Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ୫ ମାସ ପରେ ଖୋଲାଗଲା ମା ମଝିଘରିଆଣିଙ୍କ ହୁଣ୍ଡି, ମିଳିଲା ବିଦେଶୀ ନୋଟ୍

ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲା ଯାଇଛି । ଦୀର୍ଘ ପାଞ୍ଚ ମାସ ପରେ ଆଜି ହୁଣ୍ଡି ଖୋଲା ଯାଇଥିବା ବେଳେ ହୁଣ୍ଡିରୁ ପୁଳା ପୁଳା ଟଙ୍କା ସହ ସୁନା ଅଳଙ୍କାର ଓ ବିଦେଶୀ ନୋଟ୍ ମିଳିଛି । ଦାନ ଆକାରରେ ଟଙ୍କା, ସୁନା ଓ ଅଳଙ୍କାର ସହ ବିଦେଶୀ ନୋଟ୍…

୧୦୮ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ରୋଗୀ ଓ ସମ୍ପର୍କୀୟ

ଯାଜପୁର: କୁଆଖିଆ ରାସ୍ତାର ତାରିଣୀ ଛକ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅଳ୍ପକେ ରୋଗୀ ଓ ତାଙ୍କ ସମ୍ପର୍କୀୟ ବଞ୍ଚି ଯାଇଛନ୍ତି । ସୂଚନା ଅନୁଯାୟୀ, ଯାଜପୁର ଟାଉନରୁ ୨ ଜଣ ଆଟେଣ୍ଡାଣ୍ଟ  ୧୦୮ ଆମ୍ବୁଲାନ୍ସରେ ଜଣେ ରୋଗୀକୁ ନେଇ କଟକ ଯାଉଥିଲେ । ଆମ୍ବୁଲାନ୍ସଟି ଭାରସାମ୍ୟ…

ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟିକୁ ଯିବାବେଳେ ଦୁର୍ଘଟଣା, ୮ ଆହତ

ବାଲିଗୁଡ଼ା: ସମ୍ପର୍କୀୟଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟରେ ଯୋଗ ଦେବାକୁ ଯିବାବେଳେ ଅଘଟଣ । ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ହେବାରୁ ୮ ଜଣ ଆହତ । ସମସ୍ତ ଆହତଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍ ବୁଡ଼ାଗୁଡ଼ା…

ମଙ୍ଗଳପୁର ବଜାରରେ ସିରିଜ୍ ଚୋରି, ପୋଲିସର ରାତ୍ରି ପାଟ୍ରୋଲିଂ ଉପରେ ପ୍ରଶ୍ନ

ଯାଜପୁର: ଦଶରଥପୁର ବ୍ଲକର ମଙ୍ଗଳପୁର ବଜାରରେ ମାତିଛନ୍ତି ଲୁଟେରା । ବଡ଼ ଚତୁରତାର ସହ ଦୋକାନ ଗୁଡ଼ିକର ସ୍କାଏ ଲାଇଟ୍ ଓ ଆଜବେଷ୍ଟସ୍ ଭାଙ୍ଗି ଦୋକାନ ଭିତରେ କଳାକନା ବୁଲେଇ ଦେଉଛନ୍ତି । ମେଡିସିନ୍ ଦୋକାନ, ଜନସେବା କେନ୍ଦ୍ର, ଭେରାଇଟ୍ ଷ୍ଟୋର ଏବଂ ଲୁଗା ଦୋକାନ ଆଦିକୁ ଟାର୍ଗେଟ୍ କରୁଛନ୍ତି…

ମଦ ବିରୋଧୀ ନେତାଙ୍କୁ ହତ୍ୟା ଘଟଣାରେ ୩ ଜଣ ଗିରଫ

ବ୍ରହ୍ମପୁର: ଗତ ୨୦ ତାରିଖରେ ଘଟିଥିବା ଗଞ୍ଜାମର ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ବୃନ୍ଦାବନ ଜାନି ହତ୍ୟାକାଣ୍ଡରେ ମଙ୍ଗଳବାର ତିନି ଜଣ ଗିରଫ ହୋଇଛନ୍ତି। ଶନିବାର ପଳାସପୁର ଗ୍ରାମର ଏକ ବିଲରୁ ମୁଣ୍ଡ-ଗଣ୍ଡି ଅଲଗା ହୋଇଥିବା ଶବ ବିଲ ମଧ୍ୟରୁ ମିଳିଥିଲା। ଏହି ହତ୍ୟାକାଣ୍ଡର…

ମନୀଷଙ୍କ ବିରୋଧରେ ମନି ଲଣ୍ଡ୍ରିଂ କେସ ଖବରକୁ ଖଣ୍ଡନ କଲା ଇଡି

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ତୁଙ୍ଗ ନେତା ତଥା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ବିରୋଧରେ କୌଣସି ମନି ଲଣ୍ଡ୍ରିଂ କେସ ରୁଜୁ କରାଯାଇ ନାହିଁ ବୋଲି ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏକ୍ସସାଇଜ ସ୍କାମରେ ପଶିଥିବା ମନୀଷଙ୍କୁ ଏଥିନେଇ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଛି ।…

ଏନଡିଟିଭିରେ ନିବେଶ କରିବ ଅଦାନୀ ଗ୍ରୁପ

ନୂଆଦିଲ୍ଲୀ: ଏନଡିଟିଭିରେ ନିବେଶ କରିବା ପାଇଁ ଶିଳ୍ପପତି ଗୌତମ ଅଦାନୀ ଅଂଟା ଭିଡିଛନ୍ତି । ପ୍ରକାଶିତ ରିପୋର୍ଟ ଅନୁସାରେ ଏଏମଜି ମିଡିଆ ନେଟୱର୍କ ଲିଃ ପରୋକ୍ଷ ଭାବେ ପ୍ରଥମେ ୨୯.୧୮ ପ୍ରତିଶତ ଅଂଶଧନ କିଣିବ । ଏହା ସଫଳ ହେବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କମ୍ପାନୀ ପକ୍ଷରୁ…

ପାକିସ୍ତାନରେ ବ୍ରହ୍ମୋସ ମିସାଇଲ ପଡିବା ଘଟଣା: ଦଣ୍ଡିତ ହେଲେ ୩ ବାୟୁସେନା ଅଧିକାରୀ

ନୂଆଦିଲ୍ଲୀ: ଭୂଲ ବଶତଃ ପାକିସ୍ତାନରେ ପଡିଥିବା ବ୍ରହ୍ମୋଶ ମିସାଇଲ ଘଟଣାର ତଦନ୍ତ ଶେଷ ହୋଇଛି । ଏଥିରେ ବାୟୁସେନାର ୩ ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସେବାନିବୃତ କରାଯାଇଛି । ୨୩ ଅଗଷ୍ଟରେ ବିଧିବଦ୍ଧ ଭାବେ ଏ ନେଇ ନୋଟିସ ଜାରୀ କରାଯାଇଛି । ଦୋଷୀ…

କାମ୍ବଲୀଙ୍କୁ ଅଫର ହେଲା ଚାକିରୀ

ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ ଷ୍ଟାର ଖେଳାଳି ବିନୋଦ କାମ୍ବଲୀ ଏବେ ନିକଟରେ ତାଙ୍କ ଆର୍ଥୀକ ଅବସ୍ଥା ନେଇ ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ । ସଚିନ ତେନ୍ଦୁଲକରଙ୍କ ଏହି ବାଲ୍ୟ ବନ୍ଧୁ ପରିବାର ଚଳାଇବା ତାଙ୍କ ପକ୍ଷେ ସମ୍ଭବପର ହେଉ ନାହିଁ ବୋଲି କହିଥିଲେ । ବିସିସିଆଇର ୩୦ ହଜାର…

ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପ: ସାଇନା ପ୍ରି-କ୍ୱାର୍ଟରରେ

ଟୋକିଓ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲ ଚଳିତ ବିଶ୍ୱ ବ୍ୟାଡମିଂଟନ ଚାମ୍ପିୟନଶିପର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ହଂକଂର ଚେୱଙ୍ଗ ଏନଗାନଙ୍କୁ ୨୧-୧୯ ସ ୨୧-୯ ସିଧାସଳଖ ସେଟରେ ପରାସ୍ତ କରିଥିଲେ । ଦ୍ୱିତୀୟ ରାଉଣ୍ଡରେ ଜାପାନର…