ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ସିରିଜ: ବିଶ୍ରାମ ନେବେ ସପ୍ତରଥୀ
ଭୁବନେଶ୍ୱର: ଆଇପିଏଲ ବ୍ୟସ୍ତବହୂଳ କାର୍ଯ୍ୟସୂଚୀ ପରେ ଭାରତ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ସହ ଟି୨୦ ସିରିଜ ଖେଳିବ । ଏହା ପରେ ଟିମ ଇଣ୍ଡିଆ ଆର୍ୟଲାଣ୍ଡ ଓ ଇଂଲଣ୍ଡ ଗସ୍ତରେ ଯିବ । ସେଠାରେ ଗୋଟିଏ ଟେଷ୍ଟ, ୩ଟି ଦିନିକିଆ ଓ ୩ଟି ଟି୨୦ ମ୍ୟାଚ ଖେଳାଯିବ । ଏହାକୁ ଦେଖି ବିସିସିଆଇ ଦଳର…