ଉତରାଖଣ୍ଡ ବିପକ୍ଷରେ ମୁମ୍ବାଇର ବୃହତ ବିଜୟ, ଭାଙ୍ଗିଲା ୯୨ ବର୍ଷର ରେକର୍ଡ
ମୁମ୍ବାଇ: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ୪୧ ଥର ଚାମ୍ପିୟନ ମୁମ୍ବାଇ ୭୨୫ ରନରେ ଉତରାଖଣ୍ଡକୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି । ଦଳ ସେମିରେ ଉତରପ୍ରଦେଶକୁ ଭେଟିବ । ରନ ଦୃଷ୍ଟି କୋଣରୁ ମୁମ୍ବାଇ ୯୨ ବର୍ଷର ରେକର୍ଡ ଭାଙ୍ଗିଛି । ପ୍ରଥମ ଶ୍ରେଣୀ କ୍ରିକେଟରେ ଏତେ ରନ ବ୍ୟବଧାନରେ…