତି । ସଞ୍ଜୟଙ୍କ ଏହା ପ୍ରଥମ ତାମିଲ ଫିଲ୍ମ ହେବାକୁ ଯାଉଛି ।…

ସ୍ୱାମୀ ସ୍ୱରୂପାନନ୍ଦଙ୍କ ଉତରାଧିକାରୀଙ୍କ ନାମ ଘୋଷଣା

ଭୋପାଳ: ଦ୍ୱାରକା ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ନିଧନ ପରେ କିଏ ତାଙ୍କ ଉତରାଧିକାରୀ ହେବ ସେ ନେଇ କଳ୍ପନା ଜଳ୍ପନା ଚାଲିଥିଲା । ସୋମବାର ଜ୍ୟୋତିଷ ପୀଠର ଶଙ୍କରାଚାର୍ଯ୍ୟ ଭାବେ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କୁ ଓ ସ୍ୱାମୀ ସଦାନନ୍ଦ ସରସ୍ୱତୀଙ୍କୁ ଶାରଦା ପୀଠର…

ଡାକ୍ତର ହେବ ତ ଏମିତି…ରୋଗୀର ଜୀବନ ବଂଚାଇବେ ପାଇଁ ଦୌଡିଲେ ୩ କିଲେମିଟର

ବାଙ୍ଗାଲୋର: ଡାକ୍ତରଙ୍କୁ ଭଗବାନ ଏକ ରୂପ ଭାବେ ବିବେଚନା କରାଯାଏ । ଅବଶ୍ୟ ଏବେ ଅଥଲୋଭରେ କେତେଜଣଙ୍କ ପାଖରେ ବ୍ୟତୀକ୍ରମ ଦେଖିବାକୁ ମିଳିଛି । ତେବେ ବାଙ୍ଗାଲୋରର ଜଣେ ଡାକ୍ତର ରୋଗୀ ବଂଚାଇବା ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କଲେ ତାହାକୁ ଯେତେ ପ୍ରଶଂସା କରାଯିବ କମ ହେବ । ମଣିପାଲ ହସପିଟାଲର…

ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ, ଫାଟିଲା ସରପଞ୍ଚଙ୍କ ମୁଣ୍ଡ

ବାଲେଶ୍ୱର: ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ହାତାହାତି । ଗଣ୍ଡଗୋଳ ଓ ମାରପିଟରେ ସରପଞ୍ଚଙ୍କ ମୁଣ୍ଡ ଫାଟି ଯାଇଛି । ତେଣ୍ଟେଇ ହାଇସ୍କୁଲ ପ୍ରଧାନଶିକ୍ଷକଙ୍କ ବଦଳି ବାତିଲ୍ ଦାବି କରି ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ ଗଣ୍ଡଗୋଳ ହୋଇଥିଲା । ହାତାହାତିରେ ସରପଞ୍ଚଙ୍କ ସହ ୩ ଜଣ ଆହତ…

୮୯ ବର୍ଷରେ ବି ବୃଦ୍ଧଙ୍କ ମନ ମାନୁନି…..ଅଭିଯୋଗ କଲେ ୮୭ ବର୍ଷୀୟା ପତ୍ନୀ

ପ୍ରେମ କିଛି ମାନେନା । ଏହା ଶାଶ୍ୱତ । ତେବେ ଏଥିରେ ଯଦି ଶାରୀରିକ ତୃଷ୍ଣା ମେଂଟାଇବା ଅତି ମାତ୍ରାରେ ଭରିଯାଏ...ତାହା ଏକ ପ୍ରକାର ଯନ୍ତ୍ରଣା ପାଲଟିଯାଏ । ସେ ଆଉ ପ୍ରେମ ହୋଇ ରହେନା । ତାହାଏକ ରୋଗ ପାଲଟିଯାଏ କହିଲେ ଭୁଲ ହେବନି । ଏ ଭଳି ଏକ ଘଟଣା ଗୁଜରାଟ ଭଦୋଦରାରେ ସମ୍ମୁଖକୁ ଆସିଛି ।…

ନୂଆଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ନୂଆଖାଇ ପରିବାର ତରଫରୁ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ନୂଆଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ ଆଗାମୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଆଲୋଚନା…

ନାମ ଅକ୍ଷୟ – କୃତୀ ଅକ୍ଷୟ

ହରିହର କାନୁନ୍‍ଗୋ ସେଦିନ ଥିଲା ୨୦୨୨ ମସିହା ସେପ୍ଟେମ୍ବର ୨ ତାରିଖ, ସକାଳ ୮ ଟା ଉତ୍କଳ ବିଶ୍ୱବିଦ୍ୟାଳୟର ଚିତ୍ତରଞ୍ଜନ ବାବୁ ମୋ ଫୋନ୍‍ ନମ୍ବର ନ ପାଇ ବାଣୀବିହାର ହାଇସ୍କୁଲର ସାର୍‍ ଚକ୍ରଧର ତ୍ରିପାଠୀଙ୍କୁ କହିଲେ କାନୁନ୍‍ଗୋ ସାର୍‍ଙ୍କୁ କହିଦେବେ ଅକ୍ଷୟ ବାବୁ ଚାଲିଗଲେ । ତାଙ୍କଠାରୁ…