Latest Odisha News

BREAKING NEWS

ୱାର୍ଡମେମ୍ବରକୁ ଗୁଳି କରି ହତ୍ୟା: ପୋଖରୀ ଖୋଳାକୁ ବାରଣ କରିବାରୁ ଗୁଳିକାଣ୍ଡ

ଢେଙ୍କାନାଳ : ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ । ପୋଖରୀ ଖୋଳାକୁ ନେଇ ଗଡ଼ିଲା ମୁଣ୍ଡ । ଢେଙ୍କାନାଳ ସଦର ଥାନା କନ୍ଧପାଲ ଗାଁରେ ଜଣଙ୍କୁ ଗୁଳି କରି ହତ୍ୟା । ମୃତକ ହେଉଛନ୍ତି କନ୍ଧପାଲ ଗାଁର ଦଳେଇ ନାୟକ । ଗୁଳି ମାଡ କରିବା ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ପ୍ରଥମେ ଗାଁରେ…

ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ଭୁବନେଶ୍ବର: ଆଜି ହେଉଛି ଓଡ଼ିଶାର ବରପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ। ଏହି ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରୁଛି। ଭୁବନେଶ୍ବର ଜିଲ୍ଲା ବିଜେଡି ତରଫରୁ ବିନ୍ଦୁସାଗରରେ ତିଳତର୍ପଣ କରାଯିବା ପରେ ଫରେଷ୍ଟ ପାର୍କରେ ଥିବା ବିଜୁ…

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି

 ଭୁବନେଶ୍ୱର : ଆଜି ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ । ସାରା ରାଜ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । କରୋନା କଟକଣା ଭିତରେ ଆୟୋଜନ କରାଯାଇଛି ବିଭିନ୍ନ କାର୍ଯ୍ୟକ୍ରମ । ଓଡ଼ିଶା ଥିଲା ବିଜୁବାବୁଙ୍କ ରାଜନୈତିକ ପ୍ରୟୋଗଶାଳା। ଆଜି ତାଙ୍କ ୨୫ତମ ଶ୍ରାଦ୍ଧ ଦିବସରେ ସାରା ରାଜ୍ୟ ମନେ…

କବିତା : ମୁଁ ଆଉ ତୁମେ

ସରୋଜ କୁମାର ପଣ୍ଡା  ମୁଁ ତ ଆଖି ବନ୍ଦ କରି ବାହୁ ବନ୍ଧନରେ ବାନ୍ଧି ହୋଇଥିଲି ପ୍ରସ୍ତୁତ ଥିଲି ନିଜକୁ ସମର୍ପି ଦେବାକୁ ଶୁନଶାନ ରାତିର ବନ୍ଦ କୋଠରୀରେ, ତମେ ଥିଲ , ମୁଁ ଥିଲି ଆଉ ଥିଲା ଏକ ଏକାନ୍ତ ମୁହୂର୍ତ୍ତ ହୃଦ-ସ୍ପନ୍ଦନ ବଢ଼ୁଥିଲା ନିଶ୍ୱାସର ଶବ୍ଦ ସହ ଥରୁଥିଲା ଓଠ ଆଉ…

ମନେ ପଡ଼ନ୍ତି ପ୍ରବାଦ ପୁରୁଷ

ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକୀ ଅବସରରେ ବରଦା ପ୍ରସନ୍ନ ଦାସ ଛାତ୍ର ଜୀବନରେ ଗାନ୍ଧୀ, ଗୋପବନ୍ଧୁଙ୍କ ସାନିଧ୍ୟ ଲାଭପରେ ପାଇଲଟ ଜୀବନରେ ପଣ୍ଡିତ ଜବାହର ଲାଲ ନେହେରୁ ଓ ବିପ୍ଲବୀ ସମାଜସେବୀ ନେତା ଜୟପ୍ରକାଶ ନାରାୟଣଙ୍କ ସହ ବିଜୁବାବୁଙ୍କ ଘନିଷ୍ଠ ସମ୍ପର୍କ ଗଢି ଉଠିଥିଲା । ଯାହା…

ଶିଶୁ କବିତା : ଆମେ ସବୁ ମହୁମାଛି

ପ୍ରତିଭା ସାହୁ  ଆସଲୋ ଆସ ସାଙ୍ଗ ସାଥି ସଭି ମହୁମାଛିମାନେ ଆସ ଜାତି ଜାତି ଫୁଲ ଫୁଟି ହସୁଅଛି ନରମ ଫୁଲରେ ବସ ।। ଗୁଣୁ ଗୁଣୁ ହୋଇ ଗୀତ ଗାଇ ଗାଇ ଫୁଲରୁ ଫୁଲକୁ ଉଡ଼ିବା ସକାଳ ସୁରୂଯ ସୁନେଲି କିରଣେ ହସି ଖେଳି ନାଚି ଯିବା ।। ପବନରେ ଝୁଲି ଫୁଲରେ ବସି ମିଠା ରସ ଶୋଷିଯିବା…

ଅନୁବାଦ ଗଳ୍ପ : ପ୍ରତିଶୋଧ

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୩୧  ମୂଳ ଇଂରାଜୀ: ଖ୍ୱାଜା ଅହମ୍ମଦ ଆବ୍‌ବାସ୍‌  ନାଲି ଆଉ ହଳଦିଆ, ହଳଦିଆ ଆଉ ନାଲି - ଏଇ ଦୁଇଟିଯାକ ରଙ୍ଗ ତାଙ୍କୁ ଦିନ ରାତି ଯେମିତି ଡରେଇ ଗୋଡ଼ାଉଥିଲା । ନାଲି - ସତେକି ମଣିଷର ତାଜା ରକ୍ତ! ହଳଦିଆ - ଯେପରିକି ଶବ ମୁହଁରେ ଘୋଡ଼ା…

ଆଫଗାନିସ୍ତାନ୍ ଉପରେ ପାକିସ୍ତାନର ଆକ୍ରମଣ, ୩୩ ମୃତ ଏକାଧିକ ଗୁରୁତର

ଭୁବନେଶ୍ୱର: ୟୁକ୍ରେନ୍ ଉପରେ ଋଷିଆର ଆକ୍ରମଣ ନେଇ ସାରା ବିଶ୍ୱରେ ହଟଚମଟ ସୃଷ୍ଟି ହୋଇଛି । ଏତିକିବେଳେ ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣ ଘଟଣା ଅନେକଙ୍କୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଆଫଗାନ ବାସିନ୍ଦା ନିହତ ଓ ଆହତ ହୋଇଥିବା ସୂଚନା ରହିଛି । ଗତ ଶୁକ୍ରବାର…

ମାନସ ସ୍ୱାଇଁ ହତ୍ୟା ଘଟଣା: ଭଦ୍ରକ ଜେଲରେ ୨ ଅଭିଯୁକ୍ତଙ୍କୁ ୭ ଘଣ୍ଟା ଜେରା କଲା କ୍ରାଇମବ୍ରାଞ୍ଚ୍ ଟିମ୍

ଭଦ୍ରକ  : ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ଆଜି ୩ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ୭ ଘଣ୍ଟା ଧରି ଦୁଇ ଜଣଅଭିଯୁକ୍ତଙ୍କୁ ଜେରା କରିଛି । ଦିନ ୧୧ଟାରେ ଭଦ୍ରକ ସ୍ୱତନ୍ତ୍ର ପକାରାଗାରରେ ପହଁଞ୍ଚିଥିଲା କ୍ରାଇମବ୍ରାଞ୍ଚ୍ ଟିମ୍ । ତା ପରେ ବିବେକ ନାୟକ ଓ ଭାଗ୍ୟଧର…

ବିବାହରେ ସ୍ୱର୍ଗତ ରିଷି କପୁରଙ୍କ ଘଣ୍ଟା ପିନ୍ଧିଥିଲେ ରଣବୀର କପୁର

ମୁମ୍ବାଇ : ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର କପୁର ଓ ଆଲିଆ ଭଟ୍ଟ । ବିଳାଶପୂର୍ଣ୍ଣ ନୁହେଁ ବରଂ କମ୍ ଅତିଥିରେ ରଣବୀରଙ୍କ ବାସ ଭବନ ବାସ୍ତୁରେ ରଣବୀର ଓ ଆଲିଆଙ୍କ ବିବାହ ସମ୍ପନ୍ନ ହୋଇଛି । ହେଲେ ସବୁଠୁ ବଡ କଥା ହେଉଛି ରଣବୀର କପୁର ନିଜ ବିବାହରେ ବାପା…