Latest Odisha News

BREAKING NEWS

ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ବ୍ରହ୍ମପୁର: ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଜାମୁନୀ ଗାଁରେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଜାମୁନୀ ଗାଁର ଯୋଗେଶ ବେହେରା।ଗୁରୁତର ହୋଇଥିବା ଅଜିତ ପାଣିଗ୍ରାହୀ ବ୍ରହ୍ମପୁର ଏମକେସିଜି…

ବିମାନବନ୍ଦରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କଲେ ଅଗ୍ନିଶମ ଡିଜି

ଭୁବନେଶ୍ୱର: ବିମାନବନ୍ଦରରେ ନିଆଁ ଲାଗିଲେ କଣ ହେବ ? ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ପାରିବ ତ ? ନିଆଁ ଲିଭାଇବା ପାଇଁ କଣ ରହିଛି ବ୍ୟବସ୍ଥା ? ଭୁବନେଶ୍ୱର ବିମାନବନ୍ଦରରେ ଏସବୁର ଅନୁଧ୍ୟାନ କରିଛନ୍ତି ଅଗ୍ନିଶମ ଡିଜି ଏସ୍.କେ ଉପାଧ୍ୟାୟ । ଏୟାରପୋର୍ଟ ନିର୍ଦ୍ଦେଶକଙ୍କ ଉପସ୍ଥିତିରେ…

ବସ୍ ଧକ୍କାରେ ଯୁବକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, ରାତିରୁ ରାଜପଥ ଅବରୋଧ

ସୋନପୁର: ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥରେ ଯାତାୟତ ଠପ୍ । ମଙ୍ଗଳବାର ରାତିରୁ ରାସ୍ତା ଅବରୋଧ କରିଛନ୍ତି ନାୟକପଡ଼ା ଗ୍ରାମବାସୀ । ଗତକାଲି ସନ୍ଧ୍ୟାରେ ଏକ ଘରୋଇ ଯାତ୍ରୀବାହୀ ବସ ନାୟକପଡ଼ାର ଅଭିମନ୍ୟୁ ସାହୁଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଅଭିମନ୍ୟୁଙ୍କ ମୃତ୍ୟୁ ହୋଇଥିଲା ।…

୧୨ କେଜିରୁ ଅଧିକ ଓଜନର ବଜ୍ରକାପ୍ତା ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ଥମୁନି ବନ୍ୟଜନ୍ତୁ ତସ୍କରୀ । ପୁଣି ଉଦ୍ଧାର ହେଲା ବଜ୍ରକାପ୍ତା । ଏଥର ବୌଦ୍ଧରୁ ଉଦ୍ଧାର ହୋଇଛି ୧୨ କେଜି ୪୦୦ ଗ୍ରାମର ବଜ୍ରକାପ୍ତା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ଓ ବୌଦ୍ଧ ବନ ବିଭାଗ ଅଧିକାରୀ କଣ୍ଟାମାଳ-ବାଲିଗୁଡ଼ା ରାସ୍ତାର ଖୁଣ୍ଟିଗୁରା ଗାଁରେ ରେଡ୍ କରିଥିଲେ ।…

୦.୫୦ ପ୍ରତିଶତ ରେପୋ ରେଟ୍ ବଢ଼ାଇଲା RBI, ମହଙ୍ଗା ହେବ ଋଣ ଓ ଇଏମ୍ଆଇ

ମୁମ୍ବାଇ: ପୁଣି ବଢ଼ିଲା ରେପୋ ରେଟ୍ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପୁଣି ଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି । ବୁଧବାର ରେପୋ ରେଟ୍ ୫୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୪.୯୦ ପ୍ରତିଶତ ହୋଇଛି । ମାସକ ମଧ୍ୟରେ ଲଗାତାର ଦ୍ୱିତୀୟ ଥର ପାଇଁ ରେପୋ ରେଟ୍ ବଢ଼ିଛି ।…

ଗୁଳୁଗୁଳିରେ ସନ୍ତୁଳି ହେବ ଉପକୂଳ, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ

ଭୁବନେଶ୍ୱର: ତାତିରୁ ନାହିଁ ଆଶ୍ୱସ୍ତି । ଉତ୍ତପ୍ତ ଶୁଷ୍କ ବାୟୁ ପ୍ରଭାବରେ ପଶ୍ଚିମ ଓଡ଼ିଶା ତାତିରେ ସିଝିବ । ଅନ୍ୟପଟେ ଉଚ୍ଚ ଆଦ୍ରତା ପ୍ରଭାବରେ ଉପକୂଳରେ ପ୍ରବଳ ଗୁଳୁଗୁଳିଆ ଅନୁଭୂତ ହେବ । ଗ୍ରୀଷ୍ମ ପ୍ରବାହ, ଗୁଳୁଗୁଳି ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ଆକଳନ କରିଛି…

ଗାଡ଼ି ଚାଳନା ବେଳେ ମୋବାଇଲରେ ଗପି ଜରିମାନା ଦେଲେ ୨୩ ଜଣ, ବାତିଲ୍ ହେବ ଡିଏଲ୍

କୋରାପୁଟ: କଣ ଆପଣ ମଧ୍ୟ ମୋବାଇଲରେ ଗପି ଗପି ଗାଡ଼ି ଚଳାଉଛନ୍ତି । ଯଦି ହଁ ତେବେ ସାବଧାନ ହୋଇ ଯାଆନ୍ତୁ । ନଚେତ୍ ଜରିମାନା ଦେବା ସହ ବାତିଲ୍ ହୋଇଯିବ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ । କୋରାପୁଟ ଟାଉନ୍ ଥାନା ପୋଲିସ ପକ୍ଷରୁ ଚେକିଂକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ପୋଲିସ ଚେକିଂ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୪ ଭଗବାନ ଶିବଶଙ୍କର ଦେବୀ ପାର୍ବତୀଙ୍କୁ ଏପରି ବିଷାଦଗ୍ରସ୍ତା ଦେଖି ତାଙ୍କୁ ସାନ୍ତ୍ୱନା ଦେଇ କହିଲେ, " ଦେବୀ ! ତୁମକୁ ଏପରି ମାନବୀୟ ଆବେଗରେ ପ୍ଲାବିତା ହେବା ଶୋଭା ପାଉନାହିଁ। ସୁଲୋଚନା ଅତ୍ୟନ୍ତ ଧର୍ମପରାୟଣା ନାରୀ। ସେ…

କବିତା : ମାଟିମଗ୍ନ

ମାନସ ରଞ୍ଜନ ମହାପାତ୍ର ଥିଲି ନାଳ କଡ଼ରେ ଏବେ ତିନି ମହଲା କୋଠାରେ ଯେ ନାଳ ମଝିରେ ଭଲ ଥିଲି,ଏକା ଥିଲି ଏବେ ପରିବାରରେ,ଅଥଚ ଏକା ଏକା ସହବାସରେ ପହଞ୍ଚିଗଲି ପର୍ବତ ଚୂଡାରେ ତ ଏବେ ମାଟିରେ ମାଟିମଗ୍ନ ହେଇ ବଞ୍ଚି ପାରନ୍ତି ହେଲେ ଗଲା ଦିନର ସ୍ମୃତି ଚଉକି ଓ ଛାତ…

ମୋ କଲେଜ ଅଭିଯାନ ଓ ଏନ. ଏସ.ଏସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

କଟକ : ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ମୋ କଲେଜ ଅଭିଯାନ ଓ ଏନଏସଏସ ମିଳିତ ଉଦ୍ୟମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ପ୍ରତିଶ୍ରୁତି ନାୟକ, ଦ୍ୱିତୀୟ ଦୀପ୍ତିମୟୀ ପାଣି ଓ ତୃତୀୟ ସ୍ୱାତୀ ସଂଘମିତ୍ରା ଦାସଙ୍କୁ…