Latest Odisha News

BREAKING NEWS

ପ୍ରଶଂସକଙ୍କ ପାଇଁ କୋହଲି ଶେୟାର କଲେ ପିଲା ବେଳର ଫଟୋ: ଖାଓ, ପିଓ ଐଶ କରୋ

ମୁମ୍ବାଇ: ଏସିଆ କପ କ୍ରିକେଟରେ ଦୀର୍ଘ ଦିନ ପରେ ବିରାଟ କୋହଲି ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ଏହା ତାଙ୍କ ମୁଣ୍ଡରୁ ଏକ ବଡ ବୋଝ ହଟେଇ ଦେଇଛି କହିଲେ ଭୁଲ ହେବନି । ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ସେ ମାତ୍ର ୬୧ ବଲରେ ୧୨୨ ରନର ଇିନଂସ ଖେଳିଥିଲେ । କୋହଲିଙ୍କ ଏହି ଶତକକୁ…

ମେଟ୍ରିକ ସାର୍ଟିଫିକେଟ ପାଇଁ ଦବାକୁ ପଡୁଛି ୨୦୦ ଟଙ୍କା

ଯାଜପୁର : ମେଟ୍ରିକ ପାସ କରିଥିଲେ ମଧ୍ୟ ସାର୍ଟିଫିକେଟ ଦିଆଯାଉ ନାହିଁ  । ଆଉ ଯଦି ସାର୍ଟିଫିକେଟ ଦରକାର , ଦେବାକୁ ପଡିବ ୨୦୦ ଟଙ୍କା । ତାହା ପୁଣି ବିନା ରସିଦରେ  । ଟଙ୍କା ନାହିଁ ତ ସାର୍ଟିଫିକେଟ ନାହିଁ  । ଏଭଳି କିଛି ଅଭିଯୋଗ କରିଛନ୍ତି ଯାଜପୁର ଜିଲ୍ଲା ଦାନଗଦି ବ୍ଳକ ଶାଳୀଜଙ୍ଗା…

ଅବସର ନେଲେ ଆରୋନ ଫିଂଚ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆର ଅଧିନାୟକ ଆରୋନ ଫିଂଚ ଆଜି ଦିନିକିଆ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରବିବାର ନ୍ୟୁଜିଲାଣ୍ଡ ବିପକ୍ଷରେ ସେ ତାଙ୍କ କ୍ୟାରିୟରର ଅନ୍ତିମ ମ୍ୟାଚ ଖେଳିବେ । ତେବେ ସେ ଟି୨୦ ଖେଳିବା ଜାରୀ ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ଘରୋଇ ପରିବେଶରେ ହେବାକୁ ଥିବା…

ବିପ୍ଲବଙ୍କୁ ତ୍ରିପୁରାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କଲା ବିଜେପି

ଅଗରତାଲା: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ କରିଛି । ସେପ୍ଟମ୍ବର ୨୨ରେ ହେବାକୁ ଥିବା ରାଜ୍ୟସଭା ଉପ ନିର୍ବାଚନରେ ସେ ତ୍ରିପୁରାରରୁ ପ୍ରାର୍ଥୀ ହେବେ । ମାଣିକା ସାହା ମୁଖ୍ୟମନ୍ତ୍ରୀ ହେବା ପରେ ଏହି ରାଜ୍ୟସଭା ଆସନ ଖାଲି ପଡିଥିଲା ।…

ଗୋଟିଏ ରାତିରେ ୩ଟି ମନ୍ଦିରରୁ ସିରିଜ୍ ଲୁଟ୍

କାମାକ୍ଷାନଗର: ଗୋଟିଏ ରାତିରେ ୩ଟି ମନ୍ଦିରରୁ ଚୋରି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର ବିଭିନ୍ନ ମନ୍ଦିରରୁ ସିରିଜ୍ ଲୁଟ୍ ହୋଇଛି । ଶୁକ୍ରବାର ବିଳମ୍ବିତ ରାତିରେ ଚୋର ଏକକାଳୀନ ତିନି ତିନୋଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ମନ୍ଦିରରୁ ମୁକୁଟ ସହ…

ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ପ୍ରତ୍ନତତ୍ୱବିତ ବିବି ଲାଲଙ୍କ ପରଲୋକ

ନୂଆଦିଲ୍ଲୀ: ରାମ ଜନ୍ମଭୂମିର ପ୍ରମାଣ ଖୋଜି ବାହାର କରିଥିବା ଭାରତର ପ୍ରତ୍ନତତ୍ୱ ସର୍ବେକ୍ଷଣର ପୂର୍ବତନ ମହାନିର୍ଦ୍ଦେଶକ ପ୍ରଫେସର ଡ. ବ୍ରଜବାସୀ ଲାଲଙ୍କର ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ପଦ୍ମଶ୍ରୀ ତଥା ପଦ୍ମଭୂଷଣ ସମ୍ମାନ ହାସଲ କରିଥିବା ବିବି ଲାଲଙ୍କୁ ୧୦୧ ବର୍ଷ ହୋଇଥିଲା ।…

ପ୍ରବଳ ବର୍ଷାରେ ଭାଙ୍ଗିଗଲା ଅସ୍ଥାୟୀ ବ୍ରିଜ୍

କୋରାପୁଟ: ପ୍ରବଳ ବର୍ଷାରେ ଅସ୍ଥାୟୀ ବ୍ରିଜ୍ ଭାଙ୍ଗି ଯାଇଛି । ସୀମାନ୍ତ ଆନ୍ଧ୍ରର ସମ୍ବାଇ ନିକଟ ବାଇଲୁଗୁଡା ନିକଟରେ ଅସ୍ଥାୟୀ ବ୍ରିଜ ଭାଙ୍ଗିଯିବା ସହ ନିର୍ମାଣାଧିନ ନୂତନ ବ୍ରିଜର କିଛି ଅଂଶ ଧୋଇ ଯାଇଛି । ଫଳରେ କୋରାପୁଟ ଜିଲ୍ଲା ପଟାଙ୍ଗିରୁ ସମ୍ବାଇକୁ ଗମନା ଗମନ ଠପ୍ ହୋଇ ଯାଇଛି । ଗତ…

ଟିମ ଚୟନ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଖୋଜୁଛି ବିସିସିଆଇ

ମୁମ୍ବାଇ: ଆଉ ହାତଗଣତି ଦିନ ପରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବ ଟି୨୦ କ୍ରିକେଟ ବିଶ୍ୱକପ । ଏସିଆ କପରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ ପ୍ରଶଂସକଙ୍କୁ ବ୍ୟଥିତ କରିବା ସହ ସେପ୍ଟମ୍ବରରେ ହେବାକୁ ଥିବା ବିଶ୍ୱକପ ନେଇ ଚିନ୍ତାରେ ପକାଇଛି । ବିଶ୍ୱକପ ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା…

ପୋଖରୀରୁ ମୃତଦେହ ଉଦ୍ଧାର

ପୁରୀ : ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରାସ୍ତା ବାଲିଗୁଆଳି ନିକଟରେ ଥିବା ଏକ ପୋଖରୀ ରୁ ମୃତ ଦେହ ଉଦ୍ଧାର ହୋଇଚି। ସ୍ଥାନୀୟ ଲୋକ ମୃତଦେହ ଭାସୁଥିବା ଦେଖି ପୋଲିସକୁ ଖବର ଦେବାପରେ ପେଣ୍ଠକଟା ମେରାଇନ ଥାନା…

ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ରାସ୍ତା ପ୍ରଶସ୍ତିକରଣ, ପ୍ରଥମେ ଥଇଥାନ ପରେ ବିସ୍ଥାପନ ଦାବି

ପୁରୀ: ଝଲସିବ ଶ୍ରୀକ୍ଷେତ୍ର, ବଢ଼ିବ ଗାରିମା । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ୭୫ ମିଟର ଚୌହଦୀରୁ ଉଚ୍ଛେଦ ସରିଥିବା ବେଳେ ଏବେ ଶ୍ରୀମନ୍ଦିର ପାଖ କାକୁଡ଼ି ଖାଇ ଛକଠାରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ରାସ୍ତା ଖୁବଶୀଘ୍ର ପ୍ରଶସ୍ତିକରଣ ହେବ । ଗୋଟିଏ ସରଳରେଖାରେ ରହିବ କାକୁଡ଼ିଖାଇରୁ ସ୍ୱର୍ଗଦ୍ୱା…