Latest Odisha News

BREAKING NEWS

ମାଆ ହେଲେ ଶାରାପୋଭା

ମସ୍କୋ: ରୁଷିଆର ମହାନ ଟେନିସ ତାରକା ତଥା ବିଶ୍ୱର ପୂର୍ବତନ ଏକ ନମ୍ବର ଖେଳାଳି ମାରିଆ ଶାରାପୋଭା ମାଆ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ସୋସିଆଲ ମିଡିଆରେ ସେ ପ୍ରଶଂସକଙ୍କ ସହ ଏହି ଖୁସି ଖବର ଶେୟାର କରିଛନ୍ତି । ଶାରାପୋଭା ତାଙ୍କ ପୁଅର ନାମ ଥିଓଡର ରଖିଛନ୍ତି । ବ୍ରିଟେନର ବ୍ୟବସାୟର…

ଆଇପିଏଲ ଆଗରେ ନଇଁଲେ ଆଇସିସି, ପାକିସ୍ତାନ

ଦୁବାଇ: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ ଶେଷରେ ଆଇପିଏଲ ଆଗରେ ନଇଁବାକୁ ବାଧ୍ୟ ହୋଇଛି । ପ୍ରତ୍ୟେକ ବର୍ଷ ଆଇପିଏଲ ପାଇଁ ଆଇସିସି ଅଢ଼େଇ ମାସର ୱିଣ୍ଡୋ ଦେବାକୁ ବିଧିବଦ୍ଧ ଭାବେ ଘୋଷଣା କରିଛି । ଆଇସିସିର ଏହି ନିଷ୍ପତି ପାକିସ୍ତାନ କ୍ରିକେଟ ବୋର୍ଡକୁ ବଡ ଝଟକା ଦେଇଛି । ପିସିବି ଏହାକୁ ବିରୋଧ…

“ପଞ୍ଚାୟତ ଅଫିସରୁ ଚୋରି କଲେ ସରପଞ୍ଚ!”

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକର କୁମ୍ଭାରୀ ସରପଞ୍ଚଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ । ପଞ୍ଚାୟତ ଅଫିସରୁ ଜିନିଷ ଚୋରି କରି ବିକୁଛନ୍ତି ସରପଞ୍ଚ । ଚୋରି ଜିନିଷକୁ ସହଯୋଗୀଙ୍କ ଜରିଆରେ ବିକୁଛନ୍ତି ବୋଲି ଗ୍ରାମବାସୀ ଏବଂ ଅଫିସ ପିଅନ ଅଭିଯୋଗ କରିଛନ୍ତି । କଥାଟି…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍

https://www.youtube.com/watch?v=LQzUxA2sBN8 ୧) ଉପକୂଳ ଓଡ଼ିଶାରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ଉପକୂଳ ଓଡ଼ିଶାରେ ଲାଗି ରହିଛି ତୁହାକୁ ତୁହା ବର୍ଷା । ଭୁବନେଶ୍ୱର ଏବଂ କଟକରେ ପାହାନ୍ତିଆରୁ ବର୍ଷା ଲାଗି ରହିଛି । ତଳିଆ ଅଞ୍ଚଳରେ…

ସୋମବାର ଠାରୁ ସଂସଦ ମୌସୁମୀ ଅଧିବେଶନ; ଲୋକସଭା ବାଚସ୍ପତି ଓମ ବିର୍ଲା କଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: ସୋମବାର ୧୮ ତାରିଖ ଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଆଜି ସଂସଦ ସଚ୍ଚିବାଳୟରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସଂସଦର ଗୁରୁତ୍ୱପୂର୍ଣ୍ଣ ସମୟକୁ ସଠିକ୍ ଭାବେ ଉପଯୋଗ କରିବାକୁ ସମସ୍ତ ଦଳର…

ତୃତୀୟ ଦିନିକିଆ ପୂର୍ବରୁ ଭାଇରାଲ ହେଲା କୋହଲିଙ୍କ ପୋଷ୍ଟ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚ ପୂର୍ବରୁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ପୋଷ୍ଟ ଭାଇରାଲ ହେଉଛି । ଇଂଲଣ୍ଡ ଗସ୍ତରେ ଏ ପର୍ଯ୍ୟନ୍ତ କୋହଲି ୧୧, ୨୦, ୧, ୧୧ ଓ ୧୬ ରନ କରିଛନ୍ତି । ପ୍ରଶଂସକମାନେ ତାଙ୍କ ଫର୍ମକୁ ଫେରିବା ପାଇଁ ବ୍ୟଗ୍ରତା ସହକାରେ…

ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପ: ଶ୍ରୀଶଙ୍କର, ଅବିନାଶ ଫାଇନାଲରେ

ନ୍ୟୁୟର୍କ: ଭାରତୀୟ ଲଙ୍ଗ ଜମ୍ପର ଶ୍ରୀଶଙ୍କର ଓ ଷ୍ଟିପଲଚେଜର ଅବିନାଶ ସାବଲେ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିୟନଶିପର ଫାଇନାଲରେ ପ୍ରବେଶ କରିଛନ୍ତି । ଶ୍ରୀଶଙ୍କର ପ୍ରଥମ ଭାରତୀୟ ପୁରୁଷ ଲଙ୍ଗଜମ୍ପର ଭାବେ ଏହି ଗୌରବ ଅର୍ଜନ କରିଛନ୍ତି । ସେ ଏହା ପୂର୍ବରୁ ୨୦୧୯ରେ ମଧ୍ୟ ଫାଇନାଲରେ ପ୍ରବେଶ…

ସିଙ୍ଗାପୁର ଓପନ ସୁପର ୫୦୦ ସିରିଜ ବ୍ୟାଡମିଂଟନ: ଫାଇନାଲରେ ସିନ୍ଧୁ

ସିଙ୍ଗାପୁର: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଚଳିତ ସିଙ୍ଗାପୁର ଓପନ ସୁପର ସିରିଜ ୫୦୦ ଟୁଣ୍ଣାମେଂଟର ଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ସେ ଜାପାନର ସୀନା କାୱାକାମୀଙ୍କୁ ୨୧-୧୫ ଓ ୨୧-୭ରେ ପରାସ୍ତ କରିଥିଲେ । ପୂର୍ବରୁ କ୍ୱାର୍ଟର ଫାଇନାଲରେ…

ଟି୨୦ ବିଶ୍ୱକପ ୨୦୨୨: ଚୂଡାନ୍ତ ହେଲା ୧୬ ଟିମ

ମେଲବୋର୍ଣ୍ଣ: ଚଳିତ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଶନିବାର ନେଦରଲାଣ୍ଡ ଓ ଜିମ୍ବାୱେ କ୍ୱାଲିଫାଇ କରିବା ପରେ ୧୬ ଟିମ ଚୂଡାନ୍ତ ହୋଇଛି । ଭାରତ ସମେତ ୮ ଟିମ ସୁପର ୧୨ରେ ଖେଳିବେ । ଅନ୍ୟ ୮ ଟିମରୁ ୪ଟି ପ୍ରଥମ ରାଉଣ୍ଡ ପରେ ସୁପର ୧୨ରେ ପଂହଚିବେ ।…

[ଦେଖନ୍ତୁ ଭିଡିଓ] ଭାଲୁ ଆକ୍ରମଣରେ ତିନିଜଣଙ୍କ ମୃତ୍ୟୁ, ୨ ଗୁରୁତର

ନୂଆପଡ଼ା: ଜଙ୍ଗଲି ଭାଲୁ ଆକ୍ରମଣରେ ୩ ଜଣଙ୍କ ମୃତ୍ୟୁ । ମେଡିକାଲ୍ ବେଡରେ ଜୀବନ ପାଇଁ ସଂଘର୍ଷ କରୁଛନ୍ତି ଆଉ ୨ ଜଣ । ନୂଆପଡ଼ା ଜିଲ୍ଲା ଲଖନା ଥାନା ସମରସିଂ ଗାଁରେ ବଣୁଆ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଯାଇଛି । ଜାଳେଣୀ କାଠ ପାଇଁ ସମରସିଂ ଗାଁର ରତନ ମାଝୀ ସ୍ଥାନୀୟ ଜଙ୍ଗଲକୁ ଯାଇଥିଲେ ।…