Latest Odisha News

BREAKING NEWS

ହଲରେ ରିଲିଜ ହେବ ଇରଫାନଙ୍କ ଶେଷ ଫିଲ୍ମ

ମୁମ୍ବାଇ:ବଲିଉଡର ପ୍ରତିଭାବାନ କଳାକାର ଇରଫାନ ଖାଁଙ୍କ ମୃତ୍ୟୁ ପରେ ଏବେ ତାଙ୍କ କ୍ୟାରିୟରର ଅନ୍ତିମ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆପନୋଁ ସେ ବେୱଫାଇ ନାମକ ଏହି ଫିଲ୍ମର ମେକର୍ସ ଅଭିନେତାଙ୍କ ଦ୍ୱିତୀୟ ପୁଣ୍ୟତିଥିରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଇରଫାନ ଜଣେ ଭଲ ଅଭିନେତା ଥିଲେ…

ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହେଲେ ପୂଜାରା

ସସକ୍ସେ: ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ୨୮ ବର୍ଷ ତଳର ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ଚଳିତ କାଂଉଟି କ୍ରିକେଟରେ ସସେକ୍ସ ପକ୍ଷରୁ ଖେଳୁଥିବା ପୂଜାରା ଡରହାମ ବିପକ୍ଷରେ ୩୩୪ ବଲରେ ଆକର୍ଷଣୀୟ ୨୦୩ ରନ ସଂଗ୍ରହ କରିଥିଲେ । ଚଳିତ…

ଆଜିଠୁ ୩ ମାସ ଭିତରକନିକା ବନ୍ଦ

ଆଜିଠାରୁ ଜୁଲାଇ ୩୧ ତାରିଖ ଯାଏ ଭିତରକନିକା ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ଏହି ସମୟରେ କୁମ୍ଭୀରମାନେ ବସା କରିବା ସହ ଅଣ୍ଡା ଦେଇଥାନ୍ତି। ଅଣ୍ଡାକୁ ଶତ୍ରୁମାନଙ୍କ କବଳରୁ ରକ୍ଷା କରିବା ପାଇଁ ସେମାନେ ହିଂସ୍ର ହୋଇପଡ଼ନ୍ତି। ତେଣୁ ପର୍ଯ୍ୟଟକ ଓ କୁମ୍ଭୀରମାନଙ୍କ ସୁରକ୍ଷାକୁ…

ଅକ୍ଷୟ ତୃତୀୟା ଦିନ ଭୁଲରେ କରିବେନି ଏହି କାମ, ମାଆ ଲକ୍ଷ୍ମୀ ରାଗିବେ

ପୁରୀ: ବୈଶାଖ ମାସ ଶୁକ୍ଲ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ । ଏହା ହିନ୍ଦୁମାନଙ୍କର ଏକ ବଡ ପର୍ବ ଭାବେ ବିବେଚନା କରାଯାଏ । ଏହି ଦିନ ସମସ୍ତ ଭଲ କାର୍ଯ୍ୟା ଶୁଭାରମ୍ଭ କରାଯାଇଥାଏ । ତେବେ ଅକ୍ଷୟ ତୃତୀୟ ଦିନ ଏପରି କେତେକ କାମ ଅଛି ଯାହା କରିବା ଅନୁଚିତ । ଏହା କଲେ…

ଅଷ୍ଟ୍ରେଲିଆ ସମୁଦ୍ରକୂଳରେ ଭାସୁଛନ୍ତି ମୁଣ୍ଡ ନ ଥିବା ପେଙ୍ଗୁଇନ !

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରୁ ଏକ ହୃଦୟ ବିଦାରକ ଖବର ସମ୍ମୁଖକୁ ଆସିଛି । ଏହି ଘଟଣା ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଘଟଣାଟି ହେଲା ଅଷ୍ଟ୍ରେଲିଆର ବିଭିନ୍ନ ସମୁଦ୍ରକୂଳରେ ମୁଣ୍ଡ ନ ଥିବା ପେଙ୍ଗୁଇନଙ୍କ ଶବ ଦେଖିବାକୁ ମିଳୁଛି । ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲୋରିୟୁ…

ରୋଗୀ ନେଇ ବାଲେଶ୍ୱରରୁ କଟକ ଆସୁଥିବା ବେଳେ ଦୁର୍ଘଟଣା : ୩ ମୃତ,୨ ଗୁରୁତର

ଯାଜପୁର : ଗୁରୁତର ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରୋଗୀ, ଆମ୍ବୁଲାନ୍ସ ଡ୍ରାଇଭର ଓ ସହଯୋଗୀ ଜୀବନ ହରାଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଏନ୍ଏଚ୍ ୧୬ ଯାଜପୁର ବଡ଼ଚଣା ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆମ୍ବୁଲାନ୍ସଟି ଏକ ଟ୍ରକକୁ ପଛପଟୁ ଧକ୍କା…

ତିନି ଶିଶୁଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଲା ବାପା

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନାର କମଣ୍ଡ ନିକଟ କୁଲାମୁଣ୍ଡା ସାହିରେ ଅଭାବନୀୟ ଘଟଣା।  ମଦ ଉଜାଡିଦେଇଛି ସଂସାର ।  ନିଜର ତିନି ନିଷ୍ପାପ ଶିଶୁକୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଛି ବାପା।  ଗତକାଲି ପାଣ୍ଡୁ ମୁଣ୍ଡା ମଦ ପିଇ ରାତିରେ ଘରକୁ ଫେରିବା ପରେ ନିଜ ସ୍ତ୍ରୀ ଧୁବଲି…

ସୁନା ଅଳଙ୍କାର ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲ୍ ମାର୍କିଂ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂ ନିମନ୍ତେ ସୁନା ଅଳଙ୍କାର ଓ ସୁନା କଳାକୃତି (ସଂଶୋଧନ) ଆଦେଶ, ୨୦୨୨ ଜୁନ ପହିଲା, ୨୦୨୨ ଠାରୁ ଲାଗୁ ହେବ । ଦ୍ୱିତୀୟ ପର୍ଯ୍ୟାୟ ବାଧ୍ୟତାମୂଳକ ହଲମାର୍କିଂରେ ୨୦, ୨୩ ଏବଂ ୨୪ କ୍ୟାରେଟ୍‌ ସୁନା ଅଳଙ୍କାର/କଳାକୃତିକୁ ସାମିଲ କରାଯିବ ।…

ଶିଶୁ କବିତା : ତୁମେସବୁ ସୁନାପିଲା

ବନ୍ଦିତା ଦାଶ  ମିଛ କହିବନି କେବେରେ ଛଳନାବି କେବେ କରିବନି ସୁନାପିଲା ହୋଇ ରହିବରେ କେବେବି ବାହାନା କରିବନି। ଯେତେ ବଡ ଭୁଲ ହୋଇଥାଉ କେବେ ମିଛକୁ ପ୍ରଶ୍ରୟ ଦେବନି ମିଛୁଆ ପ୍ରମାଣ ହୋଇଗଲେ ସେହି ଦାଗ ଆଉ ଲିଭିବନି। ନ୍ୟାୟ କଥାରେ କେବେହେଲେ ଚୁପହୋଇ ତୁମେ ରହିବନି…

କବିତା : ପରିସ୍ଥିତି

ଭାରତୀ ସରିତା ମହାନ୍ତି  ହୃଦ ଉପବନ ହେଉଛି ଦହନ ଅତୀତର ସ୍ମୃତି ଯାଉଛି ଭାସି ଶୋକ ସନ୍ତାପିତ ଦରଦୀ ହୃଦୟ ପ୍ରିୟର ଅପେକ୍ଷା କରିଛି ବସି। ପ୍ରୀତି ପୁଷ୍ପ ମାଳ ଯାଉଛି ମଉଳି ଗଭାର ଗଜରା ହେଉଛି ବାସି ସୁବାସିତ ଫୁଲ ଆଜି ବାସହୀନ ଅଭିମାନେ ପ୍ରିୟା ବସିଛି ରୁଷି। ପାଦର ପାଉଁଜି…