Latest Odisha News

BREAKING NEWS

ଅନୁବାଦ ଗଳ୍ପ : ମୋ ମା’ କାଇଁ ?

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୩ ମୂଳ ହିନ୍ଦୀ : କୃଷ୍ଣା ସୋବତୀ  ୟୁନୁସ୍‍ ଖାଁ ମୁଣ୍ଡ ଉପର ଆକାଶକୁ ଚାହିଁଲା । ସେତେବେଳେକୁ ଚନ୍ଦ୍ର ଆକାଶରେ ଅଧାବାଟ ଅତିକ୍ରମ କରିସାରିଥିଲା । ଗଲା ଚାରିଦିନ ଧରି ସେ ଜହ୍ନ କି ତାରା କିଛି ହେଲେ ଦେଖି ନଥିଲା । ଏ ଚାରିଦିନ…

ଜାତୀୟ ମହିଳା ଟି୨୦ ଚାମ୍ପିୟନଶିପ: ସେମିରେ ପ୍ରବେଶ କଲା ଓଡିଶା

ଭୁବନେଶ୍ୱର: ଓଡିଶା ଟିମ ସୁରଟରେ ଚାଲିଥିବା ଜାତୀୟ ମହିଳା ଟି୨୦ ଚାମ୍ପିୟନଶିପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଥିରୁୱନ୍ତପୁରମରେ ଅନୁଷ୍ଠିତ ଏଲିଟ ଗ୍ରୁପ ବିର ସମସ୍ତ ମ୍ୟାଚ ଜିତିବା ପରେ ସୁରଟରେ ଓଡିଶା ୧୩ ରନରେ ହରିୟାଣାକୁ ପରାସ୍ତ କରିଥିଲା । ଓଡିଶା ମେ ୨ରେ ହେବାକୁ ଥିବା…

ପୁନର୍ବାର ଚେନ୍ନାଇ ଅଧିନାୟକ ହେଲେ ଧୋନୀ

ମୁମ୍ବାଇ: ଚଳିତ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଦଳ ୮ ମ୍ୟାଚରୁ କେବଳ ୨ଟିରେ ବିଜୟ ହାସଲ କରିଛି । ଶନିବାର ଅଧିନାୟକ ରବୀନ୍ଦ୍ର ଜାଡେଜା ତାଙ୍କ ପଦ ଛାଡିଛନ୍ତି । ବିଭିନ୍ନ ମହଲରୁ ସମାଲୋଚିତ ହେବା ପରେ ଏବଂ ତାଙ୍କ ପ୍ରଦର୍ଶନ ପ୍ରତି ଯତ୍ନବାନ ହେବା ପାଇଁ…

ଅଣ୍ଡା ଫୁଟିବା ପରେ ସମୁଦ୍ର ମୁହାଁ ହଜାର ହଜାର କଇଁଛ ଛୁଆ

ଅସ୍ତରଙ୍ଗ ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ମୁହାଁ ଅଲିଭ୍ ଅଲିଭ୍ ରିଡ୍‌ଲେ । ହଜାର ହଜାର କଇଁଛ ଶାବକ ସମୁଦ୍ରକୁ ଫେରି ଯାଉଛନ୍ତି । ଚଳିତ ବର୍ଷ ଅନୁକୁଳ ପାଗ ଯୋଗୁଁ ରେକର୍ଡ ସଂଖ୍ୟକ ଅଲିଭ୍ ରିଡଲେ ଅଣ୍ଡାଦାନ କରିବା ସହ ପ୍ରଜନନ ପ୍ରକ୍ରିୟା ସରିଛି । ଏବେ ଅଣ୍ଡାରୁ ଛୁଆ ହେବା ପରେ ସମୁଦ୍ରକୁ…

କୋହଲି ଫର୍ମକୁ ଫେରିବା ସତ୍ୱେ ମ୍ୟାଚ ହାରିଲା ବାଙ୍ଗାଲୋର

ମୁମ୍ବାଇ: ଏଠାରେ ଶନିବର ଅନୁଷ୍ଠିତ ଆଇପିଏଲର ଏକ ରୋମାଂଚକ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୬ ୱିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ବିରାଟ କୋହଲି (୫୮)ଙ୍କ ଚମତ୍କାର ଅର୍ଦ୍ଧଶତକ ବଳରେ ୨୦ ଓଭରରେ ୬ ୱିକେଟ ହରାଇ ୧୭୦ ରନ କରିଥିଲା ।…

[ଦେଖନ୍ତୁ ଭିଡିଓ] ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ : ଗ୍ରୀଷ୍ମପ୍ରବାହରେ ବି କରୁଛନ୍ତି ସେବା

ଢେଙ୍କାନାଳ : ପଶୁପକ୍ଷୀଙ୍କ ପ୍ରେମରେ ହିମାଂଶୁ ,  ଜଣେ ଯୁବକ ଯିଏ ପଶୁପକ୍ଷୀଙ୍କ ପ୍ରେମରେ ଅନ୍ଧ । ଯାହାଙ୍କ ଅନାବିଳ ଭଲ ପାଇବାର ନିଦର୍ଶନ ସମାଜର ଚିତ୍ରପଟରେ ପ୍ରତିଫଳିତ । ସେ ଚାକିରୀ ଜୀବନର ଅବସର ସମୟରେ ନିଜ ହାତରୁ ଖର୍ଚ୍ଚ କରି ପଶୁପକ୍ଷୀଙ୍କ ସେବାରେ ଲାଗି ପଡିଛନ୍ତି । ଆଉ ତାଙ୍କର ଏହି…

ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ

ଭୁବନେଶ୍ୱର : ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହେଲା ହନୁ ।  ସୋଆ ସହରାଞ୍ଚଳ ପଶୁ ଚିକିତ୍ସାଳୟରେ ପ୍ରଥମ ରୋଗୀ ଭାବେ ଚିକିତ୍ସିତ ହୋଇଛି ହନୁ ମାଙ୍କଡ଼ଟିଏ । ଏ ମାଙ୍କଡ଼କୁ କେହି ଆଣିନଥିଲେ । ସେ ନିଜେ ହିଁ ଚାଲି ଆସିଥିଲା ହସ୍ପିଟାଲକୁ ।  ଡାକ୍ତରଙ୍କୁ ଦେଖି ହାତ ଧରି…

କେଜିଏଫ ୨: ୧୦୦୦ କୋଟି କ୍ଲବରେ ରକି ଭାଇ

ମୁମ୍ବାଇ: ଟାଇଗର ଶ୍ରଫଙ୍କ ହୀରୋପନ୍ଥୀ ୨ ଏବଂ ଅଜୟ ଦେବଗାନ ଓ ଅମିତାଭ ବଚ୍ଚନ ଅଭିନୀତ ରନୱେ ୩୪ ଫିଲ୍ମ ରିଲିଜ ହେବା ସତ୍ୱେ କେଜିଏଫ ୨ର ବ୍ୟବସାୟ ଉପରେ ବିଶେଷ କିଛି ଫରକ ପଡି ନାହିଁ । ଏହାର ବୀପରିତ ଏହି ଫିଲ୍ମଗୁଡିକ ଆଶାନୁରୂପ ବ୍ୟବସାୟ କରିପାରି ନାହାନ୍ତି । ରିପୋର୍ଟ ମୁତାବକ ୟଶଙ୍କ…

ଚିଠିର ଜବାବ ଚିଠି: ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ୧୯୭ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ: ଚିଠିର ଜବାବ ଚିଠି । ଘୃଣା ରାଜନୀତି ବନ୍ଦ କରିବା ଜବାବରେ ଆଜି ୧୯୭ ଅବସରପ୍ରାପ୍ତ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପତ୍ର ଲେଖିଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୬ରେ ଆତ୍ମ ସମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି)ର ୧୦୮ଜଣ ଅଧିକାରୀ ମୋଦିଙ୍କୁ…

ରାଜଧାନୀରେ ପୁଣି ହତ୍ୟାକାଣ୍ଡ: ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ତଦନ୍ତ ଜାରି

ଭୁବନେଶ୍ୱର : ରାଜଧାନୀରେ ପୁଣି ଏକ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ । ହତ୍ୟା ପରେ ଆତ୍ମହତ୍ୟା ରୂପ ଦେଇଥିଲା। ମୃତକ ହେଲେ ଲିଲି ଦାଶ। ଅଭିଯୁକ୍ତ ସ୍ୱାମୀ ସୌଭଗ୍ୟ ରଞ୍ଜନ ଦାଶ । ସହିଦନଗର ଥାନା ଅନ୍ତର୍ଗତ ବସୁଆଘାଇ ଅଞ୍ଚଳରେ ଘଟିଛି ଘଟଣା। ସୌଭାଗ୍ୟ ଆଗରୁ…