Latest Odisha News

BREAKING NEWS

୭୫ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ ବିଚାରକ ମଣ୍ଡଳୀ ତାଲିକାରେ ଦୀପିକା ସାମିଲ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୋକନ  ଅର୍ନ୍ତଜାତୀୟ ସିନେମା ଫେଷ୍ଟିଭାଲ ‘କାନ୍ସ’ରେ ଦୀପିକା ବିଚାରକ ମଣ୍ଡଳୀ ତାଲିକାରେ ସାମିଲ ହୋଇଛନ୍ତି ।  କାନ୍ସ ଫେଷ୍ଟିଭାଲ ତରଫରୁ ବଲିଉଡ ସୁପରଷ୍ଟାର ଦୀପିକାଙ୍କୁ ଏହି ଅର୍ନ୍ତରାଷ୍ଟ୍ରୀୟ ପ୍ରତିଯୋଗିତାର ୮ ଜଣ ବିଚାରକ ମଣ୍ଡଳୀ ମଧ୍ୟରେ ସାମିଲ କରାଯାଇଛି…

ରାଜରାସ୍ତାରେ ପାଇକ ପୁଅର ଗର୍ଜନ : ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦାବି

ଭୁବନେଶ୍ବର: ପାଇକ ବିଦ୍ରୋହକୁ ପ୍ରଥମ ସ୍ଵାଧୀନତା ସଂଗ୍ରାମ ମାନ୍ୟତା ଦିଅ । ଏମିତି ନାରାରେ ଆଜି ପ୍ରକମ୍ପିତ ହୋଇଥିଲା ରାଜଧାନୀ ରାଜରାସ୍ତା । ହଜାର ହଜାର ପାଇକ ନିଜ ପୂର୍ବ ପୁରୁଷଙ୍କ ବଳିଦାନକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟ ଦେବା ଦାବିରେ କରିଥିଲେ ବିଶାଳ ସମାବେଶ । ଓଡିଶା ବୀର…

ପୁଣି ନିୟମିତ ଚାଲିବ ସମତା ଏକ୍ସପ୍ରେସ

ଭୁବନେଶ୍ୱର: ରାୟଗଡା-ଟିଟିଲାଗଡ ଏବଂ ରାୟପୁର ମାର୍ଗ ଦେଇ ଚଳାଚଳ କରୁଥିବା ବିଶାଖାପାଟନମ୍-ହଜରତ ନିଜାମୁଦ୍ଦିନ-ବିଶାଖାପାଟନମ୍ ସମତା ଏକ୍ସପ୍ରେସକୁ ବିଶାଖାପାଟନମ୍ ନିଜାମୁଦ୍ଦିନରୁ ସାମୟିକ ଭାବେ ବାତିଲ କରାଯାଇଥିଲା । ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳ ପ୍ରାଧିକରଣରେ ସୁରକ୍ଷା ସମ୍ବନ୍ଧୀୟ…

ସରକାର ବଞ୍ଚେଇବାକୁ ପାକିସ୍ତାନ ଆର୍ମି କୁ ଭିକ ମାଗିଥିଲେ ଇମ୍ରାନ୍

ଇସଲାମାବାଦ: ସରକାର ବଞ୍ଚେଇବାକୁ ଇମ୍ରାନ ଖାନ୍ ପାକିସ୍ତାନ ଆର୍ମିକୁ ଭିକ ମାଗିବାକୁ ପଛେଇନଥିଲେ । ୯ ଏପ୍ରିଲରେ ପାକିସ୍ତାନ ସୁପ୍ରିମ କୋର୍ଟରେ ଅନାସ୍ଥା ଭୋଟ୍ ଶୁଣାଣି ଆଗରୁ ଇମ୍ରାନ ତାଙ୍କ ଦେଶର ଶକ୍ତିଶାଳୀ ଆର୍ମି ଶରଣ ପଶିଥିଲେ । ଯେକୌଣସି ଉପାୟରେ ତାଙ୍କ ସରକାର ବଞ୍ଚେଇଦେବାକୁ ଭିକ…

କରୋନା ଲଢ଼େଇ ପାଇଁ ମୋଦିଙ୍କ ୩ଟି ମନ୍ତ୍ର; ଖୁବ୍ ଶୀଘ୍ର ହେଉ ଶିଶୁଙ୍କ ଟୀକାକରଣ

ନୂଆଦିଲ୍ଲୀ: ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂ ଜରିଆରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ କରିଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ସହ ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ପରାମର୍ଶ ଦେଇଛନ୍ତି ମୋଦି ।…

ପୋଲିସ ଜାଲରେ “ଉଁ ଆଁ” ଗ୍ୟାଙ୍ଗ, ଟାର୍ଗେଟ୍‌ରେ ଥିଲେ ବ୍ୟାଚଲର୍ ଓ କଲେଜ ପଢୁଆ

ଭୁବନେଶ୍ୱର: ରାଜଧାନୀରେ ବେଶ କିଛି ଦିନ ଧରି ଚାଂଚଲ୍ୟ ଖେଳାଇଥିଲେ “ଉଁ ଆଁ” ଗ୍ୟାଙ୍ଗ । ଧାରଣ କରିଥିଲେ ମୁକ ଓ ବଧିର ପରିଚୟ । ହେଲେ ଅସଲ କାମ ଥିଲା ଲୁଟ୍ କରିବା ଓ ଆଖି ପିଛୁଳାକେ ଚମ୍ପଟ୍ ମାରିବା । ଧରାପଡିଲେ ମୁକ ଓ ବଧିର ପରିଚୟ ଦେଇ ଖସିଯିବା ଲାଗି ମଧ୍ୟ ଥିଲା ଫୁଲ୍ ପ୍ରୁଫ୍ ପ୍ଲାନ୍ ।…

ପାରାଦୀପରେ ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’

ପାରାଦୀପ:  ସମୁଦ୍ରରେ କିପରି ଶତ୍ରୁଙ୍କୁ ଦିଆଯିବ ଜବାବ । ସବୁ ବିଭାଗ ମଧ୍ୟରେ ସମନ୍ବୟ ରଖି କିପରି କରାଯିବ ଅପରେସନ । ଏନେଇ ଆଜିଠୁ ପାରାଦ୍ୱୀପରେ ଆରମ୍ଭ ହୋଇଛି ଦୁଇଦିନିଆ ମିଳିତ ସମରାଭ୍ୟାସ `ସାଗର କବଚ-୧’ ।  ଓଡ଼ିଶାର ୪୮୦ କିଲୋମିଟର ବେଳାଭୂମିରେ ବାହ୍ୟ ଶତୃଙ୍କ ମୁକାବିଲା ପାଇଁ ମିଳିତ…

ପୁରୀ ଯିବା ବେଳେ ସାଂସଦ ଅପରାଜିତାଙ୍କ ଗାଡ଼ିକୁ ରୋକିଲା ପୋଲିସ

ପୁରୀ: ମହାପ୍ରଭୁଙ୍କ ଦର୍ଶନ କରିବାକୁ ପୁରୀ ଆସୁଥିବା ବେଳେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଚନ୍ଦନପୁରରେ ପୁଲିସ ଅଟକାଇଥିଲା । ଏନେଇ ନିଜେ ପୁରୀ ଏସପି ସୂଚନା ଦେଇଛନ୍ତି । ଏହାପରେ ଭୁବନେଶ୍ଵର ସାଂସଦ  ନିଜ ସମର୍ଥକଙ୍କ ସହ ପାଦରେ ଚାଲିଚାଲି ମହାପ୍ରଭୁଙ୍କ ଦର୍ଶନ କରିବାକୁ…

ଦୋକାନୀଙ୍କୁ ଗୁଳିମାଡ଼ : ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଖଡିବାହାଲି ଛକ ନିକଟରେ ଜଣେ ଦୋକାନୀଙ୍କୁ ଗୁଳିମାଡ଼  । ଗୁରୁତର ଅବସ୍ଥାରେ ଦୋକାନୀ ଜଗବନ୍ଧୁ ମହାପାତ୍ରଙ୍କୁ ପ୍ରଥମେ ହରିଚନ୍ଦନପୁର ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ରାତିରେ ଦୁଇ ଜଣ ଯୁବକ ମାତାଲ…

ପୁରୀ ଅଭିମୁଖେ ଭୁବନେଶ୍ବର ସାଂସଦ ଅପରାଜିତା

ପୁରୀ : ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଛନ୍ତି । ଶ୍ରୀମନ୍ଦିର ପରିକ୍ରମା…