Latest Odisha News

BREAKING NEWS

ମୋ କଲେଜ ଅଭିଯାନ ଓ ଏନ. ଏସ.ଏସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ

କଟକ : ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟର ମୋ କଲେଜ ଅଭିଯାନ ଓ ଏନଏସଏସ ମିଳିତ ଉଦ୍ୟମରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗୀତାରେ ପ୍ରଥମ ପ୍ରତିଶ୍ରୁତି ନାୟକ, ଦ୍ୱିତୀୟ ଦୀପ୍ତିମୟୀ ପାଣି ଓ ତୃତୀୟ ସ୍ୱାତୀ ସଂଘମିତ୍ରା ଦାସଙ୍କୁ…

ଗଞ୍ଜାମରେ ଅପହରଣ, ଲୁଟ୍‌ର ଶିକାର ହେଲେ ଝାଡ଼ଖଣ୍ଡର ଦୁଇ ବ୍ୟବସାୟୀ

ବ୍ରହ୍ମପୁର: ଝାଡଖଣ୍ଡର ଦୁଇଜଣ ବ୍ୟବସାୟୀ ଗଞ୍ଜାମରେ ଅପହରଣ ଓ ଲୁଟର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଅପହରଣକାରୀମାନେ ଏହି ଦୁଇ ଜଣ ବ୍ୟକ୍ତିଙ୍କ ଠାରୁ ୩ ଲକ୍ଷ ୭୫ ହଜାର ଟଙ୍କା ସହ କାର ଓ ମୋବାଇଲ ନେଇଯାଇଛନ୍ତି। ଯେନତେନ ପ୍ରକାରେ ମୁକ୍ତ ହେବା ପରେ ଲୁଟର ଶିକାର ବ୍ୟକ୍ତିମାନେ ମଙ୍ଗଳବାର…

କୋଭିଡରେ ସେବା କାର୍ଯ୍ୟ ପାଇଁ ବ୍ରହ୍ମପୁରର ବ୍ୟବସାୟୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: କୋଭିଡ ସମୟରେ ବିଭିନ୍ନ ପ୍ରକାର ସେବା କାର୍ଯ୍ୟ ପାଇଁ ପ୍ରଶଂସିତ ହୋଇଥିବା ବ୍ୟବସାୟୀଙ୍କୁ ମଙ୍ଗଳବାର ସମ୍ବର୍ଦ୍ଧିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମର ସମ୍ମିଳନୀ କକ୍ଷରେ ଏହି ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର…

ସୁସ୍ଥତା ପାଇଁ ନିୟମିତ ବାଲି ଖାଉଛନ୍ତି ବୃଦ୍ଧ

ବ୍ରହ୍ମପୁର: ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । କିନ୍ତୁ ଗଞ୍ଜାମ ଜିଲାରେ ଏମିତି ଜଣେ ବୃଦ୍ଧ ଅଛନ୍ତି, ଯିଏ ସୁସ୍ଥ ରହିବା ପାଇଁ ନିୟମିତ ବାଲି ଖାଉଛନ୍ତି। ଦିନେ କି ଦୁଇ ଦିନ ନୁହଁ, ବରଂ ଗତ ୪୦ ବର୍ଷ ସବୁଦିନ ବାଲି ଖାଉଛନ୍ତି। ତାଙ୍କୁ ଯିଏ ଦେଖୁଛି, ଆଶ୍ଚର୍ଯ୍ୟ ଚକିତ ହେଉଛି । ୬୮ ବର୍ଷୀୟ…

ଆତ୍ମଘାତୀ ବିସ୍ଫୋରଣର ଧମକ ଦେଲା ଅଲ କାଏଦା

ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀ ସମେତ ୪ଟି ରାଜ୍ୟରେ ଆତ୍ମଘାତୀ ବିସ୍ଫୋରଣ କରିବା ନେଇ ଆତଙ୍କବାଦୀ ସଂଗଠନ ଅଲକାଏଦା ଧମକ ଦେଇଛି । ଦିଲ୍ଲୀ, ମୁମ୍ବାଇ, ୟୁପି ଓ ଗୁଜରାଟରେ ବଡ ଧରଣର ବିସ୍ଫୋରଣ କରାଯିବ ବୋଲି ସେମାନେ କହିଛନ୍ତି । ଟିଭି ଡିବେଟ ଶୋରେ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ…

ଗଞ୍ଜାମରେ ଥମୁନି ରାଜନୈତିକ ହିଂସା: ପୂର୍ବତନ ସରପଞ୍ଚଙ୍କୁ ଏବେର ସରପଞ୍ଚଙ୍କ ଆକ୍ରମଣ

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ଶେଷ ହୋଇ ତିନି ମାସରୁ ଅଧିକ ସମୟ ବିତିଗଲାଣି । ହେଲେ ଗଞ୍ଜାମ ଜିଲାରେ ରାଜନୈତିକ ହିଂସା ଥମୁନି । ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଛି । ସୋମବାର ରାତିରେ କୁକୁଡାଖଣ୍ଡି ବ୍ଳକ ମସିହାଖାଲି ପଞ୍ଚାୟତର ପୂର୍ବତନ ସରପଞ୍ଚ ମନୋଜ ସେଠୀ ଏବଂ ତାଙ୍କର ଦୁଇ…

ପ୍ରଫେଟଙ୍କୁ ଅପମାନ: ଭାରତରେ ଆତ୍ମଘାତୀ ବିସ୍ଫୋରଣ ଧମକ ଦେଲା ଅଲକାଏଦା

ଭୁବନେଶ୍ୱର: ପ୍ରଫେଟ ମହମ୍ମଦଙ୍କୁ ଅପମାନ ଘଟଣାରେ ଅଲକାଏଦା ଭାରତର କିଛି ସ୍ଥାନରେ ସୁଇସାଇଡ ବିସ୍ଫୋରଣ କରିବାକୁ ଧମକ ଦେଇଛି । ଦିଲ୍ଲୀ, ଉତ୍ତରପ୍ରଦେଶ, ଗୁଜୁରାଟ ଏବଂ ମୁମ୍ବାଇର ବିଭିନ୍ନ ସ୍ଥାନରେ ଖୁବ୍ ଶୀଘ୍ର ବିସ୍ପୋରଣ କରାଯିବ ବୋଲି ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଅଲକାଏଦା ।…

[ଭିଡିଓ] କିଛି ଏପରି ଚାଲିଛି ଶିକ୍ଷାଦାନ: ଶୋଇଛନ୍ତି ଶିକ୍ଷୟତ୍ରୀ, ବିଂଚୁଛନ୍ତି ଛାତ୍ରୀ

ଭୁବନେଶ୍ୱର: ସମଗ୍ର ଦେଶରେ ଶିକ୍ଷାଦାନ ଉପରେ ଦିଆଯାଉଛି ବିଶେଷ ଗୁରୁତ୍ୱ । ତଥାପି ପ୍ରତିଦିନ ସାମ୍ନାକୁ ଆସୁଛି ଅଭାବନୀୟ ଖବର ତଥା ଦୃଶ୍ୟ । ଏକ ପ୍ରାଥମିକ ସ୍କୁଲରୁ ଆସିଥିବା ଏହି ଦୃଶ୍ୟ ଉପରେ ଟିକେ ନଜର ପକାନ୍ତୁ । ମୋବାଇଲରେ କଏଦ ହୋଇଥିବା ଏହି ଭିଡିଓ ହିଁ ଶିକ୍ଷାଦାନ କ୍ଷେତ୍ରର ବାସ୍ତବ…

ସିଦ୍ଧୁ ମୁସେୱାଲା ହତ୍ୟା: ଫ୍ୟାନ୍ ସହ ସେଲ୍ଫି ନେବା କାଳ ହେଲା

ଭୁବନେଶ୍ୱର: ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡରେ ଅଭିଯୁକ୍ତଙ୍କୁ ଧରିଛି ପଞ୍ଜାବ ପୋଲିସ୍ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଫ୍ୟାନ୍ କହି ସେଲ୍ଫି ନେଇଥିବା ଯୁବକ ହତ୍ୟାକାଣ୍ଡର ମୁଖ୍ୟ କାର୍ପଟଦାର । ମଙ୍ଗଳବାର ପଞ୍ଜାବ ପୋଲିସ ହତ୍ୟାକାଣ୍ଡରେ ସଂପୃକ୍ତ ଆଠ ଜଣଙ୍କୁ ଗିରଫ କରିଛି । ଯେଉଁଥିରେ…

ଥୋମାସ କପ ବିଜେତା ଭାରତୀୟ ଟିମକୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଥୋମାସ କପ ବିଜେତା ଭାରତୀୟ ପୁରୁଷ  ବ୍ୟାଡମିଂଟନ ଟିମକୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବେ । ବୁଧବାର ଓଡିଶା କ୍ରୀଡା ଓ ଯୁୁବ ବ୍ୟାପାର ମନ୍ତ୍ରାଣଳୟ ପକ୍ଷରୁ ଲୋକସେବା ଭବନ ଠାରେ ଏହି ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଉଛି । ସମସ୍ତ ଖେଳାଳିଙ୍କ…