Latest Odisha News

BREAKING NEWS

ଡବ୍ଲ୍ୟୁଓଡିସି ବିଧାୟକ ପାଣ୍ଠି ୫କୋଟି ହେଉ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି) ରେ ଥିବା ୩୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ନିର୍ଦ୍ଧାରିତ ଖର୍ଚ୍ଚ ସୀମାରାଶିକୁ ବୃଦ୍ଧି କରାଯାଉ। ଏଥିପାଇଁ ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ଯେ, ଡବ୍ଲ୍ୟୁଓଡିସି…

ବିଶ୍ୱ ଐତିହ୍ୟ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସ ଅବସରରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ 'ଐତିହ୍ୟ' ତରଫରୁ ସ୍ଥାନୀୟ ମାଉସୀମା ଛକ ସ୍ଥିତ ଲକ୍ଷ୍ମଣେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଐତିହ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ବ୍ୟୋମକେଶ ତ୍ରିପାଠୀ ମୁଖ୍ୟ…

କେଉଁଝର ଜିଲ୍ଲାପାଳଙ୍କୁ ୱାରେଣ୍ଟ ମାମଲାରେ ହାଇକୋର୍ଟରୁ ଆଶ୍ୱସ୍ତି

କଟକ: ସୋମବାର ହାଇକୋର୍ଟ କେଉଁଝର ଜିଲ୍ଲାପାଳଙ୍କ ବିରୋଧରେ ଜାତୀୟ ଜନଜାତି କମିଶନ ଜାରି କରିଥିବା ୱାରେଣ୍ଟ ଉପରେ ରୋକ ଲଗାଇଛନ୍ତି। ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି। ଜଷ୍ଟିସ୍ ରଥ ଦର୍ଶାଇଛନ୍ତି ଯେ, କମିଶନ ନିୟମ-୨୦୨୧ ଅନୁଯାୟୀ ତାଙ୍କ ପରିଧି ବାହାରେ କ୍ଷମତା…

ଏପ୍ରିଲ ୨୩ରେ ଆୟୋଜିତ ହେବ ଶରତ ସନ୍ଧ୍ୟା ୨୦୨୨

ଭୁବନେଶ୍ୱର : ପ୍ରସିଦ୍ଧ କବି ଓ ଗୀତିକାର ଶରତ କୁମାର ଦାଶଙ୍କ ସୃଷ୍ଟିକୁ ନେଇ ଆୟୋଜିତ ହେଉଥିବା ‘ଶରତ ସଂଧ୍ୟା’ ଉତ୍ସବ ଆସନ୍ତା ୨୩ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି ଆୟୋଜକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ପ୍ରଦାନ କରିଛନ୍ତି ।…

ଟ୍ୱିଟର ଟ୍ରେଣ୍ଡରେ ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’; ୪୦୦ କୋଟିର ଦୁର୍ନୀତି

ଭୁବନେଶ୍ୱର: ସୋମବାର ଟ୍ୱିଟରରେ ଜବରଦସ୍ତ ଟ୍ରେଣ୍ଡ କରୁଛି ‘ହିରୋ ଇଲେକ୍ଟ୍ରିକ ଜୱାବ ଦୋ’ । ଲକ୍ଷାଧିକ ଟ୍ୱିଟ ହେଲାଣି ଏହି ଟ୍ରେଣ୍ଡରେ । ମାତ୍ରାଧିକ ଲୋକ ହିରୋ ଇଲେକ୍ଟ୍ରିକ ପୋଷ୍ଟର ସେୟାର କରୁଛନ୍ତି । ଯେଉଁଥିରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ନବୀନ ମୁଞ୍ଜଲଙ୍କ ଫଟୋ ଲାଗିଛି । ସେଥିରେ…

[ଦେଖନ୍ତୁ ଭିଡିଓ] ଭାଇରାଲ୍ ହେଉଛି ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କ ରୋବୋଟ୍

ଭୁବନେଶ୍ୱର: ଅତ୍ୟାଧୁନିକ ଟେକ୍ନୋଲଜି ଜରିଆରେ ଆଜିକାଲି କିଛି ବି ସମ୍ଭବ ହୋଇପାରୁଛି । କରୋନା ମହାମାରୀର ଆଗମନ ହେଉ ଅବା ଚନ୍ଦ୍ରର ଚକ୍କର କାଟିବା । ବୈଜ୍ଞାନିକମାନେ ଦିନରାତି ପରିଶ୍ରମ କରି ନୂଆନୂଆ ଉଦ୍ଭାବନ ସାମ୍ନାକୁ ଆଣିପାରୁଛନ୍ତି । ଏହି ଧାରାରେ ଆଲବର୍ଟ ଆଇନ୍‌ଷ୍ଟାଇନ୍‌ଙ୍କର ଏହି…

କଲେଜ ପିଲାଙ୍କ ଖରା ଛୁଟି ମାତ୍ର ୧୬ ଦିନ; ଶୀଘ୍ର କୋର୍ସ ସାରିବାକୁ ନିର୍ଦ୍ଦେଶ

ଭୁୁବନେଶ୍ୱର: ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟରେ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଖରା ଦିନିଆ ଛୁଟିକୁ କମେଇ ଦେଇଛନ୍ତି । କେବଳ ଜୁନ୍୧ରୁ ଜୁନ୍ ୧୬ ପର୍ଯ୍ୟନ୍ତ ଛୁଟି ମିଳିଛି । କରୋନା ମହାମାରୀ ପାଇଁ ଲମ୍ବା ସମୟ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡ଼ିକ ଲମ୍ବା ସମୟ ଧରି ବନ୍ଦ ରହିଥିଲା । ଏହି ସମୟରେ…

ଜେନେରାଲ ମନୋଜ ପାଣ୍ଡେ ହେଲେ ନୂଆ ଆର୍ମି ଚିଫ୍

ଭୁବନେଶ୍ୱର: ବର୍ତ୍ତମାନର ଭାଇସ୍ ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ ମନୋଜ ପାଣ୍ଡେଙ୍କୁ ଆର୍ମି ଚିଫ୍ ଭାବେ ନିଯୁକ୍ତି ମିଳିଛି । ଏପ୍ରିଲ ୩୦ ଅପରାହ୍ନରୁ ସେ ଦାୟିତ୍ୱ ଗ୍ରହଣ କରିବେ । କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ପିଆଇବି ପକ୍ଷରୁ ସୂଚନା ମିଳିଛି । ଆର୍ମିର…

ଦିନେ ଥିଲା ପୋଲିସ ଇନଫର୍ମର୍ , ଆଜି ଜୈସ୍‌-ଏ-ମହମ୍ମଦ ଆତଙ୍କବାଦୀ !

ଭୁବନେଶ୍ୱର: ଆତଙ୍କବାଦୀଙ୍କୁ ସମ୍ମୁଖୀନ ହେବା ପାଇଁ ଭାରତୀୟ ସେନା ଅବା ପୋଲିସ ନିଜର ଅଗଣିତ ଇନଫର୍ମରଙ୍କୁ କାମରେ ଲଗାଇଥାନ୍ତି । ଏଥିପାଇଁ ତାଙ୍କୁ ଅଳ୍ପ ବହୁତ ଆର୍ଥିକ ସହାୟତା ମଧ୍ୟ ଦିଆଯାଇଥାଏ । ତେବେ ନିକଟରେ ଜଣେ ପୋଲିସ ଇନଫର୍ମର୍ ନିଜ ଦେଶ ସହ ବେଇମାନି କରିଥିବା ଜାଣି ଗୃହ ମନ୍ତ୍ରାଳୟ…

ଆମୱେ ଇଣ୍ଡିଆର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆମୱେ ଇଣ୍ଡିଆ କମ୍ପାନୀର ୭୫୭.୭୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ସୋମବାର ଆର୍ଥିକ ହେରଫେର ମାମଲାରେ ଇଡି ଆମୱେ ର ବିଭିନ୍ନ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଛି । ତାମିଲନାଡୁର ଡିଣ୍ଡିଗୁଲରେ ଥିବା ଜମି, ଫ୍ୟାକ୍ଟ୍ରି କୋଠା,…