Latest Odisha News

BREAKING NEWS

ବିପଦ ବଢ଼ିଲା: ପରମାଣୁ ଅସ୍ତ୍ର ସହ ଅଭ୍ୟାସ ଆରମ୍ଭ କଲେ ରୁଷ ସେନା

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ୭୦ ଦିନରେ ପଂହଚି ଯାଇଛି । ଏହା ଯେତେ ବିଳମ୍ବ ହେଉଛି ରୁଷର ଆର୍ଥିକ ସ୍ଥିତି ସେତେ ଦୁର୍ବଳ ହେଉଛି । ଇତି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷ ସେନା ଏବେ ପରମାଣୁ ମିସାଇଲ ସହ ଅଭ୍ୟାସ ଆରମ୍ଭ…

ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବିରେ ବ୍ରଜରାଜନଗର ରେଳ ଷ୍ଟେସନରେ ରେଳରୋକ

ବ୍ରଜରାଜନଗର:  ବ୍ରଜରାଜନଗର ରେଳ ଷ୍ଟେସନରେ ଟ୍ରେନ ରହଣି ଦାବି । ଏଠାରେ ଅହମଦାବାଦ ଏକ୍ସପ୍ରେସ, ମୁମ୍ବାଇ- ହାବଡା ମେଲ ଟ୍ରେନର ରହଣି ଦାବି ନେଇ ରେଳରୋକୋ କରିବା ସହ ବ୍ରଜରାଜନଗର ବନ୍ଦ ଡାକରା ଦେଇଛି ନାଗରିକ ମଞ୍ଚ। ଆଜି ସକାଳ ୬ ଟାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ଆନ୍ଦୋଳନ ଚାଲିବ। ଦାବି…

ଜୁଲାଇ ୧ରେ ମହାପ୍ରଭୁ ରଥଯାତ୍ରା, ଗୁରୁବାର ପ୍ରଥମ ସମନ୍ବୟ କମିଟି ବୈଠକ

ପୁରୀ:  ଜୁଲାଇ ୧ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା । ଏହି ଉପଲକ୍ଷେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। କୋଭିଡ୍ ଜନିତ କଟକଣା ପାଇଁ ଦୁଇବର୍ଷ ଧରି ରଥଯାତ୍ରା ସମନ୍ବୟ ବୈଠକ ବନ୍ଦ ରହିବା ପରେ ଚଳିତ ବର୍ଷ ରଥଯାତ୍ରା ପାଇଁ ପୁଣିଥରେ ସମନ୍ବୟ ବୈଠକ ଡକାଯାଇଛି। ଗୁରୁବାର ପୁରୀରେ ବସିବ…

ବାପା-ମା’ଙ୍କ ସହିତ ହାଜର ହେବେ ସୁମିତ-ତପସ୍ବିନୀ

କଟକ : ସୁମିତ ଓ ତପସ୍ବିନୀ ସେମାନଙ୍କ ବାପା-ମାଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବେ । ମେ ୭ ତାରିଖ ଦିନ ୧ଟା ସମୟରେ ଅଭିଭାବକଙ୍କ ସହିତ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହେବାପାଇଁ ଡାକ୍ତର ସୁମିତ କୁମାର ସାହୁ ଓ ତାଙ୍କ ପତ୍ନୀ ତପସ୍ବିନୀ ଦାଶଙ୍କୁ ଆଜି ନିର୍ଦ୍ଦେଶ ଦିଆଯାଇଛି ।…

ଆସୁଛି ବାତ୍ୟା ! ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର

ଭୁବନେଶ୍ବର : ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଆଜି ବସିବ ପ୍ରାକ ପ୍ରସ୍ତୁତି ବୈଠକ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲାପାଳଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିବେ ସ୍ୱତନ୍ତ୍ର ରିଲିଫ କମିଶନର । ବାତ୍ୟା ସମୟରେ ଶୂନ ଜୀବନହାନୀ ଓ କମ୍ କ୍ଷୟକ୍ଷତି ନେଇ ଆଜିର ବୈଠକରେ ଆଲୋଚନା…

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର କଳାରାହାଙ୍ଗ ଅଞ୍ଚଳର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି ।ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ…

ଅନୁବାଦ କବିତା : ତ୍ରିଭୁଜ

ମୂଳ ରଚନା : ଜୟ ଗୋସ୍ୱାମୀ ମରିବା ପୁର୍ବରୁ ତୁମେ ଆଉଥରେ ମୋର ରକ୍ତ ପିଅ। କୋକିଶିଆଳିର ସେଇ ପଞ୍ଝା ଦୁଇଟି ମୋ ଛାତି ଉପରେ ରଖି , ନାକଟାକୁ ମୋ ପଞ୍ଜରା ହାଡ଼ ମଝିରେ ପୁରାଇ ଦେଇ ରକ୍ତ ଟାଣିବାର ସେଇ ସଁ ସଁ ଚଁ ଚଁ ଶବ୍ଦ ଏତେ ବର୍ଷ ପରେ ବି ମୁଁ ଭୁଲି ପାରିନାହିଁ। କିନ୍ତୁ,…

ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

ଭୁବନେଶ୍ୱର: ଶହେ ସ୍ମାର୍ଟ ସିଟି ଭିତରେ ପ୍ରଥମ ସାତଟି ରେ ସ୍ଥାନ ପାଇଛି ଭୁବନେଶ୍ୱର। ଦେଶରେ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପ୍ରଥମପର୍ଯ୍ଯାୟ ର ସାତ ସ୍ମାର୍ଟ ସିଟି। ୨୦୧୫ ରେ ସ୍ମାର୍ଟ ସିଟି ପାଇଁ ଚୟନ ହୋଇଥିବା ସହର ଗୁଡିକ ଭିତରେ ଭିତ୍ତିଭୂମି ଭୁବନେଶ୍ୱର ର ସ୍ଥାନ ପ୍ରଥମ ଥିଲା।…

ଢ଼ିଙ୍କିଆ କୁ ଯାଇ ପାରିଲାନି ୧୭ ଜଣିଆ ବିରୋଧୀ ଦଳ କମିଟି; ଅଟକେଇ ଦେଲେ ଗ୍ରାମବାସୀ

ଭୁବନେଶ୍ୱର: ଜେଏସଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଚର୍ଚ୍ଚାରେ ଥିବା ଢ଼ିଙ୍କିଆ ଗ୍ରାମ ଆଜି ବିରୋଧୀ ଦଳ ନେତାଙ୍କୁ ନିରାଶ କରିଛି । ଜେଏସଡବ୍ଲୁ କୁ ବିରୋଧ କରୁଥିବା ରାଜ୍ୟର ୧୩ଟି ବିରୋଧୀ ଦଳର ୧୭ଜଣିଆ କମିଟି ବୁଧବାର ଢ଼ିଙ୍କିଆ ଗସ୍ତରେ ଯାଇ ଅଧା ବାଟରୁ ଫେରିଛି । କମିଟି ନୂଆଗାଁ ଓ ଗୋବିନ୍ଦପୁର…

ଗୋଟିଏ କମ୍ପାନୀରେ ୮୪ ବର୍ଷ ଚାକିରୀ କରି ରେକର୍ଡ କଲେ ୧୦୦ ବର୍ଷର ବୃଦ୍ଧ

ରିଓ: ବ୍ରାଜିଲର ଜଣେ ୧୦୦ ବର୍ଷର ବୃଦ୍ଧ ଗୋଟିଏ କମ୍ପାନୀରେ ୮୪ ବର୍ଷ ଚାକିରୀ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ୱାଲ୍ଟର ଆର୍ଥମାନ ନାମକ ଏହି ବୃଦ୍ଧଙ୍କ ନାମ ଗିନିଜ ବୁକ ଅଫ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ୧୯ ଏପ୍ରିଲ ୧୯୨୨ରେ ଜନ୍ମ ଗ୍ରହଣ କରିଥିବା ଆର୍ଥମାନ ୧୭ ଜାନୁୟାରୀ ୧୯୩୮ରେ…