Latest Odisha News

BREAKING NEWS

ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ ।

ଢେଙ୍କାନାଳ : ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁରଙ୍କ ମୃତ୍ୟୁ । ମୃତକ ହେଲେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁର ବେଣୁଧର ପଧାନ। ଶ୍ବଶୁରଙ୍କ ପ୍ରତି ଆକ୍ରମଣରେ ବୋହୂ ମଧ୍ୟ ଗୁରୁତର ହୋଇଛନ୍ତି। ଗୁରତର ବୋହୂ ହେଲେ ଯଶୋଦା ପ୍ରଧାନ। ଗୁରୁତର ଅବସ୍ଥାରେ ବୋହୂ ଯଶୋଦାଙ୍କୁ ଅନୁଗୁଳ…

ପୁଣି ଇଣ୍ଡିଗୋ ବିମାନରେ ଅଘଟଣ । ଶାରଜାହରୁ ହାଇଦ୍ରାବାଦ ଆସୁଥିବା ବିମାନ କରାଚୀରେ ଜରୁରୀ ଅବତରଣ

ଦିଲ୍ଲୀ : ବିମାନସେବାରେ ବାରମ୍ବାର ତୃଟି  । ଗତକାଲି ଇଣ୍ଡିଗୋ ବିମାନରେ ଏକ ଅଘଟଣ ଦେଖିବାକୁ ମିଳିଥିବା ବେଳେ ୨୪ ଘଣ୍ଟା ନପୁରୁଣୁ ପୁଣି ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରିବାକୁ ପଡିଛି । ହାଇଦ୍ରାବାଦରୁ ଶାରଜାହ ଯାଉଥିବା ଇଣ୍ଡିଗୋ ବିମାନରେ ତୃଟି ଦେଖାଦେବାରୁ ବିମାନଟିକୁ କରାଚୀରେ…

ବର୍ଷାପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା

ମାଲକାନଗିରି : ବର୍ଷା ପାଣିରେ ଉବୁଟୁବୁ ମାଲକାନଗିରି ଜିଲ୍ଲାର ମୋଟୁ ଇଲାକା । ଛତିଶଗଡ଼, ଆନ୍ଧ୍ର ଏବଂ ତେଲେଙ୍ଗାନା ସହ ବିଚ୍ଛିନ୍ନ ହୋଇଯାଇଛି  । ପ୍ରବଳ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ଗୋଦାବରୀ ଫୁଲିଥିବାରୁ ଏହି ନଦୀର ପଛୁଆ ପାଣି ମାଡ଼ଇାସି ଭୟଙ୍କର ରୂପଧାରଣ କରିଛି ମାଲକାନଗିରିର ସିଲେରୁ…

ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା । ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ରାଜ୍ୟର ଅଧିକାଂଶ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ଆସନ୍ତାକାଲି ମଧ୍ୟ ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବା ପରେ, ଏହାର ପରିମାଣ ଧିରେ ଧିରେ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ବୀର ହନୁମାନ ସେତେବେଳେ ମେଘନାଦ ସହ ପଶ୍ଚିମ ଦ୍ୱାରରେ ଯୁଦ୍ଧ କରୁଥାଆନ୍ତି। ପ୍ରାଚୀର ଦରଜା ଏତେ ମଜବୁତ ଥିଲା ଯେ ତାକୁ ଭାଙ୍ଗିବା କଷ୍ଟକର ହୋଇ ପଡୁଥିଲା। ଏପଟେ ବାନରସେନାଙ୍କର ଭୟାର୍ତ୍ତ ଚିତ୍କାର ଶୁଣି କ୍ରୋଧିତ ହନୁମାନ ହସ୍ତରେ ଏକ…

କବିତା : ମୁଁ ଆଉ ତୁମେ

ରଶ୍ମିତା ଦାସ ମୁଁ ତ ଆତ୍ମହରା ପ୍ରେମର ତୃଷ୍ଣାରେ ତୁମେ ଭରପୁରା ପୁଷ୍କରଣୀ ଟେ । ମୁଁଯେ ଦିଗହରା ଏକାକୀ ପଥିକ ତୁମେ ପାନ୍ଥଶାଳା ସାହାରା ଟିଏ । ମୁଁ ଚୋରା ଚିଠିଟି ତୁମରି ପ୍ରେମର ତୁମେ ତ କୁହାଟ ଡାକବାଲାର ମୁଁଯେ ନିର୍ବାସିତା ଗୃହ ବନ୍ଦିନୀଟେ ତୁମେ ଅଦିନିଆ ବର୍ଷାର ଝର ।…

ଶିଶୁ ଗଳ୍ପ : ବନ୍ଧୁ ହେବ ତ, ଏମିତି

ପ୍ରତିଭା ସାହୁ ଘଞ୍ଚ ଜଙ୍ଗଲ ମଧ୍ୟ ଦେଇ ନଈଟିଏ ବହିଯାଉଛି।ସେ ନଈରୁ ଜଙ୍ଗଲର ପଶୁ ପକ୍ଷୀ ସବୁ ପାଣି ପିଇଥାନ୍ତି । ନଈରେ ଅନେକ କଇଁଛ ଥାଆନ୍ତି । କଇଁଛର ଦଳପତି ପାଣିର ଯେଉଁ ଆଡକୁ ଯାଆନ୍ତି ଅନ୍ୟ କଇଁଛ ସବୁ ତାଙ୍କ କଥା ମାନି ସେ ଆଡେ ଯାଇଥାନ୍ତି । ଦଳପତି କଇଁଛ ଦିନେ ନ୍ଈପଠା ବାଲିରେ…

ଅନୁବାଦ ଗଳ୍ପ : ପାକିସ୍ତାନୀ ଅତିଥି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୪୨ ମୂଳ ହିନ୍ଦୀ: ରାମକୁମାର  ଅଗଣାସାରା ସୂର୍ଯ୍ୟକିରଣ ବିଛେଇ ହୋଇପଡ଼ିଥିଲା ଓ ସେଠାରେ ମୁନ୍ନୀ ଓ ମୀଶା ଦୁହେଁ ଖେଳୁଥିଲେ । ସରସ୍ୱତୀ ତରତର ହୋଇ କୁଣ୍ଡେ ଗରମପାଣି, ଖଣ୍ଡେ ଟାୱଲ, ସାବୁନ ଓ ଦି’ଖଣ୍ଡ ପ୍ୟାଣ୍ଟ ସାର୍ଟ ଧରି ସେମାନଙ୍କୁ…

ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ୱର : ଶିଶୁକିଶୋର ପତ୍ରିକା ସରଗଶଶୀ ପକ୍ଷରୁ କର୍ମକାଣ୍ଡ ସୁଧାକର ତଥା ପାଲାଗାୟକ ପଣ୍ଡିତ ଆର୍ତ୍ତତ୍ରାଣ ଦାଶଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପିପିଲିଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ଗାୟକ ମୃଗନାଭି ରବୀନ୍ଦ୍ର ପ୍ରଧାନ, ଗାୟକ ଭାସ୍କର ଦୁର୍ଯ୍ୟୋଧନ ନାୟକ, ବିଶିଷ୍ଟ …

ଏନ୍‍ଆଇଆର୍‍ଏଫ୍‍ ରାଙ୍କିଙ୍ଗ: ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୨୦ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ନ୍ୟାସ୍‍ନାଲ୍‍ ଇନ୍‍ଷ୍ଟିଚ୍ୟୁସନାଲ୍‍ ରାଙ୍କିଙ୍ଗ ଫ୍ରେମ୍‍ ୱାର୍କ (ଏନ୍‍ଆଇଆର୍‍ଏଫ୍‍)ର ରାଙ୍କିଙ୍ଗ ଶୁକ୍ରବାର ପ୍ରକାଶ ପାଇଛି । ଏଥିରେ ଭାରତର ସମସ୍ତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟକୁ ନେଇ ତାଲିକା ପ୍ରସ୍ତୁତ ହୋଇଥିବା ବେଳେ…