ମହିଳା ହକି ବିଶ୍ୱକପ: ଭାରତ-ଇଂଲଣ୍ଡ ମ୍ୟାଚ ଡ୍ର
ନୂଆଦିଲ୍ଲୀ: ନେଦରଲାଣ୍ଡର ଆମ୍ସଷ୍ଟେଲଭିନରେ ରବିବାର ଅନୁଷ୍ଠିତ ମହିଳା ହକି ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି । ପୁଲ ବିର ଏହି ମୁକାବିଲା ସହ ଭାରତ ତାର ଅଭିଯାନ ଆରମ୍ଭ କରିଛି । ଟୋକିଓ ଅଲିମ୍ପିକ୍ସ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ନିକଟରେ ସୁଯୋଗ ଥିଲେ…