ସରକାରଙ୍କୁ ଜମି ଫେରାଇଲେ ଗାଭାସ୍କର
ମୁମ୍ବାଇ: ୩୩ ବର୍ଷ ହେବ ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର କ୍ରିକେଟ ଏକାଡେମୀ ପ୍ରସ୍ତୁତ ନ କରି ପାରିବାରୁ ଶେଷରେ ଜମି ସରକାରଙ୍କୁ ଫେରାଇବାକୁ ବାଧ୍ୟ ହୋଇଛନ୍ତି । ଗତ ବର୍ଷ ମହାରାଷ୍ଟ୍ର ଗୃହମନ୍ତ୍ରୀ ଜିତେନ୍ଦ୍ର ଆୱାଡ ଏହି ପ୍ଲଟ ବ୍ୟବହାର ହୋଇ ନ ଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।…