Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ

କଳାହାଣ୍ଡି  : ଦୁର୍ଦ୍ଦାନ୍ତ ମାଓବାଦୀ ଲାଳସୁ ଲାପକାର ଆତ୍ମସମର୍ପଣ । କଳାହାଣ୍ଡି ଏସ୍‌ପି ଏମ୍‌ ଶ୍ରବଣା ବିବେକ ଏବଂ ଡିଆଇଜିଙ୍କ ଉପସ୍ଥିତିରେ କଲେ ଆତ୍ମସମର୍ପଣ । ଲାଳସୁ ବହୁ ହିଂସାକାଣ୍ଡରେ ସାମିଲ ଥିବା ସୂଚନା । ଖବର ଅନୁଯାୟୀ, ମାଓବାଦୀ ଲାଳସୁର ବୟସ ୩୦ ବର୍ଷ ହୋଇଥିବା ବେଳେ ୨୦୦୯…

ଗୁଜୁରାଟ ପାଇଁ କେଜ୍ରିୱାଲଙ୍କ ଦ୍ୱିତୀୟ ଆହ୍ୱାନ; ଶିକ୍ଷାରେ ଆଣିବେ ସଂସ୍କାର

ଭରୁଚ: ଗୁଜୁରାଟରେ କେଜ୍ରିୱାଲ ଶିକ୍ଷା ବ୍ଯବସ୍ଥା ସଂସ୍କାର କରିଦେବେ। ଘରେଇ ସ୍କୁଲ୍ ରୁ ପିଲା ଆସି ସରକାରୀ ସ୍କୁଲ ରେ ନାମ ଲେଖେଇବେ। ଦିଲ୍ଲୀ ରେଯେମିତି ସରକାରୀ ସ୍କୁଲ୍ ଗୁଡିକର ଉନ୍ନତିକରଣ କରାଯାଇଛି। ସେଭଳି ଶିକ୍ଷା ବିକାଶ ଗୁଜୁରାଟରେ ହେବ। ଶ୍ରମିକ ଦିବସରେ ରବିବାର ଅରବିନ୍ଦ…

ଆସାମରୁ ମିଳିଲା ରହସ୍ୟମୟ ପଥର ଜାର

ଗୌହାଟୀ: ଆସାମରେ ଏକ ପ୍ରକାର ରହସ୍ୟମୟ ପଥରର ଜାର ମିଳିଛି । କେତେକ ମାଟି ମଧ୍ୟରେ ଧସି ହୋଇ ରହିଥିବା ବେଳେ ଆଉ କେତେକ ଏହା ବାହାରେ ଅଛି । ସବୁ ଜାରର ଆକୃତି ଭିନ୍ନ ଭିନ୍ନ । ଗବେଷକମାନେ ଏହାକୁ ଅନୁଧ୍ୟାନ କରିବା ପରେ ପ୍ରାଚୀନ କାଳରେ ଅନ୍ତ୍ୟେଷ୍ଟି କ୍ରିୟାରେ ଏହାକୁ ବ୍ୟବହାର କରାଯାଇଥିବ…

[ଦେଖନ୍ତୁ ଭିଡିଓ] ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସାଳୟରେ ସମସ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଚଳିତ ବର୍ଷ ସମଗ୍ର ରାଜ୍ୟରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଛି । ଯାହା ଫଳରେ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । କଟକର ଆଚାର୍ଯ୍ୟ ହରିହର କ୍ୟାନ୍ସର ଚିକିତ୍ସାଳୟରେ ମଧ୍ୟ ଅନେକ ଅବ୍ୟବସ୍ଥା ରହିଛି । ରୋଗୀ ମାନଙ୍କ ପାଇଁ ବ୍ୟବସ୍ଥା ତ ଦୁର କଥା ସେମାନଙ୍କ ପାଇଁ…

କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବେ ଶାହାରୁଖ

ଲସ ଆଞ୍ଜେଲ୍ସ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ ରବିବାର ନୂତନ ଘୋଷଣା କରିଛନ୍ତି । ଆମେରିକାର ଲସ ଆଞ୍ଜେଲ୍ସରେ ସେ ଏକ ବିଶ୍ୱସ୍ତରୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ କରିବା ପାଇଁ ଅଂଟା ଭିଡିଛନ୍ତି । ୧୫ ଏକର ଜମିରେ ୧୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଅତ୍ୟାଧୁନିକ…

ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ: ଗୁମୁଟରୁ ପଡ଼ି ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ

ପୁରୀ : ଶ୍ରୀମନ୍ଦିରରେ ଘଟିଛି ବଡ଼ ଅଘଟଣ। ଗୁମୁଟରୁ ପଡ଼ି ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ମହିଳା ଶ୍ରଦ୍ଧାଳୁ ଜଣକ ପୁରୀ ଦର୍ଶନ କରିବାକୁ ଆସିଥିବା ବେଳେ ଦର୍ଶନ ସମୟରେ ଏହି ଅଘଟଣ ଘଟିଛି। ଗୁମୁଟରୁ ପଡ଼ିଯାଇଥିବା ବେଳେ ମହିଳା ଶ୍ରଦ୍ଧାଳୁଙ୍କ ମୁଣ୍ଡରେ ଆଘାତ ଲାଗିଛି। ମୁଣ୍ଡରୁ ଅତ୍ୟଧିକ…

ସ୍ମୃତିରେ ପାଟଦେଈ

 ସ୍ମୃତି ପଟ୍ଟନାୟକଙ୍କ ସ୍ମୃତିରେ ସାହିତ୍ୟିକା ବୀଣାପାଣି ମହାନ୍ତି କଣ ଲେଖିବି, କାହିଁକି ଲେଖିବାକୁ ଚାହୁଁଛି,ଏ କଥା ଭାବନା ଭିତରକୁ ଆପେ ଆପେ ଚାଲି ଆସୁଛି, ଖୁବ୍ ଆପେକ୍ଷିକ ଏ ସତ କାହାଣୀ । ସେଦିନଟି ମୋର ଠିକ୍ ସେ ମନେ ପଡୁନି ଯେବେ ମୁଁ ପ୍ରଥମ ଥର ବୀଣା ଅପାଙ୍କ ଘରକୁ ଯାଇଥିଲି ।…

ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହେଲେ ଦେବଗଡ଼ ବିଧାୟକ

ଭୁବନେଶ୍ୱର : ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ । ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଭୁବନେଶ୍ୱର କ୍ୱାର୍ଟର୍ସରୁ ଗିରଫ କରିଛି ଦେବଗଡ଼ ପୋଲିସ୍ । ଅନ୍ୟ ଦୁଇ ଜଣ ସହଯୋଗୀ…

ଉତ୍କଳ ଗୌରବଙ୍କ ଜନ୍ମ ଜୟନ୍ତୀ ପାଳିତ

ସତ୍ୟଭାମାପୁର : ଓଡ଼ିଶାର ବରପୁତ୍ର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଜନ୍ମମାଟି ସତ୍ୟଭାମା ପୁରରେ ମହା ସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ "ଆମେ ଓଡ଼ିଆ"ର ସମ୍ପାଦକ ତଥା ଜହୁରୀ ଭାଇ ଭାବରେ ପରିଚିତ ନୃସିଂହ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ…

ହଲରେ ରିଲିଜ ହେବ ଇରଫାନଙ୍କ ଶେଷ ଫିଲ୍ମ

ମୁମ୍ବାଇ:ବଲିଉଡର ପ୍ରତିଭାବାନ କଳାକାର ଇରଫାନ ଖାଁଙ୍କ ମୃତ୍ୟୁ ପରେ ଏବେ ତାଙ୍କ କ୍ୟାରିୟରର ଅନ୍ତିମ ଫିଲ୍ମ ରିଲିଜ ହେବାକୁ ଯାଉଛି । ଆପନୋଁ ସେ ବେୱଫାଇ ନାମକ ଏହି ଫିଲ୍ମର ମେକର୍ସ ଅଭିନେତାଙ୍କ ଦ୍ୱିତୀୟ ପୁଣ୍ୟତିଥିରେ ରିଲିଜ ହେବ ବୋଲି ଘୋଷଣା କରିଛନ୍ତି । ଇରଫାନ ଜଣେ ଭଲ ଅଭିନେତା ଥିଲେ…