Latest Odisha News

ସମ୍ବଲପୁର ଏବଂ ବଲାଙ୍ଗୀରେ ଖୋଲିବ ଆଉ ଦୁଇଟି ଆଇଟିଆଇ

ଭୁବନେଶ୍ୱର : ରାଜ୍ୟରେ ଖୋଲିବ ଆଉ ଦୁଇଟି ଆଇଟିଆଇ । ସମ୍ବଲପୁରର କୁଚିଣ୍ଡା ଓ ବଲାଙ୍ଗୀରର ପାଟଣାଗଡ଼ ଠାରେ ଦୁଇଟି ନୂତନ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଜନଜାତି ବହୁଳ ଅଞ୍ଚଳର ଯୁବ ସମାଜ ବିଶେଷ ଭାବରେ ଉପକୃତ ହେବା…

ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷିତ

ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି । ସେପ୍ଟେମ୍ବରରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ୩ଟି ଟି୨୦ ମ୍ୟାଚ ଖେଳାଯିବ । ସେପ୍ଟେମ୍ବର ୨୦, ୨୩ ଓ ୨୫ରେ ଯଥାକ୍ରମେ ମୋହାଲୀ, ନାଗପୁର ଓ…

କ୍ୟାମ୍ପସରେ ରାଗିଂ: କଲେଜ ମାନଙ୍କୁ ଏତଲା ଦେବାକୁ କହିଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟର ଶିକ୍ଷାନୁଷ୍ଠାନ ଗୁଡ଼ିକରେ ରାଗିଂ ରୋକିବା ପାଇଁ ବୁଧବାର ଉଚ୍ଚଶିକ୍ଷା ବିଭାଗ, ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ତଥା ଡିଗ୍ରୀ କଲେଜ, ସରକାରୀ ଅନୁଦାନପ୍ରାପ୍ତ ଏବଂ ଅଣ-ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକର ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖି ପ୍ରତିରୋଧକ ପଦକ୍ଷେପ ନେବାକୁ…

ମଧୂବାଳାଙ୍କ ଜୀବନୀ ଉପରେ ଫିଲ୍ମ କରିବେ ଟୁଟୁ ଶର୍ମା

ମୁମ୍ବାଇ: ମହାନ ଅଭିନେତ୍ରୀ ମଧୂବାଳାଙ୍କ ଜୀବନୀ ଉପରେ ଫିଲ୍ମ କରିବା ପାଇଁ ନିର୍ମାତା ଟୁଟୁ ଶର୍ମା ନିଷ୍ପତି ନେଇଛନ୍ତି । ସୁଶୀଲା କୁମାରୀଙ୍କ ପୁସ୍ତକ ମଧୂବାଳା-ଦର୍ଦ କା ସଫର ଉପରେ ଏହି ଫିଲ୍ମ ଆଧାରିତ ହେବ । ମୁଗଲ ଏ ଆଜାମ ଫିଲ୍ମର ଅନାରକଲୀ ଭୂମିକା କରି ସେ ଘରେ ଘରେ ପରିଚିତ ହୋଇଥିଲେ ।…

ରାଜ୍ୟ ଆଇଏସ ସ୍ତରରେ ଅଦଳବଦଳ: ବିଷ୍ଣୁପଦ ସେଠୀ ହେଲେ ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ରାଜ୍ୟ ବରିଷ୍ଠ ଆଇଏସ ଅଫିସର ତଥା ସଚିବ ସ୍ତରରେ ଧରଣର ଅଦଳବଦଳ ହୋଇଛି । ଅଫିସର ମାନଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗର ମୁଖ୍ୟ ଦାୟିତ୍ୱ ମିଳିଥିବା ବେଳେ ଅନ୍ୟ ବିଭାଗ ଗୁଡ଼ିକର ଅତିରିକ୍ତ ଦାୟିତ୍ୱ ମିଳିଛି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଅରବିନ୍ଦ ପାଢ଼ୀଙ୍କୁ…

ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକେଇ, ଦମ୍ପତି ଗିରଫ

ଝାରସୁଗୁଡ଼ା: ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକି ବନ୍ଧା ହେଲେ ସ୍ୱାମୀ, ସ୍ତ୍ରୀ । ମୁଦ୍ରା ଯୋଜନାରେ ଲୋନ୍ ଦେବା ବାହାନାରେ ଦମ୍ପତି ଶହେରୁ ଅଧିକ ମହିଳାଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏପରିକି ଅଭିଯୁକ୍ତ ସୁଜାତା ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ…

୭ ବର୍ଷ ହେଲା ପ୍ରତ୍ୟେକ ଦିନ ଏହି ଘରେ ଜାତୀୟ ପତାକା ଉଡେ

ବୁରହାନପୁର: ଭାରତରେ ଏବେ ଆଜାଦୀର ଅମୃତ ମହୋତ୍ସବ ପାଳନ କରାଯାଉଛି । ୧୧ ଅଗଷ୍ଟରୁ ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ ହେବ । ତେବେ ମଧ୍ୟପ୍ରଦେଶର ବୁରହାନପୁରରେ ଏପରି ଏକ ପରିବାର ଅଛି ଯାହାର ସଦସ୍ୟ ପ୍ରତ୍ୟେକ ଦିନ ସମ୍ମାନର ସହ ଜାତୀୟ ପତାକା ଉତୋଳନ କରିଥାନ୍ତି । ୭ ବର୍ଷ ହେବ ସେମାନେ ଏହି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ଶ୍ରୀମନ୍ଦିର ଗର୍ଭଗୃହରୁ କୌଣସି ପଥର ଖସିନାହିଁ । ଆଦ୍ରତା ପାଇଁ ରତ୍ନସିଂହାସନ ଶ୍ରୀବଳଭଦ୍ରଙ୍କ ପଛ ପଟ ପାର୍ଶ୍ଵରୁ ଲାଇମ୍ ପ୍ଲାଷ୍ଟର ଚୂନ ଖଣ୍ଡ ଖସିଛି ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା । ସେ ଆହୁରି ମଧ୍ୟ କହିଛନ୍ତି, ଶ୍ରୀମନ୍ଦିର କମାଣ୍ଡାରଙ୍କ ରିପୋର୍ଟ…

ଓଡ଼ିଶାରେ ଅଛନ୍ତି ୧୭ ଲକ୍ଷରୁ ଅଧିକ ବୁଲା କୁକୁର; ଉତ୍ତରପ୍ରଦେଶରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଅଛନ୍ତି ୧୭ ଲକ୍ଷରୁ ଅଧିକ ସଂଖ୍ୟକ ବୁଲା କୁକୁର । ୨୦୧୯ ମସିହା ପ୍ରାଣୀଧନ ଗଣନା ହିସାବରେ ଭାରତରେ ସର୍ବାଧିକ ବୁଲା କୁକୁର ଉତ୍ତରପ୍ରଦେଶରେ ଅଛନ୍ତି । ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଉତ୍ତର ପ୍ରଦେଶରେ ୨୦ ଲକ୍ଷ ୫୯ ହଜାର ୨୬୧ଟି ବୁଲା କୁକୁର ଅଛନ୍ତି…

ରାଜ୍ୟଗୋଷ୍ଠୀ କ୍ରୀଡା: ୫ମ ଥର ପାଇଁ ମହିଳା ହକି ସେମିରେ ପ୍ରବେଶ କଲା ଭାରତ

ବର୍ମିଂହାମ: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ୫ମ ଥର ପାଇଁ ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ ପ୍ରବେଶ କରିଛି । ବୁଧବାର ଚତୁର୍ଥ ଗ୍ରୁପ ମ୍ୟାଚରେ ଭାରତ ୩-୨ର କାନାଡାକୁ ପରାସ୍ତ କରିଥିଲା । କାନାଡା ସେମି ଦୌଡରୁ ବାଦ ପଡିଛି । ଭାରତ ପାଇଁ ଏହି ମ୍ୟାଚରେ ସଲିମା ଟେଟେ, ନବନୀତ କୌର ଓ…