Latest Odisha News

BREAKING NEWS

କାମାକ୍ଷାନଗର ମହିମା ଆଶ୍ରମରେ ନୂଆଁଖାଇ ପାଳିତ

କାମାକ୍ଷାନଗର: ମଢି ସ୍ଥିତ ମହିମା ଆଶ୍ରମ ଠାରେ କୌପୁନି ଧାରୀ ମହିମା ସମାଜ ପକ୍ଷରୁ ଗଣପର୍ବ ନୂଆଁ ଖାଇ ପାଳିତ ହୋଇଯାଇଛି। ଭୋର ସମୟରୁ ମହିମା ଧର୍ମର ନୀତି ଅନୁଯାୟୀ ମହିମା ସନ୍ୟାସୀ ମାନେ ଏହି ପର୍ବ ସଂପନ୍ନ ହୋଇଛି । ହଜାର ହଜାର ସଂଖ୍ୟକ ଭକ୍ତ ଓ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଅଂଶ…

କାନପୁରା ଗାଁରେ ପିଡିଏସ ଦୁର୍ନୀତି ଅଭିଯୋଗ; ଭୂତ ନାଁରେ ଚାଉଳ ହଡ଼ପ କଲେ ସମ୍ପାଦିକା!

କାମାକ୍ଷାନଗର: କାନପୁରା ଗାଁରେ ପିଡିଏସ ଚାଉଳ ବଣ୍ଟନରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି ମା ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା । ସଂଘର ସମ୍ପାଦିକା ଜ୍ୟୋସ୍ନାମୟୀ ବିଶ୍ୱାଳଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଭୂତ ନାଁରେ ଚାଉଳ ହଡପ…

ଗଳ୍ପ : ପାର୍ସଲ

ଶ୍ୱେତପଦ୍ମା ପାଢୀ ଡେଲିଭରୀ ବୟଟି ପାର୍ସଲ ଧରେଇ ଦେଇ ଚାଲିଗଲା । ପ୍ରାପ୍ତେଷୁ ସ୍ଥାନରେ ବାପାଙ୍କ ନାଁ ଲେଖା ହେଇଛି କିନ୍ତୁ ପ୍ରେରକ ସ୍ଥାନରେ ନାଁ ସହ ସଂଜ୍ଞାଟି ନଥିଲା । ନଥିଲା ବି ପ୍ରେରକର ଠିକଣା । ବାପା ଘରେ ସମସ୍ତଙ୍କୁ ପଚାରିଲେ କାହାର ଅନଲାଇନ୍ କିଛି ଜିନିଷ ଆସିବାର ଥିଲା କି ?…

ହଂକଂକୁ ରାତିରେ ସୂର୍ଯ୍ୟ ଦେଖାଇଲେ ଯାଦବ

ଦୁବାଇ: ଚଳିତ ଏସିଆ କପ କ୍ରିକେଟରେ ବୁଧବାର ଅନୁଷ୍ଠିତ ହଂକଂ ବିପକ୍ଷ ମ୍ୟାଚରେ ଭାରତୀୟ ବ୍ୟାଟ୍ସମ୍ୟାନ ଧୂଆଁଧାର ବ୍ୟାଟିଂ ପ୍ରଦର୍ଶନ କରି ୧୯୩ ରନର ବିଜୟ ଲକ୍ଷ୍ୟ ପ୍ରଦାନ କରିଛନ୍ତି । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ହଂକଂକୁ ହତଚକିତ କରି ଦେଇଥିଲା । ସେ ମାତ୍ର ୨୬ ବଲରେ ୬…

୩୦୦ କିଲୋମିଟର ପ୍ରତି ଘଂଟାରେ ମାଡି ଆସୁଛି ସାମୁଦ୍ରିକ ଝଡ ହିନିମନୋର

ଟୋକିଓ: ଚଳିତ ବର୍ଷରୁ ସବୁଠାରୁ ବଡ ବାତ୍ୟା ଚୀନ ସାଗରରେ ସୃଷ୍ଟି ହୋଇଛି । ଏହା ସମୁଦ୍ର ମଧ୍ୟରେ ବଳ ଗୋଟାଇବା ଆରମ୍ଭ କରିଛି । ବୁଧବାର ୟୁଏସ ଜଂଏଟ ଟାଇଫୁନ ୱାର୍ଣ୍ଣିଂ ସେଂଟର ଜାରୀ ବୁଲେଟିନ ଅନୁସାରେ ଏହା ଏବେ ୨୫୭ କିଲୋମିଟର ବେଗରେ ମାଡି ଆସୁଛି । ଏହା ୩୦୦ କିଲୋମିଟର ପର୍ଯ୍ୟନ୍ତ ବଢ଼ିବ…

ମରକ୍କୋ ସମୁଦ୍ରରେ ରହୁଥିଲା ଏହି ଭୟଙ୍କର ଜୀବ

ଲଣ୍ଡନ: ସମୁଦ୍ରରେ ରହସ୍ୟ ଏବେ ବି ସମ୍ପୂର୍ଣ୍ଣ ଭାବେ ଉଜାଗର ହୋଇପାରି ନାହିଁ । କିଛି ନା କିଛି ଅଦ୍ଭୁତ ତଥ୍ୟ ବୈଜ୍ଞାନିକଙ୍କ ହାତରେ ଲାଗୁଛି । କିଛି ଦିନ ତଳେ ମରକ୍କୋର ବୈଜ୍ଞାନିକମାନଙ୍କୁ ଏକ ଅଦ୍ଭୁତ ସାମୁଦ୍ରିକ ଜୀବର ଜୀବାଶ୍ମ ମିଳିଛି । ଯାହା କି ଦେଖିବାକୁ ଅତି ଭୟଙ୍କର । ଏହାର ଦାନ୍ତ…

ଆପ ନେତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବେ ଉପ ରାଜ୍ୟପାଳ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର କେତେକ ନେତାଙ୍କ ବିରୋଧରେ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ମାନହାନୀ କେସ କରିବା ନେଇ ବିଚାର କରୁଛନ୍ତି । ଆପର କେତେକ ନେତା ସକ୍ସେନାଙ୍କ ବିରୋଧରେ ସିଧା ସଳଖ ଦୁର୍ନୀତି ଅଭିଯୋଗ ଆଣିଥିଲେ । ୨୦୧୬ ବିମୁଦ୍ରୀକରଣ ସମୟରେ ଖଦି ବୋର୍ଡର ଅଧ୍ୟକ୍ଷ ଥିବା…

[ଦେଖନ୍ତୁ ଭିଡିଓ] ନୂଆଖାଇ ପାଇଁ ଉତ୍ସବମୁଖର ପଶ୍ଚିମ ଓଡ଼ିଶା

ନୂଆପଡ଼ା: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଭାବ ଓ ଭାଇଚାରାର ପର୍ବ ନୂଆଖାଇ ପାଇଁ ଲୋକଙ୍କ ମନରେ ଉତ୍ସାହ । ବର୍ଷକର ଏହି ପର୍ବ ପାଇଁ ନୂଆପଡ଼ା ଜିଲ୍ଲା ବାସୀ ପ୍ରସ୍ତୁତି ସାରି ଅପେକ୍ଷା କରିଛନ୍ତି ସେପ୍ଟେମ୍ବର ଏକ ସକାଳକୁ । ନୂଆଖାଇ ପାଇଁ ବଜାରରେ ଭିଡ଼ ଜମୁଛି । ବିଶେଷ…

ଜ୍ୟାକଲିନଙ୍କ ଅଡୁଆ ବଢ଼ିଲା, ସମନ ଜାରୀ କଲା ପଟିୟାଲା ହାଉସ କୋର୍ଟ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଅଡୁଆ ବଢ଼ିଛି । ବୁଧବାର ପଟିୟାଲା ହାଉସ କୋର୍ଟ ସମନ ଜାରୀ କରିବା ସହ ସେପ୍ଟମ୍ବର ୧୨ରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି । ପ୍ରବର୍ତନ ନିର୍ଦ୍ଦେଶାଳୟ ୨୧୫ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ଏହି ନିର୍ଦ୍ଦେଶାନାମା ଦେଇଛନ୍ତି ।…

[ଦେଖନ୍ତୁ ଭିଡିଓ] ମାତ୍ର ୬ ମିନିଟରେ ଗଜାନନଙ୍କ ଓଲଟା ଚିତ୍ର ଆଙ୍କିଲେ ଆୟୁଷ

ପୁରୀ: ଅଗ୍ରପୂଜ୍ୟ ବିଘ୍ନ ବିନାଶକଙ୍କ ପୂଜାକୁ ନେଇ ସବୁଠି ଉତ୍ସାହ । ଗଣେଶ ଚତୁର୍ଥୀ ଅବସରରେ ପୁରୀର ଛାତ୍ର ଆୟୁଷ ମହାପାତ୍ର ଆଙ୍କିଛନ୍ତି ଗଣେଶଙ୍କ ନିଆରା ଚିତ୍ରକଳା । ରିଭର୍ସ ସ୍ପିଡ୍ ପେଣ୍ଟିଂ ତଥା ଗଣେଶଙ୍କ ଓଲଟା ଚିତ୍ର ଆଙ୍କି ଆୟୁଷ ସମସ୍ତଙ୍କୁ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ।…