Latest Odisha News

BREAKING NEWS

ପ୍ରଥମ ଆରବ ମହିଳା ଭାବେ ଗ୍ରାଣ୍ଡସ୍ଲାମ ଟେନିସ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଲେ ଓନ୍ସ

ଲଣ୍ଡନ: ଟ୍ୟୁନିସିଆର ଓନ୍ସ ଜାବେଉର ଚଳିତ ୱିମ୍ବେଲଡେନ ଟେନିସ ଟୁର୍ଣ୍ଣାମେଂଟର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛନ୍ତି । ସେ ଆଫ୍ରିକା ଏବଂ ଆରବ ଦେଶର ପ୍ରଥମ ମହିଳା ଭାବେ ଏହି ସଫଳତା ହାସଲ କରିଛନ୍ତି । ଜାବେଉର ସେମିଫାଇନାଲରେ ତାଜ୍ୟାନା ମାରିୟାଙ୍କୁ ୬-୨, ୩-୬, ୬-୧…

କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ଲକ୍ଷ୍ନୌ: କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ତାଙ୍କୁ ଲକ୍ଷ୍ନୌର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡ ସହ ୮ହଜାର ୫୦୦ ଟଙ୍କା ଜୋରିମନା ଶୁଣାଇଛନ୍ତି । ୧୯୯୬ ମେ' ନିର୍ବାଚନ ସମୟରେ ରାଜ୍ ଜଣେ ନିର୍ବାଚନ…

ଗଞ୍ଜାମ ଜିଲାପାଳଙ୍କ ନାଁରେ ଫେକ୍‌ ହ୍ୱାଟ୍ସଆପ୍ ନମ୍ବର

ବ୍ରହ୍ମପୁର: ରାଜ୍ୟରେ ଜଣଙ୍କ ପରେ ଜଣେ ବରିଷ୍ଠ ଆଇପିଏସ୍‌ ଏବଂ ଆଇଏଏସ୍‌ ଅଧିକାରୀମାନେ ସାଇବର ଅପରାଧର ଶିକାର ହେବାରେ ଲାଗିଛନ୍ତି । ଏହି ତାଲିକାରେ ସଦ୍ୟତମ ସାମିଲ ହୋଇଯାଇଛନ୍ତି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ତାଙ୍କ ନାମରେ ଫେକ୍‌ ହ୍ୱାଟ୍ସଆପ୍ ନମ୍ବର କରାଯାଇ ସେଥିରେ…

[ଦେଖନ୍ତୁ ଭିଡିଓ] ଖାଣ୍ଟି ଓଡ଼ିଆଣୀ ବେଶରେ ନଜର ଆସିବେ ରାଣୀ ପଣ୍ଡା

ଭୁବନେଶ୍ୱର : କେତେବେଳେ କିଛି ବିବାଦ ନେଇ ତ ଆଉ କେତେବେଳେ ସମାଜ ସେବା ପାଇଁ। ଆଉ କେବେ କିଛି ଲୋକଙ୍କୁ ଟାର୍ଗେଟ କରି ଚର୍ଚ୍ଚା ସାଉଁଟିଥାନ୍ତି। କିଛି ଲୋକ ତ ତାଙ୍କ ବିବାଦୀୟ ରାଣୀ ପଣ୍ଡା ବୋଲି ମଧ୍ୟ କୁହନ୍ତି ।  ନିଜର ରୋକ୍ ଠୋକ୍ କଥା ପାଇଁ ସବୁବେଳେ ଚର୍ଚ୍ଚା ପରିସରକୁ ଆସୁଥିବା ରାଣୀ…

ଭାରତ ମୁହାଁ ଶ୍ରୀଲଙ୍କା ଶରଣାର୍ଥୀ; ତାମିଲନାଡୁ ଶିବିରରେ ଆଶ୍ରୟ ନେଇଛନ୍ତି ଶତାଧିକ

ରାମେଶ୍ୱରମ: ଶ୍ରୀଲଙ୍କାର ସଂକଟ ପରିସ୍ଥିତି ପାଇଁ ଦେଶ ଛାଡ଼ି ପଳାୟନ କଲେଣି ଦେଶବାସୀ । ତାମିଲନାଡୁରେ ଶତାଧିକ ଶରଣାର୍ଥୀ ଆସି ଆଶ୍ରୟ ନେଇଛନ୍ତି । ମଙ୍ଗଳବାର ଆଠ ଜଣ ଶ୍ରୀଲଙ୍କା ନାଗରିକ ଜଳପଥରେ ଆସି ଭାରତ ଉପକୂଳରେ ପହଞ୍ଚିଛନ୍ତି । ଜଳପଥରେ ଡଙ୍ଗା ନେଇ ଅସୁରକ୍ଷିତ ଭାବେ ଆସୁଥିବା ବେଳେ…

ରାଜ ବାବରଙ୍କୁ ୨ ବର୍ଷର ଦଣ୍ଡାଦେଶ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ରାଜ ବାବରଙ୍କୁ ଏମପି-ଏମଏଲଏ କୋର୍ଟ ୬୫୦୦ ଟଙ୍କା ଜରିମାନା ଓ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ବଜୀରଗଂଜ କୋତୱାଲୀରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ମତଦାନ କେନ୍ଦ୍ର ମଧ୍ୟରେ ପ୍ରବେଶ କରି ପୋଲିଂ ଏଜେଂଟଙ୍କ ସମେତ ଡ୍ୟୁଟିରେ…

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଆସନ୍ତାକାଲି ଓଡ଼ିଶା ଆସିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଶ୍ରୀମତି ଦ୍ରୌପଦୀ ମୁର୍ମୁ l ଭୁବନେଶ୍ୱରର ବିମାନବନ୍ଦରରେ ପହଞ୍ଚିବା ପରେ ଶ୍ରୀମତି ମୁର୍ମୁ ପ୍ରଥମେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ। ତାପରେ ବିଧାନସଭାକୁ ଆସିବେ। ନିଜ ସପକ୍ଷରେ ସମର୍ଥନ…

କଂଗ୍ରେସ ଏମପି ହଜେଇ ଦେଲେ ୧.୫ ଲକ୍ଷ ଟଙ୍କାର କଲମ

ନୂଆଦିଲ୍ଲୀ: ବିପକ୍ଷ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଏକ କାର୍ଯ୍ୟକ୍ରମରେ ଜଣେ କଂଗ୍ରେସ ଏମପି ତାଙ୍କ ଦାମିକିଆ କଲମ ହଜେଇ ଦେଇଛନ୍ତି । କନ୍ୟାକୁମାରୀର ଏହି ଏମପିଙ୍କ ନାମ ହେଲା ବିଜୟ ବସନ୍ତ ଏବଂ ତାଙ୍କ କଲମର ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ ।  ଅଭିଯୋଗ କରାଯିବ ପରେ ଏହି ଦାମୀ…

ରଣବୀରଙ୍କ ପୋଷାକ ଫିଙ୍ଗିଦେଉଥିଲେ ଦୀପିକା

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ୍ ପତି ରଣବୀର ସିଂଙ୍କ ପୋଷାକ ଫିଙ୍ଗିଦିଅନ୍ତି । ତାଙ୍କୁ ଯେଉଁ ପୋଷାକ ପସନ୍ଦ ଆସେନି, ଏଣୁ ତେଣୁ କହି ଫିଙ୍ଗିଦିଅନ୍ତି । ହେଲେ ଏବେ ଆଉ ଏମିତି କରୁନାହାନ୍ତି । ନୂଆନୂଆ ହେଉଥିଲା । ବିବାହ ପରେ ରଣବୀର-ଦୀପିକା ଯେବେଠୁ ଏକାଠି ରହୁଥିଲେ ।…

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଷ୍ଟିଲ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ

ନୂଆଦିଲ୍ଲୀ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଷ୍ଟିଲ ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ନେଇଛନ୍ତି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରସିପି ସିଂ ବୁଧବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗୁରୁବାର ଶ୍ରୀ ସିଂଙ୍କ ରାଜ୍ୟସଭା ସାଂସଦ ପଦର କାର୍ଯ୍ୟକାଳ ଶେଷ…