Latest Odisha News

BREAKING NEWS

ଡୋପ ଟେଷ୍ଟରେ ଧରା ପଡିଲେ ଡିସକସ ଥ୍ରୋୟର ନଭଜିତ, ୩ ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡା ପଦକ ବିଜେତା ଭାରତର ଡିସକସ ଥ୍ରୋୟର ନଭଜିତ କୌର ଢ଼ିଲୋଁ ଡୋପ ଟେଷ୍ଟରେ ଧରା ପଡିଛନ୍ତି । ଆଥଲେଟିକ୍ସ ଇଂଟିଗ୍ରେଟି ୟୁନିଟ ପକ୍ଷରୁ ତାଙ୍କୁ ୩ ବର୍ଷ ବାସନ୍ଦ କରାଯାଇଛି । ତାଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସ ଡିହାଇଡ୍ରୋକ୍ଲୋରମିଥାଇଲଟେଷ୍ଟୋଷ୍ଟେରୋନର…

ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ ଦଣ୍ଡାଦେଶ

ରାୟଗଡ଼ା: ହତ୍ୟା ଅଭିଯୁକ୍ତକୁ ଆଜୀବନ ଜେଲ୍ । ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଏକ ହତ୍ୟାକାଣ୍ଡ ମାମଲାର ବିଚାର କରି ହତ୍ୟାକାରୀକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ଏଥି ସହ ୧୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ୨୦୧୯ ମସିହା ଫେବ୍ରୁଆରୀ ୯ ତାରିଖରେ…

ସୌରଜଗତ ବାହାରେ ଥିବା ଗ୍ରହରେ ମିଳିଲା କାର୍ବନ ଡାଇଅକ୍ସାଇଡ

ନୂଆଦିଲ୍ଲୀ: ନାସାର ଜେମ୍ସ ୱେବ ସ୍ପେଶ ଟେଲିସ୍କୋପ ମାଧ୍ୟମରେ ସୌରଜଗତ ବାହାରେ ଥିବା ଏକ ଗ୍ରହରେ କାର୍ବନ ଡାଇଅକ୍ସାଇଡ ଥିବା ଜଣାପଡିଛି । ଏହି ଗ୍ରହ ଏକ ଗ୍ୟାସ ଜଂଏଟ ଓ ସୂର୍ଯ୍ୟଙ୍କ ପରି ଏକ ନକ୍ଷତ୍ର ଚାରିପଟେ ଘୁରି ବୁଲୁଛି । ଏହାର ନାମ ବୈଜ୍ଞାନିକମାନେ ଡବ୍ଲ୍ୟୁଏଏସପି-୩୯ବି ରଖାଯାଇଛି ।…

ବାରହା ଶିକାର ଫାସରେ ପଡ଼ି ଆଖି ବୁଜିଲା ଦନ୍ତା

ଅନୁଗୁଳ: ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ଲାଗି ଦନ୍ତାହାତୀର ମୃତ୍ୟୁ ହୋଇଛି । ସାତକୋଶିଆ ଅଭୟାରଣ୍ୟ ପମ୍ପାସର ରେଞ୍ଜ ଜଗନ୍ନାଥପୁର ଗାଁ ନିକଟ ଏକ ଆମ୍ବତୋଟାରୁ ମିଳିଥି ଦନ୍ତାହାତୀର ମୃତଦେହ । ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର…

[ଦେଖନ୍ତୁ ଭିଡିଓ] ରୋଗଗ୍ରସ୍ତ ଘରର ମୁଖ୍ୟ, ଚିକିତ୍ସା ପାଇଁ ଦରକାର ସହାୟତା

ଯାଜପୁର: ଦୁଇ ଝିଅ, ପୁଅ ଓ ସ୍ତ୍ରୀକୁ ନେଇ ଦାଶରଥିଙ୍କ ସଂସାର । ହେଲେ ଏ ଖୁସିର ସଂସାରରେ ଏବେ ଲାଗି ଯାଇଛି ରୋଗର ଗ୍ରହଣ । ବିଞ୍ଝାରପୁର ବ୍ଲକ ପ୍ରୀତିପୁର ହରିଜନ ସାହିର ଦାଶରଥି ମଲ୍ଲିକ । ପରିବାରର ମୁଖ୍ୟ ରୋଜଗାରିଆ ଦାଶରଥି ଏବେ କିଡନୀ ରୋଗରେ ଆକ୍ରାନ୍ତ । ଦାଶରଥି କିଡନୀ ରୋଗରେ…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ଐତିହାସିକ ବ୍ରୋଞ୍ଜ ପଦକ ଜିତିଲେ ସାଇରାଜ-ଚିରାଗ

ଟୋକିଓ: ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଡବଲ୍ସ ଯୋଡି ସାତ୍ୱିକସାଇରାଜ ରେଡ୍ଡୀ ଓ ଚିରାଗ ସେଟ୍ଟୀ ଐତିହାସିକ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ପୁରୁଷ ଡବଲ୍ସରେ ଭାରତର କୌଣସି ଖେଳାଳି ଏହି ସଫଳତା ହାସଲ କରି ନ ଥିଲେ । ସେମିଫାଇନାଲ ମୁକାବିଲାରେ…

[ଦେଖନ୍ତୁ ଭିଡିଓ] କାରରେ ଟେକି ନେଇ ଆଶାକର୍ମୀଙ୍କୁ ଦୁଷ୍କର୍ମ ପରେ ଫୋପାଡ଼ି ଦେଲେ

ପାରଦୀପ: ପାରାଦୀପରେ ଚାଞ୍ଚଲ୍ୟ । କାରରେ ଆସିଲେ, ରାସ୍ତାରୁ ଆଶାକର୍ମୀଙ୍କୁ ଅପରହରଣ ପରେ ଦୁଷ୍କର୍ମ କରି ଫିଙ୍ଗି ଦେଲେ । ଏଭଳି ଅଭିଯୋଗ ଆସିଛି ବନ୍ଦର ନଗରୀ ପାରାଦୀପରୁ । ପାରାଦୀପ ବନ୍ଦରାଞ୍ଚଳରେ ଜଣେ ଆଶା କର୍ମୀଙ୍କୁ ଅପହରଣ ପରେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ…

ସୀମାନ୍ତରେ ଲାଲ୍ ହିଂସା, ଘରୁ ଡାକି ନେଇ ଗଳା କାଟି ଦେଲେ ମାଓବାଦୀ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରିଛି ଲାଲ୍ ବାହିନୀ । ମୃତକ ଫରେଷ୍ଟଗାଓ ଥାନା ଖଡ଼କାଗାଓର ରାମଲାଲ ପୋଡାଇ । ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ ଖଡକାଗାଓ…

ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ବାଲିଗୁଡ଼ା: ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା । କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିରେ ଜଣେ ମହିଳା ପୋଲିସ ଏସ୍ଆଇ ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଘୁ.ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରାଙ୍କ ମୃତଦେହ ତାଙ୍କ ସରକାରୀ ବାସଭବନରୁ ମିଳିଛି । ନିଜ ବେକରେ ଓଢ଼ଣୀ…

ଖୁସି ଖବର : ଭାରତୀୟ ଫୁଟବଲ ସଂଘ ଉପରୁ ବାସନ୍ଦ ଉଠାଇଲା ଫିଫା

ଜ୍ୟୁରିକ: ଆନ୍ତର୍ଜାତୀୟ ଫୁଟବଲ ଫେଡେରେଶନ (ଫିଫା) ଆଜି ଭାରତୀୟ ଫୁଟବଲ ଆସୋସିଏଶନ ଉପରୁ ବାସନ୍ଦ ଉଠାଇ ଦେଇଛି । ଅକ୍ଟୋବରରେ ଭାରତରେ ହେବାକୁ ଥିବା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ ନେଇ ସୃଷ୍ଟି ହୋଇଥିବା ଆଶଙ୍କାର ବାଦଲ ମଧ୍ୟ ହଟିଛି । ୮୫ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ…