ଆର ପାରିରେ ଖ୍ୟାତନାମା ଫିଲ୍ମମେକର ସାୱନ କୁମାର
ମୁମ୍ବାଇ: ଖ୍ୟାତନାମା ଫିଲ୍ମମେକର, ନିର୍ଦ୍ଦେଶକ, ପ୍ରଡ୍ୟୁସର ଓ ଲେଖକ ସାୱନ କୁମାର ଟାକଙ୍କ ୮୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏବେ କିଛି ଦିନ ହେବ ଅସୁସ୍ଥ ଥିଲେ ଓ ଧୀରୁଭାଇ ଅମ୍ବାନୀ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗୁରୁବାର ପୁନର୍ବାର ହାର୍ଟଆଟାକ ଆସିବାରୁ ତାଙ୍କୁ…