ଲୌସାନେ ଡାଇମଣ୍ଡ ଲିଗରେ ଇତିହାସ ରଚିଲେ ଭାରତର ନୀରଜ
ନୂଆଦିଲ୍ଲୀ: ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଲୌସାନେ ଡାଇମଣ୍ଡ ଲିଗରେ ଭାରତ ପାଇଁ ଇତିହାସ ରଚିଛନ୍ତି । ନୀରଜ ୮୯.୦୮ ମିଟର ଦୂରତାକୁ ଥ୍ରୋ କରି ପ୍ରଥମ ଭାରତୀୟ ଭାବେ ଡାଇମଣ୍ଡ ଲିଗ ମିଟିଂ ଜିତିଛନ୍ତି । ଏଥିସହ ସେ ଡାଇମଣ୍ଡ ଲିଗ ଫାଇନାଲକୁ କ୍ୱାଲିଫାଇ…