Latest Odisha News

BREAKING NEWS

ନଦୀ ସୁରକ୍ଷା କାନ୍ଥ ସଟର ପ୍ଲେଟ ବାହାର ବେଳେ ଅଘଟଣ, ଶ୍ରମିକଙ୍କ ମୃତ୍ୟୁ

ରାୟଗଡ଼ା: ଠିକା କାମ ବେଳେ ଶ୍ରମିକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉନି । ଫଳରେ ଶ୍ରମିକଙ୍କ ଜୀବନ ଯାଉଛି । କଲ୍ୟାଣସିଂହପୁର ସଦର କଲ୍ୟାଣୀ ନଦୀର ସୁରକ୍ଷା କାନ୍ଥର ସଟର ପ୍ଲେଟ ବାହାର କରିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ କାଶୀପୁର ବ୍ଲକ ସିଙ୍ଗାରୀ ଖଡ଼କା ଗାଁର…

ଆପ ଅଭିଯୋଗର ଯାଂଚ କରିବା ପାଇଁ ଉପ ରାଜ୍ୟପାଳଙ୍କୁ ପତ୍ର ଲେଖିଲେ ବିଜେପିର ୭ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଛକା ପଞ୍ଝା ଚାଲିଛି । ବୁଧବାର ସମସ୍ତ ୭ ବିଜେପି ଏମପି ଆମ ଆଦମୀ ପାର୍ଟି ଆଣିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଅପରେଶନ ଲୋଟସ ଅଭିଯୋଗ ପ୍ରକୃତ ଯାଂଚ…

[ଦେଖନ୍ତୁ ଭିଡିଓ] ପିହୁ ନିଖୋଜର ସିବିଆଇ ତଦନ୍ତ ଦାବି କଲେ ମାଆ

ଯାଜପୁର: ପିହୁକୁ ଖୋଜି ଆଣିଲେ ପୁରସ୍କାର । ପ୍ରଥମେ ୨୦ ହଜାର ଆଉ ଏବେ ୫ ଲକ୍ଷ ଟଙ୍କା । ୨୦୨୦ ମସିହା ଅଗଷ୍ଟ ୯ ତାରିଖରେ ଯାଜପୁର ଜିଲ୍ଲା ମଧୁସୂଦନପୁର ଗାଁ ଦାଣ୍ଡରେ ଖେଳୁଥିବା ବେଳେ ନିଖୋଜ ହୋଇ ଯାଇଥିଲା ୫ ବର୍ଷର ପିହୁ । ଇତି ମଧ୍ୟରେ ପିହୁ ନିଖୋଜକୁ ୨ ବର୍ଷ ବିତିଛି । ପିହୁକୁ ଖୋଜି…

କବିତା : ଆହେ ଗଜାନନ

ନିରୁପମା ପତି ଆହେ ଗଜାନନ ପାର୍ବତୀ ନନ୍ଦନ ବିଘ୍ନ ବିନାଶନ ଗଣପତି , ରକ୍ତବର୍ଣ୍ଣ ତୁମେ ପାଶଙ୍କୁଶ ଧାରୀ ସର୍ବ ସିଦ୍ଧିଦାତା ରମ୍ୟକାନ୍ତି ।(୧) ପ୍ରଭୁ ଏକଦନ୍ତ ପାର୍ବତୀ କୁମର ଗଜେନ୍ଦ୍ର ବଦନ ଲମ୍ବୋଦର, ରିଦ୍ଧି-ସିଦ୍ଧିଦାତା ହେ ବିଶ୍ଵ କରତା ଗିରିଜା ତନୟ ପ୍ରିୟବର।(୨)…

ବିବାଦୀୟ ଇଦଗା ପଡିଆରେ ହେବନି ଗଣେଶ ପୂଜା, ସ୍ଥିତାବସ୍ଥା ବଜାୟ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବାଙ୍ଗାଲୋରର ଇଦଗା ପଡିଆରେ ଗଣେଶ ପୂଜା ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବଭଳି ଏହି ବିବାଦୀୟ କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୁହାଯାଇଛି । ପୂର୍ବରୁ କର୍ଣ୍ଣାଟକ ସରକାର ଓ ହାଇକୋର୍ଟ ଏଠାରେ ଗଣେଶ ପୂଜା ଆୟୋଜନ କରିବା ନେଇ…

ସାଫ ମହିଳା ଚାମ୍ପିୟନଶିପ: ସମ୍ଭାବ୍ୟ ଭାରତୀୟ ଦଳରେ ୨ ଓଡିଆ

ଭୁବନେଶ୍ୱର: ଆସନ୍ତା ମାସରେ ନେପାଳରେ ମହିଳା ସାଫ ଚାମ୍ପିୟନଶିପ ଆୟୋଜିତ ହେବ । ଏଥିପାଇଁ ମଙ୍ଗଳବାର ୨୬ ଜଣିଆ ସମ୍ଭାବ୍ୟ ଫୁଟବଲ ଖେଳାଳିଙ୍କ ନାମ ଘୋଷଣା କରାଯାଇଛି । ଏହି ଦଳରେ ଓଡିଶାର ୨ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ମନୀଷା ପନ୍ନା ଓ ଜୁଲି କିଶାନ । ପୁଣେ ଅଭ୍ୟାସ ଶିବିରରେ…

ଅକ୍ଷୟଙ୍କ ସହ ଫିଲ୍ମ କରିବେ ରାଜକୁମାର ହିରାନୀ

ମୁମ୍ବାଇ: କ୍ରମାଗତ ଫ୍ଲପ ଫିଲ୍ମ ଯୋଗୁ ଚିନ୍ତାରେ ପଡିଥିବା ଅକ୍ଷୟ କୁମାରଙ୍କୁ ବଡ ଆଶ୍ୱସ୍ତି ମିଳିଛି । ପ୍ରତିଷ୍ଠିତ ଫିଲ୍ମମେକର ରାଜକୁମାର ହିରାନୀ ତାଙ୍କୁ ନେଇ ଫିଲ୍ମ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ଖବର ପ୍ରସାରିତ ହେବା ପରେ ଅକ୍ଷୟଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ…

ଅନ୍ତିମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଲୋପ ପାଇଲା ବ୍ରାଜିଲର ଆୱା ଜନଜାତି

ରିଓ: ବ୍ରାଜିଲର ପୁରାତନ ଜନଜାତି ଆୱାର ସମ୍ପ୍ରଦାୟର ଶେଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ଏହି ଜନଜାତି ଲୋପ ପାଇଯାଇଛି । ପରିବେଷବିତ ମାନେ ଏ ନେଇ ଦୁଃଖପ୍ରକାଶ କରିଛନ୍ତି । ବ୍ରାଜିଲର ଇଣ୍ଡିଜିନିୟସ ପ୍ରୋଟେକ୍ସନ ଏଜେନ୍ସି ଫୁନାଇ ପକ୍ଷରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ସ୍ପଷ୍ଟ କରାଯାଇଛି…

[ଦେଖନ୍ତୁ ଭିଡିଓ] ୫ ମାସ ହେଲା ଛୁଆ, ଗର୍ଭବତୀ, ପ୍ରସୂତିଙ୍କୁ ମିଳିନି ଅଣ୍ଡା ଓ ଛତୁଆ

କାମାକ୍ଷାନଗର: ଅଙ୍ଗନୱାଡ଼ି ଛୁଆଙ୍କୁ ଛତୁଆ ମିଳୁନି । ଦିଦି ଅଣ୍ଡା ନଦେଇ ଖାଇ ଦେଉଛନ୍ତି । ଲୋକେ ପଚାରିଲେ ଦିଦି ଓଲଟା କହୁଛନ୍ତି, ବିଲ୍ ପାସ୍ ହୋଇନି ମୁଁ କୋଉଠୁ ଦେବି । ଏଭଳି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବେଲବଣିଆ ସାହି ଅଙ୍ଗନୱାଡ଼ି କେନ୍ଦ୍ରର ଦିଦିଙ୍କ…

କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ପତ୍ର: ତୁମେ ବି ରାଜନୀତି ଆଉ କ୍ଷମତା ଲୋଭରେ ଭୁଲିଗଲ ଆଦର୍ଶ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ବ୍ୟକ୍ତିଗତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କେଜ୍ରିୱାଲଙ୍କୁ ଲେଖିଛନ୍ତି ରାଜନୀତି ଓ କ୍ଷମତା ଲୋଭରେ ତୁମେ ତୁମ ଆଦର୍ଶ ଭୁଲି ଯାଇଛ । ସ୍ୱରାଜ ନାମକ ପୁସ୍ତକରେ କେତେ ଭଲ ଜିନିଷ ଲେଖିଥିଲ, ସେ ସବୁ…