Latest Odisha News

BREAKING NEWS

୪୦୦ ମହିଳା ଏସଏଚଜି ଙ୍କୁ ଡିଜିଟାଲ ସାକ୍ଷର କଲା ଟିପିଏସଓଡିଏଲ

ଭୁବନେଶ୍ୱର: ଡିଜିଟାଲ ଶିକ୍ଷଣୀୟ ଆଟରିଚ୍ ରେ ଉନ୍ନତି ଆଣିବା ପାଇଁ ଟିପିଏସଓଡିଏଲ ଏହାର ସମସ୍ତ ଲାଇସେନ୍ସପ୍ରାପ୍ତ କ୍ଷେତ୍ରରେ ଡିଜିଟାଲ୍ ସାକ୍ଷରତା ଅଭିଯାନ ଆରମ୍ଭ କରିଛି । ଗଂଜାମ, ଗଜପତି, କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ରେ ଏହି ଅଭିଯାନ ଚାଲୁ…

ଚିଲିକାରେ ବୁଡିଗଲା ଡ଼ଙ୍ଗା, କାଳିଜାଈ ଦର୍ଶନ ସାରି ଫେରୁଥିଲେ ୧୨ ଯାତ୍ରୀ

ଟାଙ୍ଗୀ:  ଚିଲିକାରେ ପୁଣି ଦୁର୍ଘଟଣା । ମଝି ଦରିଆରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା  । ମାଆ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା  । ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ ବାଲେଶ୍ୱର ଅଞ୍ଚଳର  । ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ  । ଡଙ୍ଗା ଦୁର୍ଘଟଣା…

ରେକର୍ଡ ପ୍ରାଇସରେ ନିଲାମ ହେଲା ମାରାଡୋନାଙ୍କ ହ୍ୟାଣ୍ଡ ଅଫ ଗଡ ଜର୍ସି

ନୂଆଦିଲ୍ଲୀ: ବିଶ୍ୱର ମହାନ ଫୁଟବଲ ଖେଳାଳି ଆର୍ଜେଂଟିନାର ଡିଏଗୋ ମାରାଡୋନାଙ୍କ ଏକ ଜର୍ସି ରେକର୍ଡ ଦରରେ ନିଲାମ ହୋଇଛି । ୧୯୮୬ ବିଶ୍ୱକପରେ ଏହି ଜର୍ସି ପିନ୍ଧି ସେ ହ୍ୟାଣ୍ଡ ଅଫ ଗଡ ବିବାଦୀୟ ଗୋଲ ସ୍କୋର କରିଥିଲେ । ଜର୍ସିଟି ୬୭.୫୮ କୋଟି ଟଙ୍କାରେ ନିଲାମ ହୋଇ ନୂତନ ବିଶ୍ୱ ରେକର୍ଡ ସ୍ଥାପନ…

ଆଇପିଏଲ ୨୦୨୨: ମହଙ୍ଗା ପଡିଲା ଏହି ଖେଳାଳିମାନଙ୍କୁ ରିଟେନ କରିବା

ମୁମ୍ବାଇ: ଆଇପିଏଲ ୨୦୨୨ରେ କେତେକ ଖେଳାଳିଙ୍କୁ ରିଟେନ କରିବା ଫ୍ରାଚାଂଇଜରମାନଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଯଦି ଟଙ୍କା ଏବଂ ରନ ହିସାବକୁ ନିଆଯାଏ ତାହାହେଲ ରୋହିତ ଶର୍ମାଙ୍କ ୧ରନର ମୂଲ୍ୟ ୧୦ ଲକ୍ଷ ଏବଂ ବିରାଟ କୋହଲିଙ୍କ ୮ଲକ୍ଷ ଟଙ୍କା ହେବ । ରୋହିତଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ…

କଳିଙ୍ଗ ଷ୍ଟାଡିୟମ ସୁଇମିଂ ହାଇପରଫର୍ମାନ୍ସ ସେଂଟରରେ ପ୍ରଶିକ୍ଷଣ ଦେବେ ଷ୍ଟାର ସନ୍ତରଣକାରୀ

ଭୁବନେଶ୍ୱର:ଦକ୍ଷିଣ ଆଫ୍ରିକାର ଭେଟେରାନ ସନ୍ତରଣକାରୀ କୋଚ ଡଗଲସ ଓ ଅଲିମ୍ପିଆନ ତଥା ଏସିଆନ ଗେମ୍ସ ପଦକ ବିଜେତା ସନ୍ଦୀପ ସେଜୱାଲ କଳିଙ୍ଗ ଷ୍ଟାଡିୟମର ଓଡିଶା ଜେଏସଡବ୍ଲ୍ୟୁ ସନ୍ତରଣ ହାଇ ପରଫର୍ମାନ୍ସ ସେଂଟରରେ ପ୍ରଶିକ୍ଷଣ ଦେବେ । ଡଗଲସ ଓ ସନ୍ଦୀପଙ୍କ ଉପସ୍ଥିତି ଓଡିଶାର ଯୁବ ପ୍ରତିଭାଙ୍କୁ…

ଏପଲ୍ ନେଉଛି ୧୦ ଗୁଣା ଆପ୍ ଷ୍ଟୋର ଚାର୍ଜ, ଯୁକ୍ତିଯୁକ୍ତ ନୁହେଁ କହିଲେ ଇଲନ ମସ୍କ

ଭୁବନେଶ୍ୱର: ଟେକ୍ କମ୍ପାନୀ ଏପଲ୍ ର ଆପ୍ ଷ୍ଟୋର୍ ଚାର୍ଜ କୁ ନେଇ ଟ୍ୱଟର ନୂଆ ମାଲିକ ଇଲନ ମସ୍କ ଖପ୍ପା । ଯଥାର୍ଥ ଚାର୍ଜ ଠାରୁ ବେଶ୍ ଅଧିକ ଚାର୍ଜ କୁ ନେଇ ଇଲନ ଏପଲ୍ ଉପରେ ଚିଡ଼ିଯାଇଛନ୍ତି । ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି ଇଲନ୍ ମସ୍କ । ଏପଲ୍ ର ଆପ୍ ଷ୍ଟୋର ଇଣ୍ଟରନେଟ ଉପୋର ୩୦ ପ୍ରତିଶତ…

ମୋଦିଙ୍କୁ କରୁଥିଲେ ଟ୍ରଲ୍, ହୀନ ରାଜନୀତି କହି କୁନାଲଙ୍କୁ ଝାଡ଼ିଦେଲେ ପ୍ରଶଂସକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଟ୍ରଲ୍ କରିବାକୁ ଯାଇ ନିଜେ ଟ୍ରଲ୍ ହେଇଯାଇଛନ୍ତି କମେଡିଆନ କୁନାଲ କାମ୍ରା । ଖାଲି ଟ୍ରଲ୍ ତ ନୁହେଁ େଋାଷ ମିଶା ମଜା କରିଛନ୍ତି ଜଣେ ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଗସ୍ତ ସମୟରେ ଶିଶୁ ପ୍ରଶଂସକ ଜଣେ ‘ହେ ଜନ୍ମଭୂମି ଭାରତ’ ଦେଶାତ୍ମବୋଧ…

ଲୋକସଭା ବାଚସ୍ପତିଙ୍କ ନାଁରେ ନକଲି ସିମ୍ : ସାଂସଦଙ୍କୁ ଟଙ୍କା ମାଗୁଥିଲେ ଠକ, ଟ୍ୱିଟ କରି ଦେଲେ ସୂଚନା

ଭୁବନେଶ୍ୱର : ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ । ରାଜ୍ୟରେ ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ…

କର୍ଣ୍ଣାଲ ପୋଲିସକୁ ବଡ ସଫଳତା, ଧରା ପଡିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: କର୍ଣ୍ଣାଲ ପୋଲିସକୁ ଗୁରୁବାର ବଡ ସଫଳତା ହାତ ଲାଗିଛି । ଦିଲ୍ଲୀ କିମ୍ବା ପଞ୍ଜାବରେ ବିସ୍ଫୋରଣ କରିବା ଷଡଯନ୍ତୟ ରଚିଥିବା ୪ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଗୁଳିଗୋଳା ଏବଂ ବାରୁଦ ଭର୍ତି କଟେଂନର ଜବତ କରାଯାଇଛି । ପ୍ରାରମ୍ଭିକ…

[ଦେଖନ୍ତୁ ଭିଡିଓ] କୂଅରୁ ଉଦ୍ଧାର ହେଲା ହାତୀଛୁଆ : ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର

ଯାଜପୁର : କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଯାଜପୁର ଦେହୁରିଗଡ଼ ନିକଟରେ ପରିତ୍ୟକ୍ତ କୂୂଅରେ ଖସିପଡ଼ିଥିଲା ହାତୀ ଛୁଆ । ସ୍ଥାନୀୟ ଲୋକ ଏନେଇ ବନବିଭାଗକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ବଇରୀ ଓ ଚଣ୍ଡିଖୋଲ ବନ କର୍ମଚାରୀମାନେ ପହଞ୍ଚି ୫ ଘଣ୍ଟାର ଉଦ୍ୟମ ପରେ ଜେସିବି ସାହାଯ୍ୟରେ କୂଅ ଭିିତରୁ…