Latest Odisha News

BREAKING NEWS

ବ୍ରହ୍ମପୁର ଏମକେସିଜିରେ ଅଗ୍ନିକାଣ୍ଡ

ବ୍ରହ୍ମପୁର: ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ପ୍ଲାଷ୍ଟିକ୍ ସର୍ଜରୀ ୱାର୍ଡରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟିଛି। ଏହି ୱାର୍ଡ଼ ଟି ସୁପର୍ ସ୍ପେସିଆଲିଟି କୋଠାରେ ରହିଛି। ୱାର୍ଡ଼ ରୁ ଧୂଆଁ ବାହାରୁଥିବା ନେଇ କେତେକ ରୋଗୀ ଓ ସମ୍ପର୍କୀୟ ଦେଖିଥିଲେ।…

ନିୟମଗିରି ସୁରକ୍ଷା ସମିତିରେ ଫାଟ ! ପୋଷ୍ଟରକୁ ନେଇ ବଢ଼ୁଛି ଚର୍ଚ୍ଚା

ରାୟଗଡ଼ା: ନିୟମଗିରି ସୁରକ୍ଷା ସମିତିରେ ଫାଟ ! ଆଦିବାସୀଙ୍କ ହକ୍ ପାଇଁ ଲଢ଼ିବାକୁ ଗଠିତ ନିୟମଗିରି ସୁରକ୍ଷା ସମିତିରେ କିଛି ଠିକ୍ ଚାଲିନି । ଆମେ ଏ କଥା କହୁନାହୁଁ । ନିୟମଗିରି ଅଞ୍ଚଳରେ ଲାଗିଥିବା ପୋଷ୍ଟର ହିଁ ଏହା ବୟାନ କରୁଛି । ଯଦିଓ ଏଭଳି ପୋଷ୍ଟର କିଏ ଲଗାଇଛି ତାହା ସ୍ପଷ୍ଟ ହୋଇ…

ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା, ୭୦ ବର୍ଷୀୟା ବୃଦ୍ଧାଙ୍କୁ ବିବାହ କଲେ ୩୭ ବର୍ଷର ଯୁବକ

ଲାହୋର: ପ୍ରେମ ଅନ୍ଧ । ଆଉ ପାକିସ୍ତାନରେ ତ ପୂରା ଦୃଷ୍ଟିହୀନ । ଏହାର କାରଣ ହେଲା ପାକିସ୍ତାନୀଙ୍କ ପ୍ରେମ ଟିକେ ଅଲଗା । ଏହି ଲେଖିବାର ତାତ୍ପର୍ଯ୍ୟ ହେଲା ଏଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ୩୭ ବର୍ଷର ଯୁବକଙ୍କୁ ବିବାହ କରିଛନ୍ତି । ଇଫତିକାର ଛୋଟ ପିଲା ଥିବା ବେଳୁ କିଶ୍ୱର ବିବି ତାଙ୍କୁ…

ବକେୟା ବିଦ୍ୟୁତ ବିଲ୍ ଆଳରେ ସାଇବର ଲୁଟ୍; ପୋଲିସରେ ଅଭିଯୋଗ କରିବାକୁ କହିଲା ଓଡ଼ିଶା ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଏବେ ସାଇବର ଠକଙ୍କ ଜାଲରେ ସାଧାରଣ ଲୋକଙ୍କ ସହ ରାଜ୍ୟ ସରକାରଙ୍କ ବଡ଼ ବାବୁ ବି ଫସିବାରେ ଲାଗିଛନ୍ତି । ସରଳ ମାଧ୍ୟମ ବନିଛି ବିଦ୍ୟୁତ୍ ବିଲ୍ ବା କନେକ୍ସନ ସମ୍ବନ୍ଧୀୟ ନାଟକ । ବିଦ୍ୟୁତ୍ ସଂଯୋଗ କଟିଯିବ! ବକେୟା ବିଲ୍ ଦେବାକୁ କହି ଫୋନକୁ ବିଭିନ୍ନ ପ୍ରକାରେ…

ରାଜ୍ୟରେ ଆବଶ୍ୟକ ଜଳ ଅମଳ ପ୍ରକଳ୍ପ; ଭୂତଳ ଜଳ ରିଚାର୍ଜ ପାଇଁ ୪୯.୨୩ କୋଟିର ଯୋଜନା

ଭୁବନେଶ୍ୱର : ଭୂତଳ ଜଳ ସ୍ତର ରିଚାର୍ଜ ପାଇଁ ରାଜ୍ୟ ସରକାର ଏକ ନୂତନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥିରେ ଆଗାମୀ ୫ବର୍ଷ ମଧ୍ୟରେ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ନୂତନ ଯୋଜନାରେ କୃତ୍ରିମ ରିଚାର୍ଜ ଯୋଗୁଁ ଭୂତଳ ଜଳ ସ୍ତର ବୃଦ୍ଧି ସହିତ ଜଳର ଗୁଣାତ୍ମକ ମାନ ମଧ୍ୟ ବୃଦ୍ଧି…

ଢେଲା ମାରି କୁକୁରକୁ ମାରି ଦେଲେ ପଡ଼ୋଶୀ, ଥାନାରେ ଏତଲା

ଅନୁଗୁଳ: ପୁଅ ପରି କୁକୁରକୁ ପାଳିଥିଲେ । ୪ ବର୍ଷର ଜିମି ଥିଲା ଘରର ସଦସ୍ୟ । ସାନଠୁ ବଡ଼ ଜିମି ପାଇଁ ପାଗଳ ଥିଲେ । ହେଲେ କୁକୁର ପ୍ରତି ପରିବାରର ଅନାବଳି ସ୍ନେହକୁ ସହ୍ୟ କରି ପାରୁ ନଥିଲେ ପଡ଼ୋଶୀ । ଶେଷରେ ପଡ଼ୋଶୀଙ୍କ ଇଟା ଓ ଢେଲା ମାଡ଼ରେ ଜିମିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ…

[ଦେଖନ୍ତୁ ଭିଡିଓ] ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୪ ବଖରା

ଯାଜପୁର: ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ୪ ବଖରା ଘର । ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ କାଇମାଟିଆ ଗାଁରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ଗାଁର ବାବନ ସାହୁଙ୍କ ଘରେ ହଠାତ୍ ନିଆଁ ଲାଗି ଥିଲା । ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ହେଁ ବିଫଳ…

ନିରାଶ ହୋଇପଡ଼ିଛନ୍ତି ଅମିତାଭ ବଚ୍ଚନ; ବୁଷ୍ଟର ଡୋଜ ପରେ ବି କୋଭିଡ ଆକ୍ରାନ୍ତ!

ଭୁବନେଶ୍ୱର: ନିରାଶ ହୋଇପଡ଼ିଛନ୍ତି ବିଗ ବି ଅମିତାଭ ବଚ୍ଚନ! କିଛି କଥାକୁ ନେଇ ଚିନ୍ତିତ ଅଛନ୍ତି ବୋଲି ସୋସିଆଲ ମିଡିଆରେ ବି ଆଲୋଚନା କରୁଛନ୍ତି । ତେବେ ବିଗ-ବି ଙ୍କ ନିରାଶ ହେବାର କାରଣ ହେଉଛି- ତାଙ୍କର କୋଭିଡ ପଜିଟିଭ ରିପୋର୍ଟ । ହଁ, ବିଗ-ବି ଗତ ୨୩ ତାରିଖରେ କୋଭିଡ ପଜିଟିଭ…

କବିତା : ଈର୍ଷାରୁ ପ୍ରେମ

ଗୌରପ୍ରିୟା ଦାଶ ଖୋଜିଥିଲି ମୁଁ ତମକୁ ସର୍ବତ୍ର ହୋଇଥିଲି ତମ ପ୍ରତି ଈର୍ଷାତୁର... ଯେତେବେଳେ ଦେଖିଥିଲି ମୋ ମା ଆଖିର ଅମାନିଆ ଅଶ୍ରୁ ଝରଝର। ମା କଣ୍ଠରୁ ଶୁଣୁଥିଲି ତମ ଜଣାଣ, ଠିକ୍ ଏହି ଦିନ, ଜଗମୋହନ.... ଯଦି ମୋ କୋଳେ ହୁଅନ୍ତ ଜନମ.. କୋଳେ ଧରି ତୋତେ କୁମର ମଣିରେ ସଫଳ…

ସଚିନଙ୍କୁ ପଛରେ ପକାଇ ନୂତନ କୀର୍ତିମାନ ସ୍ଥାପନ କଲେ ଆଣ୍ଡରସନ

ଲଣ୍ଡନ: ଇଂଲଣ୍ଡର ମହାନ ପେସ ବୋଲର ଜେମ୍ସ ଆଣ୍ଡରସନ କ୍ରିକେଟରେ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ବିଶ୍ୱର ପ୍ରଥମ କ୍ରିକେଟର ଭାବେ ଘରୋଇ ପରିବେଶରେ ୧୦୦ ଟେଷ୍ଟ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ୭୨ କ୍ରିକେଟର ୧୦୦ରୁ…