Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ପପୁର ତଣ୍ଟି କାଟି ହତ୍ୟା ଉଦ୍ୟମ

ପୁରୀ: ଜେଲ୍ ଭିତରେ ତଣ୍ଟି କାଟି ହତ୍ୟା ଉଦ୍ୟମ । ଆକ୍ରମଣରେ ପୁରୀର ଦୁର୍ଦ୍ଦାନ୍ତ ଅପରାଧୀ ଧୀଧେନ୍ଦ୍ରନାଥ ଓରଫ୍ ପପୁ ବରାଳ ଗୁରୁତର ହୋଇଛି । ତାକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦାଦାବଟି ମାମଲାରେ ଚଳିତ ମାସ ୨୩ ତାରିଖରେ ସମୁଦ୍ରକୂଳ ଥାନା ପୋଲିସ…

ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷ

ଅନୁଗୁଳ: ଦିନ ଦ୍ୱିପ୍ରହରରେ ଅପରାଧ । ଗୁଳିମାଡ଼ ପରେ ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୬ ଲକ୍ଷରୁ ଅଧିକ ଟଙ୍କା । ଅନୁଗୁଳ ଟାଉନ୍ ଥାନା କୁରୁଡୁଲୁ ନିକଟ ଶର୍ମା ଛକରେ ଦୁର୍ବୃତ୍ତ ମଦ ଦୋକାନୀ କର୍ମଚାରୀଙ୍କୁ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଗୁରୁତର ଆହତ ମଦ ଦୋକାନ…

ଖାଲି ହକିରେ ନୁହେଁ କ୍ରିକେଟରେ ବି ସିଦ୍ଧହସ୍ତ ହେଲେ ଥିଲେ ଏହି କ୍ରୀଡା ଯାଦୁଗର

ପୁରୀ: ଭାରତୀୟ କ୍ରୀଡାର ମହାରଥୀ ମେଜର ଧ୍ୟାନଚାନ୍ଦଙ୍କୁ କିଏ ବା ନ ଜାଣେ । ପ୍ରତିକୂଳ ପରିସ୍ଥିତିରେ ବିଶ୍ୱ ଦରବାରେ ସେ ଭାରତକୁ କ୍ରୀଡା ଏବଂ ହକି ମାଧ୍ୟମରେ ପରିଚିତ କରିଥିଲେ । ଆଜି ତାଙ୍କ ଜନ୍ମ ଏବଂ କ୍ରୀଡା ଦିବସ ଅବସରରେ ଆମେ ହକି ବ୍ୟତୀତ ତାଙ୍କ କ୍ରିକେଟ ଦକ୍ଷତା ଉପରେ ଆଲୋଚନା କରିବା…

ବୁଲିବାକୁ ଆସି ଫେରିବା ବେଳେ କାର୍ ଦୁର୍ଘଟଣାଗ୍ରସ୍ତ, ଜଣେ କଲେଜ ଛାତ୍ର ମୃତ

ବ୍ରହ୍ମପୁର: ବୁଲିବାକୁ ଆସି ଫେରିବା ବେଳେ ଅଘଟଣ । କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ଜଣେ କଲେଜ ଛାତ୍ରଙ୍କ ଜୀବନ । ଦୁର୍ଘଟଣାରେ ଅନ୍ୟ ୫ ଜଣ ଛାତ୍ର ଆହତ ହୋଇଥିବା ବେଳେ ସେମାନଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ୧୬ ନମ୍ବର ଜାତୀୟ ରାଜପଥର ଗଞ୍ଜାମ ଅଗସ୍ତି ନୂଆଗାଁ ଛକ…

SI ସ୍ୱାଗତିକାଙ୍କ ଆତ୍ମହତ୍ୟା ପରେ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ଘୁ.ଉଦୟଗିରି IICଙ୍କ ବଦଳି

ବାଲିଗୁଡ଼ା: ବଦଳିଲେ ଘୁ. ଉଦୟଗିରି ଥାନା ଅଧିକାରୀ ରେବତୀ ଶବର । ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଆତ୍ମହତ୍ୟା ପରେ ଘୁ.ଉଦୟଗିରି ଥାନା ଆଇଆଇସିଙ୍କୁ ପୋଲିସ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି । ଏନେଇ କନ୍ଧମାଳ ଏସପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି । ଏଥିସହ ଟିକାବାଲି ଥାନା…

କବିତା : ରକ୍ତସ୍ନାନ

ରମାକାନ୍ତ ନାୟକ  ତମେ ମୋ ଦେହରୁ ହାତ ଖସାଉଚ ଧୀରେ ଧୀରେ ମୋ ଆଖି ବନ୍ଦ କରି ଉଷୁମ ଦେହଟା ଶୀତଳ ହୋଇ ନିରବି ଯିବା ପରେ ଧଳାଲୁଗା ଭିତରୁ ସମର୍ପଣ କଲି ମୋ ନିଜକୁ ଅରଣା ମଇଁଷି ସହ ବଳ କଷା କଷି କରି । କଠିନ ହୋଇସାରିଥିଲା ମୋ ତଳିପା ପାପୁଲି, ଆଖି ଆଉ ଚିବୁକ ହଜିଯାଇଥିଲା ମୋ…

ସୁଶୀଲ ମୋଦିଙ୍କୁ କୁହନ୍ତୁ ସରକାର ଭାଙ୍ଗିଦେବେ

ପାଟନା: ବିହାରରେ ନୂତନ ସରକାର ଗଠନ ହେବା ପରେ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତିଶ କୁମାର ଓ ବିଜେପିର ସୁଶୀଲ କୁମାର ମୋଦି ମୁହାଁମୁହିଁ ହୋଇଛନ୍ତି । ନିକଟରେ ସୁଶୀଲ କହିଥିଲେ ଆଉ ଅଳ୍ପ ଦିନ ମଧ୍ୟରେ ନୀତିଶ ସରକାର ଭାଙ୍ଗିଯିବ । କାରଣ ଲାଲୁ ପ୍ରସାଦ ଯେବେ ଚାହିଁବେ ତେଜସ୍ୱୀ ଯାଦବ…

ଗାନ୍ଧୀବାଦୀ ଐତିହାସିକ ଅଶୋକ କୁମାର ପାଣ୍ଡେଙ୍କ ଦ୍ୱାରା ଉନ୍ମୋଚିତ ହେଲା ଚିତରଂଜନ ଦାସଙ୍କ ଅନ୍ୟ ଏକ ସକାଳ

ପୁରୀ: ଶ୍ରୀ ଆଖଣ୍ଡଳମଣି ପୀଠ ପରିସରରେ ପ୍ରଫେସର ଚିତରଂଜନ ଦାସଙ୍କ ଶତବାର୍ଷିକୀ ବକ୍ତୃତାମାଳାର ସଂଦର୍ଭ ସଙ୍କଳନ ଅନ୍ୟ ଏକ ସକାଳକୁ ବିଶିଷ୍ଟ ଗାନ୍ଧୀବାଦୀ ଐତିହାସିକ ଅଶୋକ କୁମାର ପାଣ୍ଡେଙ୍କ ଦ୍ୱାରା ଉନ୍ମୋଚନ ହୋଇଛି । ପ୍ରଜ୍ଞା ଚକ୍ର ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ…

ଲଜରେ ଚାଲିଥିଲା ଦେହ ବେପାର, ୫ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣୁପୁର: ଲଜରେ ସେକ୍ସ ରାକେଟ୍ । ଲୁଚାଛପାରେ ଚାଲିଛି କାରବାର । ବଡ଼ ସହରରୁ ଏବେ ଛୋଟ ସହରକୁ ବ୍ୟାପିଲାଣି ଦେହ କାରବାର । ଗୁଣୁପୁରର ୨ଟି ଲଜରେ ପୋଲିସ୍ ରେଡ୍ କରି ସେକ୍ସ ରାକେଟର ପର୍ଦ୍ଦାଫାସ୍ କରିଛି । ମାମଲାରେ ୨ ଗ୍ରାହକଙ୍କ ସହ ୨ଟି ଲଜର ମାଲିକ ଓ ମ୍ୟାନେଜରଙ୍କୁ ମିଶାଇ ପୋଲିସ ୫…

ଚୀନକୁ ଚ୍ୟାଲେଂଜ : ତାଇୱାନ ଜଳଡମୁରୁମଧ୍ୟ ଦେଇ ଗଲା ଆମେରିକାର ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜ

ୱାଶିଂଟନ: ତାଇୱାନ ପ୍ରସଙ୍ଗରେ ଆଜି ଆମେରିକାର ପଦକ୍ଷେପ ଚୀନକୁ ଚ୍ୟାଲେଞ୍ଜ ସଦୃଶ ହୋଇଛି । ଆମେରିକା ତାର ୨ଟି ଆଣବିକ କ୍ଷମତା ସମ୍ପନ୍ନ ଯୁଦ୍ଧ ଜାହାଜକୁ ବିବାଦୀୟ ଜଳଡମରୁମଧ୍ୟ ଦେଇ ଚୀନର ନାକ ତଳେ ଅଭ୍ୟାସ କରିଛି । ଚୀନକୁ ଏହି ଦ୍ୱୀପ ସଦୃଶ ସ୍ଥାନକୁ ସର୍ବଦା ନିଜର ବୋଲି ଦାବୀ କରି ଆସିଛି ।…