Latest Odisha News

BREAKING NEWS

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି : ଚାରି ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପ ପରେ ଦତ୍ତମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରି ମହାପ୍ରଭଙ୍କର ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ…

କବିତା : ପ୍ରକୃତି ରାଣୀ

ବାସନ୍ତୀ ଲତା ଜେନା  ପ୍ରକୃତି ରାଣୀ ସ୍ରଷ୍ଟାଙ୍କର ସୃଷ୍ଟି ଅତୁଳନୀୟ ସୁଷମା ଶୋଭା ଭଣ୍ଡାରର ଗନ୍ତାଘର ସେତ ତାକୁ ଦେବା କି ଉପମା ll ସବୁଜିମା ଭରା ଏ ସାରା ଧରଣୀ ସତେ କି ପିନ୍ଧିଛି ପାଟ ବନ ଉପବନ ମନୋହର ଦିଶେ ଦିଶୁ ଥାଏ ଝଟ ଝଟ ll ପାହାଡି ଝରଣା କୁଳୁ କୁଳୁ ନାଦେ ତଳକୁ…

ଜିଆରଏସଙ୍କ ମାସକୁ ଦରମା ୮ ହଜାର ୫୦୦, ସମ୍ପତ୍ତି କୋଟି କୋଟି ଟଙ୍କାର

ଭୁବନେଶ୍ୱର: ଜେଲ ଗଲେ କୋଟିପତି ଜିଆରଏସ। ଯିଏ ମାସକୁ ପାଆନ୍ତି ସାଢେ ଆଠ ହଜାର ଟଙ୍କା ଦରମା। ହେଲେ ରୁହନ୍ତି ସେହି ତିନିମହଲା ଘରେ ଯାହାର ଦାମ ୧କୋଟି ୨୪ଲକ୍ଷ। କେବଳ ସେତିକି ନୁହେ ଭୁବନେଶ୍ୱର ରେ ଗୋଟିଏ ୧୪ଲକ୍ଷ, ଆଉ ଗୋଟିଏ ୩୨ ଲକ୍ଷର ୨ଟି ଘର ସହ ୧୪ଲକ୍ଷର ଏକ ଫ୍ଲାଟ । ଏଥି ସହ ୫ଲକ୍ଷର…

ଓଡ଼ିଶାର ଚାରୋଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା କଲେ ଧର୍ମେନ୍ଦ୍ର ଓ ଗଡକରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଠାରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ଓଡ଼ିଶାର ସାମାଜିକ ଆର୍ଥିକ ଦୃଷ୍ଟିରୁ ଗୁରୁତ୍ୱ ବହନ କରୁଥିବା 4ଟି ଜାତୀୟ ରାଜପଥ ପ୍ରକଳ୍ପର ସମୀକ୍ଷା…

ପ୍ରଶାନ୍ତ କିଶୋର, ସିଦ୍ଧୁଙ୍କ ଓଲ୍ଡ ୱାଇନ୍ ଗୋଲ୍ଡ ଫ୍ରେଣ୍ଡ

ଭୁବନେଶ୍ୱର: ‘ଓଲ୍ଡ ୱାଇନ୍, ଓଲ୍ଡ ଗୋଲ୍ଡ, ଓଲ୍ଡ ଫ୍ରେଣ୍ଡ’ । ପଂଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପୁରୁଣା ବନ୍ଧୁ ପ୍ରଶାନ୍ତ କିଶୋରଙ୍କୁ ଭେଟିବା ପରେ ଏମିତି ଲେଖା ସହ ସେଲଫି ଟ୍ୱିଟ୍ କରିଛନ୍ତି। ମଂଗଳବାର ଭେଟ ପରେ ନିଜ ଷ୍ଟାଇଲରେ ସିଦ୍ଧୁ ଦୋସ୍ତି ୟାରି କଥା ଲେଖିଛନ୍ତି। ଜାଗା…

ଜୁନ୍ ପ୍ରଥମ ସପ୍ତାହରେ ଜୟପୁର ରୁ ବିମାନ ଚଳାଚଳ ଆରମ୍

ଜୟପୁର: ଦକ୍ଷିଣ ଓଡ଼ିଶା ବାସୀଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର କୋରାପୁଟର ଜୟପୁରରୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ଜୁନ ପ୍ରଥମ ସପ୍ତାହରେ ବିମାନ ଚଳାଚଳ ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଯୁଗ୍ମ ସଚିବ ଉଷା ପାଢୀ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ଯାୟରେ…

ଗୁଣୁପୁରରେ ବଜ୍ରପାତ ହୋଇ ଜଣେ ମୃତ

ଗୁଣୁପୁର: ମଙ୍ଗଳବାର ପୂଜାରୀପୁଟ ଧାନ ମିଲ୍ ନିକଟରେ ବଜ୍ରାଘାତରେ ଜଣଙ୍କ ପ୍ରାଣ ଚାଲିଯାଇଛି । ଭାଲେରି ଗ୍ରାମର କରୁଣାକର କୁମ୍ଭାର ଚାଷ କାମ ସାରି ଘରକୁ ଫେରୁଥିଲେ । ଏହି ସମୟରେ ବଜ୍ରାଘାତ ପଡ଼ି ତାଙ୍କ ଜୀବନ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଖବର ଦେବା ପରେ ଘଟଣାସ୍ଥଳରେ ଅଗ୍ନିଶମ ପହଞ୍ଚି…

କମଲା ହାରିସ୍ କରୋନା ସଂକ୍ରମିତ ଚିହ୍ନଟ

ୱାଶିଂଟନ: ଆମେରିକା ଉପରାଷ୍ଟ୍ରପତି କମଲା ହାରିସ ମଙ୍ଗଳବାର କରୋନା ସଂକ୍ରମିତ ହୋଇଛନ୍ତି । ମଙ୍ଗଳବାର କମଲାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସଂକ୍ରମିତ ଚିହ୍ନଟ ହେବା ପରେ ତାଙ୍କ ଶରୀରରେ କୌଣସି ଲକ୍ଷଣ ଦେଖାଯାଇନି । ଏବଂ ସେ ଶାରୀରିକ ଭାବେ ସୁସ୍ଥ ଥିବା ପ୍ରକାଶ…

ପିସିସି ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି; ସୁରଙ୍କୁ ସ୍ପଷ୍ଟୀକରଣ ମାଗିଲେ ନିରଞ୍ଜନ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସରେ ସଭାପତି ନବୀନ ପଟ୍ଟନାୟକ ସ୍ଥିର କରନ୍ତି । ବିଗତ ଦିନରେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଏହି ମତ ଦେଇଥିଲେ । ସୁରଙ୍କ ଏଭଳି ମନ୍ତବ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କ୍ଷୁବ୍ଧ ହୋଇ ତାଙ୍କୁ ଏହାର ସ୍ପଷ୍ଟୀକରଣ ମାଗିଛନ୍ତି ।…

ପ୍ରତିବର୍ଷ ହେବ ମେୟର ଓ ଅଧ୍ୟକ୍ଷ ସମ୍ମିଳନୀ

ଭୁବନେଶ୍ୱର: ପ୍ରତିବର୍ଷ ମେୟର ଓ ଅଧ୍ୟକ୍ଷମାନଙ୍କୁ ନେଇ ସମ୍ମିଳନୀ ଆୟୋଜିତ ହେବ । ନବର୍ନିବାଚିତ ମେୟର ଏବଂ ପୌରାଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ପାଇଁ ଲୋକସେବା ଭବନରେ ହୋଇଥିବା ଦୁଇ ଦିନିଆ କର୍ମଶାଳାଏହି ନିଷ୍ପତ୍ତି ନିଆଯାଇଛି। ଏହି କର୍ମଶାଳାରେ ସମସ୍ତ ଅଂଶଗ୍ରହଣକାରୀ ଗୃହ ଓ ନଗର ଉନ୍ନୟନ…