Latest Odisha News

BREAKING NEWS

ଲଜରେ ଚାଲିଥିଲା ଦେହ ବେପାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣୁପୁର: ଲଜରେ ସେକ୍ସ ରାକେଟ୍ । ଲୁଚାଛପାରେ ଚାଲିଛି କାରବାର । ବଡ଼ ସହରରୁ ଏବେ ଛୋଟ ସହରକୁ ବ୍ୟାପିଲାଣି ଦେହ କାରବାର । ଗୁଣୁପୁରର ୨ଟି ଲଜରେ ପୋଲିସ୍ ରେଡ୍ କରି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ ୨ ଗ୍ରାହକଙ୍କ ସହ ୨ଟି ଲଜର ମାଲିକ ଓ ମ୍ୟାନେଜରଙ୍କୁ ମିଶାଇ ପୋଲିସ ୫…

ଚୀନକୁ ଚ୍ୟାଲେଂଜ : ତାଇୱାନ ଜଳଡମୁରୁମଧ୍ୟ ଦେଇ ଗଲା ଆମେରିକାର ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜ

ୱାଶିଂଟନ: ତାଇୱାନ ପ୍ରସଙ୍ଗରେ ଆଜି ଆମେରିକାର ପଦକ୍ଷେପ ଚୀନକୁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଆମେରିକା ତାର ୨ଟି ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜକୁ ବିବାଦୀୟ ଜଳଡମରୁମଧ୍ୟ ଦେଇ ଚୀନର ନାକ ତଳେ ଅଭ୍ୟାସ କରିଛି । ଚୀନକୁ ଏହି ଦ୍ୱୀପ ସଦୃଶ ସ୍ଥାନକୁ ସର୍ବଦା ନିଜର ବୋଲି ଦାବୀ କରି ଆସିଛି ।…

ଅଡୁଆରେ ରାମସେତୁ ଫିଲ୍ମ, ମେକର୍ସଙ୍କୁ ଲିଗାଲ ନୋଟିସ ପଠାଇଲେ ସୁବ୍ରମଣ୍ୟମ

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ରାମସେତୁ ଏବେ ଅଡୁଆରେ ପଡିଛି । ଫିଲ୍ମ ଭୁଲ ତଥ୍ୟ ପ୍ରଦାନ କରିବା ନେଇ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ମେକର୍ସଙ୍କୁ ଲିଗାଲ ନୋଟିସ ପଠାଇଛନ୍ତି । ଗତ ମାସରେ ଏ ନେଇ ସେ ମେକର୍ସଙ୍କୁ ଚେତାବନୀ ଦେଇଥିଲେ । ଅକ୍ଷୟ କୁମାରଙ୍କ ସମେତ ସେ ୮ଜଣଙ୍କୁ…

ସିଂହଦ୍ଵାର ସମ୍ମୁଖ ଅରୁଣ ସ୍ତମ୍ଭରେ ଫାଟ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ଥିବା ଅରୁଣ ସ୍ତମ୍ଭରେ ଫାଟ ଦେଖା ଦେଇଛି । କିଭଳି ଭାବେ ଏହି ସ୍ତମ୍ଭରେ ଫାଟ ସୃଷ୍ଟି ହୋଇଛି ତାହା ସ୍ପଷ୍ଟ ହୋଇନଥିବା ବେଳେ ଭବିଷ୍ୟତରେ ଏହି ଫାଟ ଅରୁଣ ସ୍ତମ୍ଭ ପ୍ରତି ବିପଦ ସୃଷ୍ଟି କରିବ ବୋଲି ଆଶଙ୍କା କରାଯାଉଛି । ତେବେ ଏହି ସ୍ତମ୍ଭର…

ବନ୍ୟା ପାଣି ଛାଡ଼ିବା ପରେ ଭୁଶୁଡ଼ିଲା ୨ ଶହ ମିଟର ନଦୀ ବନ୍ଧ

ପୁରୀ: ଲଗାଣ ବର୍ଷା ପରେ ଆସିଥିବା ବନ୍ୟା ଛାଡ଼ି ଯାଇଛି । ନଦୀର ଜଳସ୍ତର ହ୍ରାସ ପାଇବା ସହ ସ୍ଥାନେ ସ୍ଥାନେ ଶୁଖି ବାଲି ଦେଖା ଗଲାଣି । ବନ୍ୟା ପାଣି ଛାଡ଼ିବା ପରେ ଭାର୍ଗବୀ ନଦୀର ଶାଖା ନଦୀ ନୂଆନଈରେ ନଦୀ ବନ୍ଧ ଭୁଶୁଡ଼ି ପଡ଼ିଛି । ଜମାରସୁଆଁ ଗାଁ ନିକଟରେ ନୂଆନଈ ବାମପାର୍ଶ୍ଵ ବନ୍ଧର ୨ଶହ…

[ଦେଖନ୍ତୁ ଭିଡିଓ] SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଥାନା ଅଧିକାରୀଙ୍କୁ ଦାୟୀ କରି ଏତଲା

ବାଲିଗୁଡ଼ା: ପୋଲିସ୍ ଏସ୍ଆଇ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ପରିବାର ଲୋକେ ଥାନା ଅଧିକାରୀଙ୍କୁ ଦାୟୀ କରିଛନ୍ତି । ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବରଙ୍କୁ ସ୍ୱାଗତିକାଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରି ଏତଲା ଦେଇଛନ୍ତି ପରିବାର ଲୋକେ । ଗତକାଲି ସରକାରୀ କ୍ୱାର୍ଟରରୁ ଏସ୍ଆଇ…

ଶିଶୁ କବିତା : ଚମ୍ ଚମ୍

ପୂଣ୍ୟପ୍ରଭା ଦେବୀ ଚମ୍ ଚମ୍ ଚମ୍ ଚମ୍ ଖାଇବାକୁ ତତେ ଦିନେ କୁନା ହେଲା ନାକେଦମ୍ ଆସିଥିଲେ ମାମୁଁ ଥରେ ଆଣି ତତେ ସାଥିରେ କୁନା ଟୁନା ଖୁସିହୋଇ ଉଠୁଥିଲେ ମାତିରେ । ବୋଉ ବେଶୀ ଦେଲାନାହି ଗୋଟେ ଗୋଟେ ଦେଇକି ରୋଷଘରେ ଶିକାପରେ ରଖିଦେଲା ନେଇକି। ତା ପରେ ଯାଇ ବୋଉ…

ଅନୁବାଦ ଗଳ୍ପ : ଡେରା ବାବା ନାନକ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୭ ମୂଳ ଉର୍ଦ୍ଦୁ : ଯୋଗୀନ୍ଦର ପାଲ୍‌ ଯେତେବେଳେ ଶରୀରକୁ କିଛି ଗୋଟିଏ ବାଧା ପହଞ୍ଚେ, ତାହା ଆତ୍ମାକୁ ବି ଛୁଇଁଥାଏ । ଜୀବନସାରା ସେ ସ୍ମୃତି ଅପାସୋରା ରହିଯାଏ । ସେଇଥିପାଇଁ ପ୍ରାୟ ପଚାଶ ବର୍ଷ ବିତି ସାରିଥିଲେ ସୁଦ୍ଧା ବାରମ୍ବାର…

କବିତା : ଆକାଶ-ପୁରୁଷ

ସଞ୍ଜୟ କୁମାର ସାହୁ ମୋତେ ଏକା ପରି ଦିଶନ୍ତି ଆକାଶ ଆଉ ପୁରୁଷ !! ସମୁଦ୍ରରେ ପାଦ ଥାଇ ଦୁହିଁଙ୍କ ଆଁ ଭିତରେ ଯେମିତି ଅୟୁତ ଯୁଗର ଶୋଷ !! ପିଲାଙ୍କ ଚିତ୍ରଖାତା ପରି ବହୁବର୍ଣ୍ଣା ଚିତ୍ରିତ ଆକାଶ ତା' ହସରେ ଜହ୍ନରାତି ତା' ଲୁହରେ ମେଘରାତି ତା' କୋହରେ ଖରାତାତି ତା'…

ଭାରତର ଆଇସିସି ଟୁର୍ଣ୍ଣାମେଂଟ ପ୍ରସାରଣ ଅଧିକାର ହାତେଇଲା ଷ୍ଟାର ଟିଭି ନେଟୱର୍କ

ନୂଆଦିଲ୍ଲୀ: ୨୦୨୪ରୁ ୨୭ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଆଇସିସି ଟୁର୍ଣ୍ଣାମେଂଟର ଭାରତ ପାଇଁ ପ୍ରସାରଣ ଅଧିକାର ଷ୍ଟାର ଟିଭି ନେଟୱାର୍କ ହାତେଇଛି । ଏଥିରେ ପୁରୁଷ-ମହିଳା ଦିନିକିଆ, ଟି୨୦ ବିଶ୍ୱକପ ଓ ଚାମ୍ପିୟନ୍ସ ଟ୍ରଫି ମୁକାବିଲା ବି ସାମିଲ । କେତେ ଅର୍ଥରେ ଡିଜନୀ ଷ୍ଟାର ଏହି ରାଇଟ୍ସ…