Latest Odisha News

BREAKING NEWS

ବାଇକରେ ବ୍ରାଉନସୁଗାର ଚୋରା ଚାଲାଣ ବେଳେ ୩ ଗିରଫ

ବରଗଡ଼: ଅତାବିରା ପୋଲିସକୁ ବଡ଼ ସଫଳତା ମିଳିଛି । ଆନ୍ତଃରାଜ୍ୟ ବ୍ରାଉନସୁଗାର ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ପୋଲିସ । ଅତାବିରା ଥାନା ଗୋଡ଼ଭଗା-ସରଣ୍ଡା ରାସ୍ତାରେ ବାଇକରେ ଆସୁଥିବା ୩ ଜଣ ଯୁବକଙ୍କ ପାଖରୁ ବ୍ରାଉନସୁଗାର ଜବତ ହୋଇଛି । ୧୦୯.୫ ଗ୍ରାମ୍ ବ୍ରାଉନସୁଗାର ପୋଲିସ ଜବତ…

ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ

କୁଇନ୍ସଲାଣ୍ଡ: ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ ଏବଂ କାଓ ଥେରାପୀ । ନର୍ଥ କୁଇନ୍ସଲାଣ୍ଡରେ କାଓ କଡଲିଙ୍ଗ କେନ୍ଦ୍ରର ସ୍ଥାପନା କରାଯାଇଛି । ଏଠାରେ ମାନସିକ ରୋଗୀ ଆସି ଗାଈଙ୍କ ସହ ସମୟ କାଟୁଛନ୍ତି । ଆଉଁସିବା,…

ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ କେସକୁ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ସହିତ ଜଡିତ ସମସ୍ତ ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତ । ବାବ୍ରି ମସଜିଦ ଭଙ୍ଗ ଏବଂ ଗୁଜରାଟ ଦଙ୍ଗା କେସ ବନ୍ଦ ହେବା ପରୋକ୍ଷରେ ବିଜେପିକୁ ଆଶ୍ୱସ୍ତି ପ୍ରଦାନ କରିଛି । ଗୁଜରାଟ ଦଙ୍ଗାର ୯ଟି ମାମଲାରୁ ୮ଟିର ଶୁଣାଣୀ ଶେଷ ହୋଇଛି । ନାରୋଦା ମାମଲାର…

୨ ହାତୀ ମୃତ୍ୟୁ ଘଟଣାରେ ନିଲମ୍ବିତ ହେଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ

କେନ୍ଦୁଝର: ୨ ମାଈହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି RCCF । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସଦର ରେଞ୍ଜ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବିତ କରାଯାଇଛି । ଫରେଷ୍ଟର ପ୍ରଦୀପ ବାରିକ ଓ ଫରେଷ୍ଟ ଗାର୍ଡ ମିତ୍ରଭାନୁ ନାୟକଙ୍କୁ ନିଲମ୍ବିତ କରିଛନ୍ତି RCCF । ଏନେଇ ଡିଏଫ୍ଓ…

ଇରାକରେ ଶ୍ରୀଲଙ୍କା ଭଳି ପରିସ୍ଥିତି: ଅଲସଦରଙ୍କ ଅବସର ଘୋଷଣା ପରେ ସଂସଦରେ ଧସେଇ ପସିଲେ ସମର୍ଥକ

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି । ସୋମବାର ଇରାକର ପ୍ରଭାବଶାଳୀ ଶିୟା ଧର୍ମଗୁରୁ ମୁକ୍ତଦା ଅଲ ସଦର ରାଜନୀତିରୁ ଚାପର ବଶୀଭୂତ ହୋଇ ସନ୍ୟାସ ଘୋଷଣା କରିଥିଲେ । ଏପରିକି ସମସ୍ତ ପାର୍ଟି କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ…

ଆଂଚଳିକ ଅସମାନତାକୁ ଶେଷ କରିବା ପାଇଁ ଦେଶରେ ୫ ରାଜଧାନୀ ସପକ୍ଷରେ ହିମନ୍ତ

ଗୌହାଟୀ: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଦେଶରେ ୫ ରାଜଧାନୀର ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ଆଂଚଳିକ ଅସମାନତାକୁ ଶେଷ କରିହେବ ବୋଲି ସେ କହିଛନ୍ତି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ଟୁଇଟରରେ ବାକ୍ୟ ବିନିମୟ ହେବା ପରେ ସେ ଏହି କଥା କହିଛନ୍ତି ।…

ବୈଷୟିକ ତ୍ରୁଟି ଯୋଗୁ ନାସାର ଆର୍ଟେମିସ-୧ ଲଚିଂ ଘୁଂଚିଲା

ୱାଶିଂଟନ: ଆମେରିକା ସ୍ପେଶ ଏଜେନ୍ସି ନାସା ସୋମବାର ଆର୍ଟେମିସ-୧ ଲଂଚିକୁ ବୈଷୟିକ ତ୍ରୁଟି ଯୋଗୁ ଘୁଂଚାଇ ଦିଆଯାଇଛି । ଫ୍ଲୋରିଡାର କେନେଡି ସ୍ପେଶ ସେଂଟରରୁ ସ୍ପେଶ ଲଂଚ ସିଷ୍ଟମ ରକେଟ ଓ ଓରିୟନ କ୍ୟାପସୁଲକୁ ୪୨ ଦିନ ମିଶନରେ ପଠାଇବା ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା । ଟିମ ଇଂଜନ ନମ୍ବର ୩ରେ…

ଶାହାରୁଖଙ୍କ ଜୱାନ ପାଇଁ ବିଜୟ ସେତୁପତି ନେଇଛନ୍ତି ୨୧ କୋଟି !

ମୁମ୍ବାଇ: ବଲିଉଡ ଅଭିନେତା ଶାହାରୁଖ ଖାଁଙ୍କ ଅଗାମୀ ଫିଲ୍ମ ଜୱାନ ନେଇ ନୂତନ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଏହି ଫିଲ୍ମ ପାଇଁ ଦକ୍ଷିଣ ଭାରତର ଲୋକପ୍ରିୟ କଳାକାର ବିଜୟ ସେତୁପତି ୨୧କୋଟି ନେଇଛନ୍ତି । ଏହା ପୂର୍ବରୁ ସେ ଗୋଟିଏ ଫିଲ୍ମ ପାଇଁ ୧୫ କୋର୍ଟ ଚାର୍ଜ କରୁଥିଲେ । ଏଥିରେ…

୯ କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ମନା କଲେ କାର୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଅଭିନେତା କାର୍ତିକ ଆର୍ଯ୍ୟନ ଏବେ ପୁନର୍ବାର ଚର୍ଚ୍ଚାରେ । ଭୁଲ ଭୁଲେୟା-୨ର ସଫଳତା ପରେ କାର୍ତିକଙ୍କୁ ଏକ ବିଜ୍ଞାପନ ଭଲ ଅର୍ଥର ଅଫର ଆସିଥିଲା । ମାତ୍ର ସେ ଏହାକୁ ମନା କରିଦେଇଥିଲେ । କଣ ପାଇଁ ମନା କରିବା ନେଇ ଆଲୋଚନା ପରେ ଜଣାପଡିଥିଲା ଯେ, ଏକ ପାନ ମସଲା…

ଘେରାଉ ନାଁରେ କଂଗ୍ରେସର ଦାଦାଗିରି, ପୌର ନିର୍ବାହୀ ଅଧିକାରୀଙ୍କୁ ଆକ୍ରମଣ ଉଦ୍ଯମ

ବାଲିଗୁଡ଼ା: ଉଗ୍ର ହେଉଛି କଂଗ୍ରେସ । ଘେରାଉ ନାଁରେ କରୁଛି ଦାଦାଗିରି । ବାଲିଗୁଡ଼ା ଏନଏସିରେ ଦୁର୍ନୀତି ହେଉଥିବା ଅଭିଯୋଗ କରି କଂଗ୍ରେସ ଆଜି ଆନ୍ଦୋଳନ କରିଥିଲା । ଏନ୍ଏସି କାର୍ଯ୍ୟାଳୟ ଘେରାଉ କରିଥିଲା ବାଲିଗୁଡ଼ା ନଗର କଂଗ୍ରେସ । କିନ୍ତୁ ଆନ୍ଦୋଳନ ନାଁରେ କଂଗ୍ରେସ ନେତା ଓ କର୍ମୀ ସବୁ…