Latest Odisha News

BREAKING NEWS

ପାରାଦୀପରେ ଇଲିସ ଅଭାବ; କୂଳକୁ ଆସୁନାହାନ୍ତି ମାଛ

ପାରାଦୀପ: ବର୍ଷା ହେଉଛି, ସମୁଦ୍ରରେ ପୂବେଇ ଓ ଉତ୍ତରା ପବନ ବହୁଛି। ହେଲେ ପାରାଦ୍ଵୀପକୁ ଆସୁନାହାନ୍ତି ଇଲିସି । ସୁଆଦିଆ ଇଲିସି ମାଛ ପାଇଁ ବାଧକ ସାଜୁଛି ଗୋଳିଆ ବଢ଼ି ପାଣି। କୂଳକୁ ଆସୁନାହାନ୍ତି ଇଲିସି ।  ଇଲିସି ଅଭାବ ଯୋଗୁଁ ବଜାରରେ ଦର ବି ଉଞ୍ଚା । ହତାଶ ହେଉଛନ୍ତି ଖାଉଟି। ମାଛ…

ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି

ଭୁବନେଶ୍ବର: ଚାଇନାର ୩ ଜଣ ସାଇବର ଲୁଟେରାଙ୍କ ନାଁରେ ଲୁକ୍ ଆଉଟ୍ ସର୍କୁଲାର ଜାରି ହୋଇଛି। ଇଓଡବ୍ଲୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍ ଇମିଗ୍ରେସନ ପକ୍ଷରୁ ଏହି ସର୍କୁଲାର ଜାରି  ହୋଇଥିବା ଜଣାଯାଇଛି। ଚାଇନାର ଠକମାନେ ବେଆଇନ ଡିଜିଟାଲ ଲୋନ୍ ଆପ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ନେଇ ଅଭିଯୋଗ…

ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର

ଦିଲ୍ଲୀ : ବିରୋଧୀ ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି , ମାର୍ଗାରେଟ ଆଲଭାଙ୍କ ନାମରେ ମୋହର ମାରିଲେ ବିରୋଧୀ ମେଣ୍ଟ । ରାଷ୍ଟ୍ରପତି ପ୍ରାର୍ଥୀ ପରେ ଗତକାଲି ଏନଡିଏ ତରଫରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଧନଖେଡଙ୍କ ନାମ ଘୋଷଣା କରାଯାଇଥିଲା…

ସିଲ୍ ହେଲା ରିଲାଏନ୍ସ ଫ୍ରେସ ଷ୍ଟୋର । ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ

ଭୁବନେଶ୍ୱର : ପୁଣି ଥରେ ସ୍ୱଚ୍ଛତାମାନ ପରୀକ୍ଷଣ କରାଯାଇ ବିଏମସି ପକ୍ଷରୁ ଚଢାଉ ଆରମ୍ଭ ହୋଇଛି।  ଗୋପବନ୍ଧୁ ଛକରେ ଥିବା ରିଲାଏନ୍ସ ଫ୍ରେସ ଷ୍ଟୋର ସିଲ୍ ହୋଇଛି। । ଷ୍ଟୋରରେ ଡଷ୍ଟବିନ୍ ବ୍ୟବହାର ଏବଂ ସ୍ୱଚ୍ଛତା ପାଳନ ହେଉନଥିବା ଅଭିଯୋଗ, ଅଭିଯୋଗ ପରେ ଚଢ଼ାଉ କରି ୩ ଦିନ ପାଇଁ ଷ୍ଟୋରକୁ…

କିଟ୍ ଏବଂ କିସ ଠାରେ ଚେସ ଅଲମ୍ପିଆଡ଼ ରିଲେକୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଆଜି ଚେସ୍‍ ଅଲିମ୍ପିଆଡ୍‍ ଟର୍ଚ୍ଚ ରିଲେକୁ କିଟ୍‍ ଓ କିସ୍‍ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଏହି ଅବସରରେ କିଟ୍‍ର ୧୦ ହଜାର କର୍ମଚାରୀ, ୧୦ ହଜାର ଛାତ୍ରଛାତ୍ରୀ ଏବଂ କିସର ୩୦ ହଜାର ଛାତ୍ରଛାତ୍ରୀ ଏହି ରିଲେକୁ କିଟ୍ ଛକରୁ ରାସ୍ତାର ଉଭୟ ପାଶ୍ୱର୍ରେ ରହି ସ୍ୱାଗତ ଜଣାଇଥିଲେ ।…

ସନ୍ତରଣର ବିକାଶ ନେଇ କିସ୍‍ ଓ ଗ୍ଲେନ୍‍ମାର୍କ ଫାଉଣ୍ଡେସନ୍‍ ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ସନ୍ତରଣ ପ୍ରତିଯୋଗିତା ନିମନ୍ତେ ତୃଣମୂଳ ସ୍ତରରୁ ସନ୍ତରଣକାରୀ ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଗ୍ଲେନ୍‍ମାର୍କ ଫାର୍ମାସିଉଟିକାଲ୍‍ ଲିମିଟେଡ୍‍ର ସିଏସ୍‍ଆର୍‍ କାର୍ଯ୍ୟକ୍ରମ ଗ୍ଲେନ୍‍ମାର୍କ ଆକ୍ୱାଟିକ୍‍ ଫାଉଣ୍ଡେସନ୍‍ ଓ କିସ୍‍ ମଧ୍ୟରେ ଶନିବାର…

ନାଗାବଳୀ ନଦୀରେ ଫସିଗଲେ ପର୍ଯ୍ୟଟକ। ଉଦ୍ଧାରପାଇଁ ଅଗ୍ନିଶମବାହିନୀର ଉଦ୍ୟମ ଜାରି ।

ରାୟଗଡ଼ା: ହଠାତ୍ ନଦୀରେ ମାଡି ଆସିଲା ପାଣି । ବୁଲୁଥିବା ପର୍ଯ୍ୟଟକ ନଦୀ ମଝିରେ ଫସି ରହିଗଲେ  । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସହର ସ୍ଥିତ ନାଗାବଳୀ ନଦୀରେ  ।  ପର୍ଯ୍ୟଟକ ଦୁଇ ଜଣ ବୁଲୁଥିବାବେଳେ ହଠାତ ନାଗାବଳୀ ନଦୀରେ ଜଳସ୍ତର ବଢିବାକୁ ଲାଗିଥିଲା  । ଲଗାଣ…

[ଦେଖନ୍ତୁ ଭିଡିଓ] ଗାଁକୁ ନାହିଁ ରାସ୍ତା। ନଈର ଭରା ପାଣିରେ ପାର ହେଉଛି ରୋଗୀ

ଢେଙ୍କାନାଳ : ଲଗାଣ ବର୍ଷା , ଉଛୁଳା ନଈ। ଆଉ ସେହି ନଦୀ ପାଣି ଭିତରେ ପଶି ପାର ହୋଇଯାଇଛି ରୋଗୀ । ଶରୀର ଅସୁସ୍ଥ ହୋଇପଡ଼ିଥିବା ବେଳେ ଜଣେ ରୋଗୀକୁ ଭାରରେ ବୁହା ହେଇ ନିଆଯାଉଛି । ତାହା ପୁଣି ଭରା ନଦୀରେ । ରାସ୍ତା ଖଣ୍ଡିଏ ନଥିବାରୁ ଲୋକେ ବାଧ୍ୟ ହୋଇ ଭରା ପାଣି ଭିତରେ ପଶି ରୋଗୀକୁ ଚିକିତ୍ସା…

ଭାରତ ହାତରୁ ଯିବ କି ବିଶ୍ୱକପ ଆୟୋଜନ ଅଧିକାର !

ଭୁବନେଶ୍ୱର: ଭାରତ ହାତରୁ ହକି ବିଶ୍ୱକପ ଆୟୋଜନ ଅଧିକାର ହାତଛଡା ହେବା ନେଇ ଭୟ ସୃଷ୍ଟି ହୋଇଛି । ୨୦୨୩ ବିଶ୍ୱକପ ଜାନୁୟାରୀ ୧୩ରୁ ୨୯ ପର୍ଯ୍ୟନ୍ତ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଅଛି । ତେବେ ନିର୍ଦ୍ଧାରିତ ସମୟ ମଧ୍ୟ ହକି ଇଣ୍ଡିଆ ନିର୍ବାଚନ କରିବାକୁ ଏଫଆଇଏଚ କହିଛି ।…

ସିନ୍ଧୁ ଜିତିଲେ ସିଙ୍ଗାପୁର ଓପନ ଟାଇଟଲ

ସିଙ୍ଗାପୁର: ଡବଲ ଅଲିମ୍ପିକ ପଦକ ବିଜେତା ପିଭି ସିନ୍ଧୁ ପୁନର୍ବାର କମାଲ କରିଛନ୍ତି । ଭାରତର ଏହି ଷ୍ଟାର ମହିଳା ବ୍ୟାଡମିଂଟନ ଖେଳାଳି ପ୍ରଥମ ଥର ପାଇଁ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟାଇଟଲ ହାସଲ କରିଛନ୍ତି । ମହିଳା ସିଙ୍ଗଲ୍ସ ଫାଇନାଲରେ ସେ ଚୀନର ଜେଡୱାଇ ୱାଙ୍ଗଙ୍କୁ ଏକ…