Latest Odisha News

BREAKING NEWS

କିଶୋର କୁମାରଙ୍କ ଜୁହୁ ଘରେ କୋହଲି ଖୋଲିବେ ହୋଟେଲ

ମୁମ୍ବାଇ: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ମହାନ ଗାୟକ କିଶୋର କୁମାରଙ୍କ ଜୁହୁ ଘରେ ହୋଟେଲ ଖୋଲିବେ । କୋହଲି ୫ ବର୍ଷ ପାଇଁ ଏହାକୁ ଲିଜରେ ନେଇଛନ୍ତି । କିଶୋର ଓ ଲୀନାଙ୍କ ପୁତ୍ର ସୁମିତଙ୍କ ସହ କୋହଲି ଏ ନେଇ କିଛି ଦିନ ତଳେ ଆଲୋଚନା କରିଥିଲେ । ଶେଷରେ ସୁମିତ ଏହାକୁ ଭଡା…

ଅବସର ପରେ ଯବାନଙ୍କ ପ୍ରଶିକ୍ଷଣ କେନ୍ଦ୍ର, ମାଗଣା ଦେଉଛନ୍ତି ତାଲିମ୍

ଯାଜପୁର: ଦୌଡ଼କୁଦ ସାଙ୍ଗକୁ ବ୍ୟାୟାମ ପୁଣି ସାଇକେଲିଂ । ଫିଟେନସ୍ ଟିପ୍ସ ସହିତ ଦିଆ ଯାଉଛି ଭଳିକ ଭଳି ତାଲିମ୍ । ତେବେ ସରକାରଙ୍କ ପକ୍ଷରୁ ଏଭଳି ପ୍ରଶିକ୍ଷଣ ଦିଆଯାଉ ନାହିଁ । ଅବସରପ୍ରାପ୍ତ ସୈନିକ ତରୁଣ କୁମାର ଦାସ ନିଜ ଉଦ୍ୟମରେ ଏଭଳି ପ୍ରଶିକ୍ଷଣ କେନ୍ଦ୍ର ଖୋଲିଛନ୍ତି । ୨୦୨୦ ମସିହାରେ…

କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର ମକ ଡ୍ରିଲ୍

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ଅଗ୍ନି ନିର୍ବାପନ ସୁରକ୍ଷା ସମ୍ବନ୍ଧୀୟ ଏକ ମକ ଡ୍ରିଲ କରାଯାଇଛି । ଗୁରୁବାର ପୂର୍ବାହ୍ନରେ ହସ୍ପିଟାଲ ପରିସରରେ କର୍ମଚାରୀ ଏବଂ ସାଧାରଣ ଜନତାଙ୍କ ଭିତରେ ସଚେତନତା ପାଇଁ ମକ ଡ୍ରିଲ୍ କରାଯାଇଛି । କ୍ୟାପିଟାଲ ହସ୍ପିଟାଲରେ କୌଣସି ଅଘଟଣ ଘଟିଲେ ଏହାକୁ…

ଅନୁବାଦ କବିତା : ବିବାହିତାଙ୍କୁ

ମୂଳ ରଚନା : ଜୟ ଗୋସ୍ବାମୀ କିନ୍ତୁ କଥାଟା କଣ ଜାଣ ତୁମେ ମୋ ସାମନାରେ ଛିଡ଼ା ହେଲେ ହିଁ ତୁମ ଭିତରେ ମୁଁ ଏକ ବନ୍ୟ, ଘଞ୍ଚ ବୁଦା ଦେଖିବାକୁ ପାଏ ଆଉ ସେ ବୁଦା ଆଢୁଆଳରେ ଏକ ମୃତ ଦେହ ଘୋଡ଼ା ହୋଇ ପଡ଼ିଛି ଏବଂ ଅନେକ ଦିନ ଧରି ଅଛି। ମାତ୍ର ଆଶ୍ଚର୍ଯ୍ୟର କଥା ଏଇ ମୃତଦେହ ପାଣି ,…

ନୂଆଖାଇରେ ସୋନପୁରର ସ୍ୱତନ୍ତ୍ର ପାହୁର ପରମ୍ପରା

ସୋନପୁର: ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲା ସହ ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହୋଇଛି ଗଣପର୍ବ ନୂଆଖାଇ ।  ସୋନପୁର ଗଡ଼ଜାତରେ ଲୋକେ ଆନନ୍ଦ ଉହ୍ଲାସରେ ନବାନ୍ନ ଖାଇଛନ୍ତି । ଇଷ୍ଟଦେବୀ ମା ସୁରେଶ୍ୱରୀଙ୍କ ପାଖରେ ନବାନ୍ନ ସହ ଅନ୍ୟବୈଞ୍ଜନ ପିଠାପଣା ଆଦି ନାନାଦି ଭୋଗ ଲାଗି ହୋଇଛି । ଆଉ ଏହି…

ମହିଳା ବିଜେଡି କାର୍ଯ୍ୟକାରିଣୀ କମିଟିରେ ମୃତ ମହିଳାଙ୍କ ନାଁ ଘୋଷଣା

ବ୍ରହ୍ମପୁର: ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ପାଇଁ ବୁଧବାର ନାମ ଘୋଷଣା କରାଯାଇଛି। ଦଳର ରାଜ୍ଯ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏହି ନାମ ଗୁଡିକ ଘୋଷଣା କରିଛନ୍ତି। ତେବେ ଏହି ତାଲିକାରେ ଏକ ରୋଚକ…

ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମୃତ

ଭୁବନେଶ୍ୱର: ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ବୁଡ଼ି ଯିବାରୁ ମୋତି ଗୋଲାରୀଙ୍କ ମୃତ୍ୟୁ ଘଟିଛି । ମୋତି ଏବଂ ତାଙ୍କ ସ୍ୱାମୀ ଅର୍ଜୁନ ଗୋଲାରୀ ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଯାତ୍ରା…

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ପ୍ରଭାତ ମହାପାତ୍ରଙ୍କ ଆଠଟି କବିତା ସଙ୍କଳନର ସମାହାର 'ପ୍ରଭାତ ସମ୍ଭାର' ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ବିଶିଷ୍ଟ ଜୀବନୀକାର ସତ୍ୟନାରାୟଣ ମହାପାତ୍ର, ଭାଷାବିତ ଦେବାଶିଷ ମହାପାତ୍ର ଏବଂ ପ୍ରକାଶକ ତଥା ଲେଖକ…

ଆନ୍ଧ୍ରପ୍ରଦେଶରୁ ମାଙ୍କଡ଼ ଆଣି ଓଡ଼ିଶା ସୀମାରେ ଛାଡୁଥିଲେ ଦୁଇ ଯୁବକ; ବନ ବିଭାଗ କଲା ଗିରଫ

ବ୍ରହ୍ମପୁର: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଶ୍ରକାକୁଲମରୁ ଗଞ୍ଜାମ ଜିଲାର ପାତ୍ରପୁର ବ୍ଲକ ଅଞ୍ଚଳକୁ ମାଙ୍କଡ଼ ଆଣି ଛଡ଼ା ହେଉଥିଲା। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ ମଧ୍ଯ କରାଯାଇଛି। ଅଭିଯୁକ୍ତ ଦୁଇଜଣ ହେଲେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର ପି. ନାଗରାଜୁ (୨୩) ଏବଂ ଏଲୁରୁ ଜିଲାର ରମେଶ ସିଂ…

ଡି ଗ୍ରୁପ ସଦସ୍ୟ, ଦାଉଦଙ୍କ ବିଷୟରେ ସୂଚନା ଦେଲେ ଏନଆଇଏ ଦେବ ୨୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସି ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମ ଓ ତାର ସଦସ୍ୟଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କୁ ୨୫ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରାଯାଇଛି । ଏନଆଇଏ ରିପୋର୍ଟ ଅନୁସାରେ ଡି ଗ୍ରୁପ ଏବେ ଭାରତରେ ନକଲି ଟଙ୍କା, ଅସ୍ତ୍ରଶସ୍ତ୍ର, ବିସ୍ଫୋଟକ ଓ…